ଗିରଫ ହେଲେ ବଲିଉଡ଼ ଅଭିନେତା ଅରମାନ କୋହଲି
					ମୁମ୍ବାଇ: ଗିରଫ ହେଲେ ବଲିଉଡ ଅଭିନେତା ଅରମାନ କୋହଲି । ଶନିବାର ରାତିରେ ଏନସିବି ତାଙ୍କୁ ଗିରଫ କରିଛି ।  ଜୁହୁ ସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ କରି ଏନ୍ସିବି ଅରମାନଙ୍କୁ ଗିରଫ କରିଥିଲା । ତାଙ୍କ ଘରୁ କୋକେନ୍ ମଧ୍ୟ ଜବତ କରାଯାଇଥିବା କୁହାଯାଇଛି । ଅରମାନଙ୍କୁ ଆଜି ଏନ୍ସିବି କୋର୍ଟରେ!-->…				
						
						
			