Odia News Portal
Browsing Tag

covid vaccine updates

ଭ୍ୟାକ୍ସିନ ସେଣ୍ଟରରେ ପହଁଚିଲା କୋଭିସିଲ୍ଡ

ଭୁବନେଶ୍ୱର: ବିମାନବନ୍ଦରରୁ ସିଧା ରାଜ୍ୟ ଭ୍ୟାକ୍ସିନ ସେଣ୍ଟରକୁ ଗଲା କୋଭିସିଲ୍ଡ ଟିକା । ଅପରାହ୍ନ ୩ଟା ୪୦ ମିନିଟରେ ଭୁବନେଶ୍ୱରରେ ଟିକା ପହଁଚିବା ପରେ ୩ଟି ସ୍ୱତନ୍ତ୍ର ଭ୍ୟାକ୍ସିନ୍ ଭ୍ୟାନ ଯୋଗେ ରାଜ୍ୟ ଟୀକା ଭଣ୍ଡାରକୁ ଆସିଛି କୋଭିସିଲ୍ଡ ଟିକା । ତେବେ ପୁଣେର ସେରମ…

ଓଡ଼ିଶାରେ ପହଞ୍ଚିଲା କରୋନା ଟିକା

ଭୁବନେଶ୍ୱର: ଆସିଲା ବଡ଼ ଖୁସି ଖବର | ଓଡ଼ିଶାରେ ଆସି ପହଞ୍ଚିଲା କରୋନା ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା କୋଭିସିଲ୍ଡ ଟିକା । ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଟିକା ଆସିଥିବା ବେଳେ ଏହା ଏବେ ଓଡ଼ିଶାରେ ପହଞ୍ଚିଛି । ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶାକୁ ୪୦ ହଜାର ୮୦୦ ବୋଟଲ ପଠାଇଛି…

ଓଡିଶା ଆସୁଛି କରୋନା ଟିକା

ଭୁବନେଶ୍ବର: ଓଡ଼ିଶା ଆସୁଛି କୋଭିଡ଼ ଟିକା । ଆଜି ଓଡିଶାରେ ପହଞ୍ଚିବ କୋଭିଡ଼ ଟିକା କୋଭିସିଲ୍ଡ । ସ୍ୱତନ୍ତ୍ର ସ୍ପାଇସ୍‌ ଜେଟ୍‌ ବିମାନରେ ମୁମ୍ବାଇର ପୁଣେରୁ ଭୁବନେଶ୍ୱର ଆସୁଛି କୋଭିସିଲ୍ଡ ଟିକା । ସୂଚନା ଅନୁଯାୟୀ, ପ୍ରଥମ ଦଫାରେ ଭୁବନେଶ୍ୱରରେ ପହଞ୍ଚିବ କୋଭିସିଲ୍ଡ ଟିକାର ୪୦…

୩ କୋଟିଙ୍କୁ ମାଗଣା ଟିକା: ମୋଦି

ନୂଆଦିଲ୍ଲୀ: ଭାରତରେ ୧୬ ଜାନୁଆରୀ ଠାରୁ କରୋନା ପାଇଁ ଟିକାକରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଟିକାକରଣ ନେଇ କିଭଳି ପ୍ରସ୍ତୁତି ଚାଲିଛି ତାହା ଉପରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଟିକାକରଣର ପୂର୍ବରୁ ରାଜ୍ୟକୁ ଆସିବ ଭ୍ୟାକ୍ସିନ

ଭୁବନେଶ୍ୱର: ଟିକାକରଣର ଦୁଇ ତିନି ଦିନ ପୂର୍ବରୁ ରାଜ୍ୟକୁ ପହଞ୍ଚିପାରେ ଟିକା । ଆସନ୍ତା ୧୬ ତାରିଖରେ ଦେଶରେ ଟିକାକରଣ ନେଇ ପୂର୍ବରୁ ସୂଚନା ଦିଆଯାଇଥିଲା । ତେବେ ଏହା ପୂର୍ବରୁ ରାଜ୍ୟରେ ଟିକା ପହଞ୍ଚିପାରେ ବୋଲି କୁହାଯାଉଛି । ଓଡ଼ିଶାର ୧୬୦ଟି ସ୍ଥାନରେ ଟିକାକରଣ ହେବ । ଦୁଇଟି ଜାଗାରେ ଟୁ…

୧୬ରୁ ଦେଶରେ ଟିକାକରଣ

ନୂଆଦିଲ୍ଲୀ: ଜାନୁଆରୀ ୧୬ରୁ ସାରା ଦେଶରେ ଟିକାକରଣ । ଜାନୁଆରୀ ୧୬ ତାରିଖରୁ ସମଗ୍ର ଦେଶରେ ଟିକାକରଣ ଆରମ୍ଭ ହେବ। ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା । ପ୍ରଥମ ପର୍ଯ୍ୟାୟରେ ଦେଶରେ ପ୍ରାୟ ୩ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବାର ଯୋଜନା କରାଯାଇଛି ।…

ଆଉ ଜଣକ ମୁଣ୍ଡ ନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୯୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । …

ପୁଣେରୁ ଆସିବ କୋଭିଡ ଭ୍ୟାକସିନ

ପୁଣେ: ପୁଣେରୁ ଆସିବ କୋଭିଡ ଭ୍ୟାକସିନ । ସେରମ ଇନଷ୍ଟିଚ୍ୟୁଟରେ ବିତରିତ ହେବାକୁ ଥିବା ୫ କୋଟି ଟିକାର ଡୋଜ ପ୍ରସ୍ତୁତ ରହିଛି । ସେହିପରି ଟିକା ପହଞ୍ଚାଇବା ପାଇଁ ପୁଣେ ଏୟାରପୋର୍ଟରେ ପ୍ରସ୍ତୁତ ହୋଇରହିଛି କାର୍ଗୋ ବିମାନ । ତେଣୁ ଦିନେ ଦୁଇ ଦିନ ଭିତରେ ଦେଶର ବିଭିନ୍ନ ଅଞ୍ଚଳରେ ଟିକା…

ରାଜ୍ୟରେ ଟିକାକରଣ ଡ୍ରାଏ ରନ୍

ଭୁବନେଶ୍ୱର : ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ତେବେ ତା ପୂର୍ବରୁ ଦେଶର ସବୁ ଜିଲ୍ଲାରେ ଆଜି ପୁଣିଥରେ ଡ୍ରାଏ ରନ ହେବ । ଟିକାକୁ ନେଇ ଗୁଜବ ଉପରେ ବିଶ୍ୱାସ ନକରିବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ଆଜି ରାଜ୍ୟର ପ୍ରତି ଜିଲ୍ଲାର ୩ଟି ସ୍ଥାନରେ ହେବାକୁ…

ଆଗାମୀ ୨ ମାସ ସତର୍କ ରୁହ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଟିକାକରଣ ପାଇଁ ଓଡିଶା ପ୍ରସ୍ତୁତ । କୋଭିଡ ପରିସ୍ଥିତି ଓ ଟିକାକରଣ ସମ୍ପର୍କରେ ସମୀକ୍ଷା ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠୁ ନେଇ ଧର୍ମାନୁଷ୍ଠାନ ପର୍ଯ୍ୟନ୍ତ ଖୋଲିଥିବା ବେଳେ ଖୁବଶୀଘ୍ର…