Odia News Portal
Browsing Tag

Corona news

ରାଜ୍ୟରେ ଗତ ୨୪ଘଣ୍ଟ ମଧ୍ୟରେ ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୭୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୩୦ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ…

ସାଲେପୁର ସବ୍‌ଜେଲ୍‌ରୁ ୧୨ କଏଦୀ ଆକ୍ରାନ୍ତ

ସାଲେପୁର : ସାଲେପୁର ସବ୍‌ଜେଲ୍‌ରୁ ପୁଣି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ୧୨ଜଣ ବିଚରାଧୀନ କଏଦୀ କରୋନାରେ ଆକ୍ରାନ୍ତ ହୋଇଛି । ସାଲେପୁର ସବଜେଲରେ ୫ ଦିନ ତଳେ ଜଣେ କଏଦୀ କରୋନା ପଜିଟିଭ  ଚିହ୍ନଟ ହୋଇଥିଲେ । ଏହାପରେ ସମସ୍ତ କଏଦୀଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ଏବେ ୧୨ କଏଦୀଙ୍କୁ…

ମାତିଲେ ଟିକା ଲୁଟେରା, ନେଇଗଲେ ୧,୭୧୦ ଡୋଜ୍‌

ଚଣ୍ଡିଗଡ଼ : ଦେଶରେ କରୋନାକୁ ମାତ ଦେବା ପାଇଁ ନିରାକରଣ କରାଯାଉଛି । କରୋନା ନେଇ ଲୋକଙ୍କ ମନରେ ଡର ବସା ବାନ୍ଧିଛି । ଟିକାର ଚାହିଦା ବୃଦ୍ଧି ପାଉଥିବାରୁ ଏହାର ଫାଇଦା ନେବାକୁ ଚୋର ଅନାଇ ବସଛନ୍ତି। ହରିୟାଣା ଅନ୍ତର୍ଗତ ଜିନ୍ଦ୍‌ର ‘ପି. ପି. ସେଣ୍ଟର୍‌ ଜେନେରାଲ୍‌ ହସ୍ପିଟାଲ୍‌’ର…

ମୁଖ୍ୟରାସ୍ତାରେ ପିପିଇ କିଟ୍ ଦେଖି ଲୋକ ଛାନିଆ

ବଲାଙ୍ଗୀର : ଗତବର୍ଷ କରୋନାକାଳରେ ବହୁ ସ୍ଥାନରେ ପିପିଇ ପଡ଼ିଥିବାରୁ ଦେଖିବାକୁ ମିଳିଥିଲା । କରୋନା ବିରୁଦ୍ଧରେ ଲଢ଼େଇ ପାଇଁ ପିପିଇ କିଟ୍ ମୁଖ୍ୟ ଅସ୍ତ୍ର ବୋଲି କୁହାଯାଉଛି । ତେବେ ଏହାର ସଦୁପଯୋଗ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଯଦି ପିପିଇ କିଟ୍କୁ ରାସ୍ତା ଫୋପାଡ଼ି ଦିଆଯାଏ ତେବେ ଏହା…

ଦେଶରେ ଅକ୍ସିଜେନ୍ ଅଭାବ, ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ ଯଥେଷ୍ଟ ମାତ୍ରାରେ ମେଡିକାଲ ଗ୍ରେଡ୍ ଅକ୍ସିଜେନ୍ ଯୋଗାଣ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ବିସ୍ତୃତ ସମୀକ୍ଷା କରିଥିଲେ। ଏହି ଅବସରରେ ସ୍ବାସ୍ଥ୍ୟ, ଡିପିଆଇଆଇଟି, ଇସ୍ପାତ, ସଡ଼କ ପରିବହନ ଆଦି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ପ୍ରଧାନମନ୍ତ୍ରୀଙ୍କୁ ଅବଗତ…

ମାସ୍କ ନପିନ୍ଧିଲେ ୨ ହଜାର ଜରିମାନା , ଦ୍ୱିତୀୟ ଥର ୫ ହଜାର

ଭୁବନେଶ୍ବର: ମାସ୍କ ପିନ୍ଧୁ ନଥିବା ଅମାନିଆ ଏବେ ସାବାଡ଼ ହେବେ । କାରଣ ରାଜ୍ୟ ସରକାର ମାସ୍କ ବ୍ୟବହାର ନିୟମକୁ କଡ଼ାକଡ଼ି କରିଛନ୍ତି। ଏଣିକି ସର୍ବସାଧାରଣ ସ୍ଥାନରେ ବୁଲୁଥିବା ଲୋକ ମାସ୍କ ନପିନ୍ଧିଲେ ୨ ହଜାର ଟଙ୍କା ଜରିମାନା ଗଣିବେ। ସେହି ବ୍ୟକ୍ତି ଦ୍ବିତୀୟ ଥର ମାସ୍କ ପିନ୍ଧି ନଥିଲେ ୫…