Odia News Portal
Browsing Tag

bollywood

‘ବଣ୍ଟି ଔର୍ ବବଲି ୨’ ର ଟିଜର ରିଲିଜ୍

ନୂଆଦିଲ୍ଲୀ : ଦୀର୍ଘ ଦିନର ଅପେକ୍ଷା ପରେ ଫିଲ୍ମ ‘ବଣ୍ଟି ଔର ବବଲି ୨’ ର ଟିଜର ଆଜି ରିଲିଜ୍ ହୋଇଛି । ଏହି ଫିଲ୍ମଟି ୨୦୦୫ ମସିହାରେ ରିଲିଜ୍ ହୋଇଥିବା ବଣ୍ଟି ଔର ବବଲି ର ସିକ୍ୱଲ । ପ୍ରଥମ ଫିଲ୍ମରେ ଅଭିଶେକ ବଚ୍ଚନ ଏବଂ ରାଣୀ ମୁଖାର୍ଜି ନଜର ଆସିଥିଲେ କିନ୍ତୁ ଏହାର ପାର୍ଟ ୨ ରେ ରାଣୀ…

ଆର୍ୟନଙ୍କ ବିଷୟରେ ଏମିତି କହିଲେ ଅନନ୍ୟା

ମୁମ୍ବାଇ: ସବୁଠି ଗୋଟିଏ ଚର୍ଚ୍ଚା । ବଲିଉଡ କିଙ୍ଗଖାନ ଶାହାରୁଖ ଖାନଙ୍କ ପୁଅ ଆୟନଙ୍କ ଡ୍ରଗ୍ସ ମାମଲା । ତେବେ ଆୟନଙ୍କ ସହ ଏବେ ଅକଳରେ ପଡ଼ିଛନ୍ତି ଅନନ୍ୟା । ଏନସିବି ତାଙ୍କ ପଚରାଉଚରା କରୁଛି । ଏନସିବିର ପଚରାଉଚରାରେ ଅନନ୍ୟା କରିଛନ୍ତି ଚାଂଚଲ୍ୟକର ଖୁଲାସା । ଥରେ କି ଦୁଇଥର ନୁହେଁ ବରଂ…

ଆଇପିଏଲ ଟିମ୍ କିଣିପାରନ୍ତି ଦୀପିକା-ରଣବୀର

ମୁମ୍ବାଇ: ବଲିଉଡର ଷ୍ଟାର କପୁଲ ରଣବୀର ଏବଂ ଦୀପିକା ପାଦୁକୋନ ଆଇପିଏଲ ଟିମ୍ କିଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆସନ୍ତାବର୍ଷ ବିଶ୍ୱ ଧନୀ କ୍ରିକେଟ ଲିଗ୍ ବୋଲାଉଥିବା ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ୧୦ଟି ଟିମ୍ ଭାଗନେବେ ବୋଲି ପୂର୍ବରୁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ତେବେ ବାକି…

ଜାଣନ୍ତୁ ଏନସିବି ଫୋକସରେ ଥିବା ଅନନ୍ୟା ପାଣ୍ଡେଙ୍କ ବିଳାଶମୟ ଜୀବନୀ

ମୁମ୍ବାଇ: ବଉିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ଏନସିବି ଫୋକସରେ । ଆର୍ୟନଙ୍କ ଡ୍ରଗ୍ସ ମାମଲାରେ ତାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଗତକାଲି ତାଙ୍କ ଘରେ ଏନସିବିର ଏକ ଟିମ୍ ପହଞ୍ଚି ପଚରାଉଚରା କରୁଥିଲା । ତେବେ ୨୨ ବର୍ଷୀୟା ଅନନ୍ୟା ବିତାଉଛନ୍ତି ବିଳାଶମୟ ଜୀବନ । ସେ ଏକ…

ରିଲିଜ୍ ହେଲା ଫିଲ୍ମ ‘ଧମାକା’ ର ଟ୍ରେଲର

ନୂଆଦିଲ୍ଲୀ : ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟାନଙ୍କ ଫିଲ୍ମ ‘ଧମାକା’ ର ଟ୍ରେଲର ରିଲିଜ୍ ହୋଇଛି । ଏଥିରେ କାର୍ତ୍ତିକଙ୍କର ଟ୍ରାନ୍ସଫରମେସନ ପ୍ରଶଂସକଙ୍କୁ ସ୍ତବ୍ଧ କରି ଦେଇଛି । ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ରାମ ମାଧବନୀ । ସବୁଠାରୁ ଖାସ୍ କଥା ହେଉଛି ରୋମାଣ୍ଟିକ, କମେଡି ଉପରେ…

