Odia News Portal
Browsing Tag

cricket

ଆସୁଛି ଦାଦାଙ୍କ ବାୟୋପିକ୍

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷଙ୍କ ବାୟୋପିକ୍ ପ୍ରସ୍ତୁତ ହେଉଛି । ଏବେ ବଲିଉଡରେ ବାୟୋପିକ୍ ଫିଲ୍ମ ଅଧିକ ଲୋକପ୍ରିୟତା ଅର୍ଜନ କରୁଛି । ଯାହାକୁ ନେଇ ଅଧିକ ବାୟୋପିକ୍ ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ପ୍ରଯୋଜକ । ତେନ୍ଦୁଲକର ଓ ଧୋନିଙ୍କ…

ଆଜିଠୁ ଭାରତ-ଇଂଲଣ୍ଡ ଅନ୍ତିମ ଟେଷ୍ଟ

ମାଞ୍ଚେଷ୍ଟର: ଆଜିଠୁ ଭାରତ ଓ ଇଲଣ୍ଡ ମଧ୍ୟରେ ଖେଳାଯିବ ପଞ୍ଚମ ତଥା ଅନ୍ତିମ ଟେଷ୍ଟ । ମାଞ୍ଚେଷ୍ଟରରେ ଶେଷ ମ୍ୟାