Odia News Portal
Browsing Tag

Collector

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ରାୟଗଡ଼ା ଜିଲ୍ଲାପାଳ

ରାୟଗଡ଼ା: ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ରାମନଗୁଡା ଓ ଗୁଣପୁର ଗସ୍ଥ କରି ବିଭିନ୍ନ ଉନ୍ନୟନମୂଳକକାର୍ୟ୍ୟର ସମୀକ୍ଷା କରିଥିଲେ । ରାମନଗୁଡା ଉଚ୍ଚ ବିଦ୍ୟାଳୟର ଅଧୁନିକକରନ , ସ୍ମାର୍ଟ କ୍ଲାସ, ଇ ଲାଇବ୍ରେରୀ, ଖେଳ ପଡ଼ିଆର କାର୍ୟ୍ୟ ସମୂହ ପରିଦର୍ଶନ କରିଥିଲେ । ସମସ୍ତ କାର୍ୟ୍ୟ ଶୀଘ୍ର…

ଜିଲ୍ଲାପାଳଙ୍କୁ ଭେଟିଲେ ଢ଼େଙ୍କାନାଳ ଏନଏସି ୩ ନମ୍ବର ୱାର୍ଡର ଲୋକେ

ଢେଙ୍କାନାଳ :ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଲୋକେ । ଢ଼େଙ୍କନାଳ ୱାର୍ଡ ନମ୍ବର ୩ର ଲୋକେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ପ୍ରାଇମେରୀ ହେଲଥ ସେଣ୍ଟର ଖୋଲିବା ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି । ୯୦ଦଶକରେ ଏଠାରେ ଏକ ହେଲଥ ସେଣ୍ଟର ଖୋଲିଥିଲା ଯାହାକି ସ୍ଥାନୀୟ…

ଆକ୍ସନ ମୁଡ଼ରେ ଗଞ୍ଜାମ ଜିଲ୍ଲାପାଳ, ଟିକା ନ ନେଲେ ଦୋକାନ ବନ୍ଦ

ଗଞ୍ଜାମ: ପୁଣି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସବୁବେଳେ ନିଆରା ନିଷ୍ପତି ଲାଗି ସେ ଚର୍ଚ୍ଚାରେ ରହିଥାନ୍ତି । ତେବେ ଆଜି ପୁଣି ଏକ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି ଜିଲ୍ଲାପାଳ । ଏଣିକି ସମସ୍ତ ଦୋକାନୀ ଟିକା ନେବା ବାଧ୍ୟତା ମୂଳକ କରିଛନ୍ତି । ଟିକା ନଦେଲେ ଦୋକାନ…

ରଥଖଳାରେ ମହାପ୍ରସାଦ ସେବନ କଲେ ଜିଲ୍ଲାପାଳ

ରଥଖଳାରେ ତଳେ ଚକା ପକାଇ ବସିଛନ୍ତି ଜିଲ୍ଲାପାଳ। ରଥ ନିର୍ମାଣରେ ନିୟୋଜିତ କାରିଗର ଓ ସେବାୟତଙ୍କ ସହ ମିଶି ମହାପ୍ରସାଦ ସେବନ କରୁଛନ୍ତି। ପୁରୀ ଜିଲ୍ଲାପାଳଙ୍କ ଏଭଳି ସାଧାରଣ ଜୀବନଯାପନ ଦେଖି ଆଜି ସମସ୍ତେ ତାଜୁବ ହୋଇଛନ୍ତି। ପିପିଇ କିଟ୍ ପିନ୍ଧି କୋଭିଡ କେୟାର ଯାଇ ଚର୍ଚ୍ଚାରେ ଥିବା…