Odia News Portal
Browsing Tag

bollywood

ଆର୍ୟନଙ୍କୁ ମିଳିଲାନି ଜାମିନ୍

ମୁମ୍ବାଇ: କିଙ୍ଗ ଖାନଙ୍କ ପୁଅ ଆର୍ୟନଙ୍କୁ ମିଳିଲାନି ଜାମିନ୍ । ବୁଧବାର ତାଙ୍କ ଜାମିନ ଆବେଦନ ଉପରେ ପ୍ରାୟ ତିନି ଘଣ୍ଟା ଶୁଣାଣି ହୋଇଛି ଏବଂ ଏହା ଉପରେ କୌଣସି ନିଷ୍ପତ୍ତି ହୋଇ ପାରି ନାହିଁ। ଗୁରୁବାର ସକାଳ ୧୧ଟାରେ ଏହା ଉପରେ ପୁନଃ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ତେଣୁ ଜେଲ୍ରୁ…

ଜନ୍ମଦିନରେ ପାନ ମସଲା ବ୍ରାଣ୍ଡ ସହ ଚୁକ୍ତି ବାତିଲ କଲେ ଅମିତାଭ

ମୁମ୍ବାଇ: ବେଶ କିଛିଦିନ ଧରି କମଳା ପସନ୍ଦ ନାମକ ଏକ ପାନ ମସଲା ବ୍ରାଣ୍ଡର ବିଜ୍ଞାପନରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଫଟୋ ସାମ୍ନାକୁ ଆସିଥିଲା । ପାନ ମସଲାର ବ୍ରାଣ୍ଡିଂ କରିବା ଘଟଣା ମେଗାଷ୍ଟାରଙ୍କ ଅଗଣିତ ଫ୍ୟାନଙ୍କୁ ଦୁଃଖିତ କରିଥିଲା । ସୋସିଆଲ୍ ମିଡିଆରେ ଏ ନେଇ ବିଭିନ୍ନ ପ୍ରକାର…

ବିଗବସ-୧୫ରେ ନଜର ଆସିବେ ରିୟା ଚକ୍ରବର୍ତ୍ତୀ

ବଲିଉଡ ଅଭିନେତ୍ରୀ ରିୟା ଚକବର୍ତ୍ତୀ ୨୦୨୦ରେ ଚର୍ଚ୍ଚାରେ ରହିଥିଲେ । ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍‌କ ମୃତ୍ୟୁ ପରେ ତାଙ୍କ ନାଁ ବିବାଦ ଘେରକୁ ଆସିଯାଇଥିଲା । ଏବେ ପୁଣି ଥରେ ରିୟାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଶୁଣିବାକୁ ମିଳୁଛି ଯେ ରିୟା କୁଆଡେ ବିଗ୍ ବସ୍ ୧୫ରେ ଭାଗ ନେବେ…

ଶାଢୀକୁ ନେଇ ଚର୍ଚ୍ଚାରେ ସାରା ଅଲୀ ଖାନ

ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ୍ ନିଜ ଅଭିନୟ ଓ ନୂଆ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ  । ଏବେ କିନ୍ତୁ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାରେ ସାରା । ନିକଟରେ ତାଙ୍କର ଏକ ଶାଢି ପିନ୍ଧା ଫଟୋକୁ ସୋସିଆଲ ସାଇଟରେ ଅପଲୋଡ କରିଛନ୍ତି ସାରା । ଏଥିରେ ସେ ପିଙ୍କ କଲରର ପ୍ରିଣ୍ଟେଡ୍ ସାଢି…

୯୨ ବର୍ଷରେ ପାଦ ଦେଲେ ଲତା ମଙ୍ଗେସକର

ତାଙ୍କର କିଛି ପରିଚୟର ଆବଶ୍ୟକତା ନାହିଁ, ତାଙ୍କ କଣ୍ଠ ହିଁ ତାଙ୍କର ପରିଚୟ । ତାଙ୍କ ଗୀତ ବାଜିଲେ ଆଖି ବନ୍ଦ କରି ବି ଜଣେ କହିଦେବେ ତାଙ୍କ ନାଁ । ସେ ହେଉଛନ୍ତି କୋକିଳ କଣ୍ଠୀ, ସେ ହେଉଛନ୍ତି ସୁର ସମ୍ରାଜ୍ଞୀ, ତାଙ୍କ ସ୍ୱରରେ ବିଜେ କରିଛନ୍ତି ମା ସରସ୍ୱତୀ । ସତରେ ତାଙ୍କ ସ୍ୱରରେ ଏମିତି…