ଦିପାବଳୀରେ ପରଦାକୁ ଆସିବ ‘ସୂର୍ଯ୍ୟବଂଶୀ’

ମୁମ୍ବାଇ: ପରଦାକୁ ଆସିବ ଆକ୍ସନ ମୁଭି ସୂର୍ଯ୍ୟବଂଶୀ । ଦିପାବଳୀରେ ମଲ୍ଟିଷ୍ଟାରଙ୍କୁ ନେଇ ଏହି ଚଳଚ୍ଚିତ୍ରଟି ରିଲିଜ ହେବାକୁ ଯାଉଛି । ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଏବଂ ଅକ୍ଷୟ କୁମାର ପ୍ରଥମ ଥର ପାଇଁ 'ସୁର୍ୟ୍ୟବଂଶୀ' ସହିତ ବଡ ପରଦାରେ ଆସିବେ। ଏହି ଚଳଚ୍ଚିତ୍ରରେ କ୍ୟାଟ୍ରିନା କୈଫ…

ଇଡିର ସମନ, ହାଜର ହେଲେନି ଜ୍ୟାକଲିନ୍

ମୁମ୍ବାଇ: ୨୦୦ କୋଟି ଟଙ୍କା ଠକେଇ ଘଟଣାରେ କୋନ୍ମ୍ୟାନ୍ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା ନିମନ୍ତେ ପାଇଥିବା ସମନ୍କୁ ବଲିଉଡ୍ ଅଭିନେତ୍ରୀ ଜାକ୍ୟୁଲିନ୍ ଫର୍ଣ୍ଣାଣ୍ଡିଜ୍ ଆଜି ଏଡ଼ାଇ ଦେଇଛନ୍ତି। ଗତକାଲି ମଧ୍ୟ ସେ ‘ଇଡି’ର ସମନ…

ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନଙ୍କୁ ପୁଣି ଇଡିର ସମନ

ନୂଆଦିଲ୍ଲୀ: ଟାଇମ୍ସ ନ୍ୟୁ ଅନୁଯାୟୀ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହୀ ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଇଡି ସମନ କରିଥିଲା। ତେବେ ଅଜି ଜ୍ୟାକଲିନଙ୍କୁ ଇଡି ପଚରାଉଚରା ପାଇଁ ଡାକିଥିବା ବେଳେ ଜାକଲିନ୍ କିଛି ବ୍ୟକ୍ତିଗତ କାରଣ ଦର୍ଶାଇ ହାଜର…

ଆସିବ ‘ଗଦ୍ଦର-୨’

ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦେୱଲଙ୍କ ଅଭିନୀତ ଗଦ୍ଦର ଫିଲ୍ମ ଦର୍ଶକଙ୍କ ମନକୁ ବେଶ ଛୁଇଁଥିଲା । ଗୁରୁ ଗମ୍ଭୀର ଭଏସ ସାଙ୍ଗକୁ ସନ୍ନି ଦେଓଲଙ୍କ ବଳିଷ୍ଠ ଅଭିନୟ ଆଜି ବି ସମସ୍ତଙ୍କ କାନରେ ଗୁଞ୍ଜରିତ ହେଉଛି । ତେବେ ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିଛି । ଆସୁଛି ବହୁ ପ୍ରତିକ୍ଷିତ ବଲିଉଡ୍…

ବଲିଉଡ ଅଭିନେତ୍ରୀ ନୋରାଙ୍କୁ EDର ନୋଟିସ୍

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ । କିଛିଦିନ ହେବ କଳାକାରଙ୍କ ହରକତ ଲାଗି ଚର୍ଚ୍ଚାରେ ରହିଛି ବଲିଉଡ ଜଗତ । ଏବେ ପୁଣି ଜଣେ ଅଭିନେତ୍ରୀଙ୍କୁ ଇଡିର ନୋଟିସ୍ । ଟଙ୍କା ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଛି । ନୋରାଙ୍କୁ ଏହି ମାମଲାରେ ପଚରାଉଚରା…