ପୁଣି ଘୁଞ୍ଚିଲା ଅମୀରଙ୍କ ଅପକମିଙ୍ଗ ଫିଲ୍ମର ରିଲିଜ୍ ତାରିଖ

ମୁମ୍ବାଇ: ୨୦୨୧ ନୁହେଁ ୨୦୨୨ରେ ଆସିବ ଅମୀରଙ୍କ ଅପକମିଙ୍ଗ ଫିଲ୍ମ । ଆମିର ଖାଁଙ୍କର ଫିଲ୍ମ ଲାଲ୍ ସିଂ ଚଢ଼ାର ରିଲିଜ୍ ତାରିଖ ଘୁଞ୍ଚିବାରେ ଲାଗିଛି। ଏବେ ଆମିର ଟୁଇଟ୍ କରି ଫିଲ୍ମଟି ୨୦୨୨ ଫେବୃୟାରୀ ୧୪ ଭାଲେଣ୍ଟାଇନ୍ ଡେ'ରେ ହେବ ବୋଲି ସୂଚନା ଦେଇଛନ୍ତି। ସରକାର ଅକ୍ଟେବାର ୨୨ରେ ସିନେମା…

ଅକ୍ଟୋବରରେ ଆସିବ ଏହିସବୁ ଫିଲ୍ମ

ମୁମ୍ବାଇ: ୨୦୨୧ରେ କରୋନା ମହାମାରୀ ପାଇଁ ଅନେକ ଫିଲ୍ମ ଓ ସିରିଜ ଏ ପର୍ୟ୍ୟନ୍ତ ରିଲିଜ ହୋଇପାରିନାହିଁ । ହେଲେ ଏବେ ଆଶା କରାଯାଉଛି ଯେ, ଅକ୍ଟୋବରରେ କିଛି ଭଲ ଫିଲ୍ମ ଓ ୱେବ ସିରିଜ ରିଲିଜ ହୋଇପାରେ । ଓଟିଟି ଷ୍ଟ୍ରିମିଂ ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓ ଅକ୍ଟୋବରରେ ରିଲିଜ ହେବାକୁ ଥିବା…

ଜାଣନ୍ତୁ କରିନାଙ୍କ ଜନ୍ମଦିନରେ କିଏ କଣ କହି ଶୁଭେଚ୍ଛା ଜଣାଇଛନ୍ତି

ମୁମ୍ବାଇ: ଆଜି ହେଉଛି ବଲିଉଡ ଅଭିନେତ୍ରୀ କରିନା କପୁରଙ୍କ ଜନ୍ମଦିନ । ୪୧ତମ ଜନ୍ମଦିନ ପାଳିଛନ୍ତି ବଲିଉଡର ବେବୋ । ମାଳଦୀପରେ ନିଜ ପରିବାର ସହ ଜନ୍ମଦିନ ବିତାଉଛନ୍ତି କରିନା । ତାଙ୍କ ଜନ୍ମଦିନରେ ବଲିଉଡର କଳାକାରମାନେ ଶୁଭେଚ୍ଛା ଜଣାଇଛନ୍ତି । କରଣ ଜୋହରଙ୍କଠାରୁ ଆରମ୍ଭ କରି କରିସ୍ମା…

ସୋନୁଙ୍କ ଘରେ ତୃତୀୟ ଦିନରେ ଭିଜିଲାନ୍ସ ଚଢ଼ାଉ

ମୁମ୍ବାଇ: ଅଭିନେତା ସୋନୁ ସୁଦଙ୍କ ଘରେ ତୃତୀୟ ଦିନରେ ଭିଜିଲାନ୍ସ ଚଢ଼ାଉ । ସୋନୁ ସୁଦଙ୍କ ଘର ଓ ଅଫିସ ସମେତ ୬ଟି ସ୍ଥାନରେ ଆୟକର ବିଭାଗ ଲଗାତାର ତୃତୀୟ ଥର ପାଇଁ ଚଢ଼ାଉ କରିଛି । ସୂତ୍ରରୁ ମିଳିଥିବା ଖବର ମୁତାବକ, ଏହି ଚଢ଼ାଉରେ ଟ୍ରାକ୍ସ ହେରାଫେରି ମାମଲାରେ ଶକ୍ତ ପ୍ରମାଣ ମିଳିଛି । ସୂଚନା…

ହାଜର ନହେଲେ ଗିରଫ ହେବେ କଙ୍ଗନା!

ମୁମ୍ବାଇ: ପୁଣି ବଢ଼ିଲା କଙ୍ଗନାଙ୍କ ଅଡୁଆ । ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ଆସନ୍ତା ଶୁଣାଣିରେ ହାଜର ନହେଲେ ଜାରି ହେବ ଗିରଫ ପରୱାନା । ଜାଭେଦ ଅଖତରଙ୍କ ଦ୍ୱାରା କଙ୍ଗନାଙ୍କ ବିରୋଧରେ ଆଗତ ମାନହାନି ମାମଲାର ଶୁଣାଣି କରି କୋର୍ଟ ଏହି ଚେତାବନୀ ଦେଇଛନ୍ତି । …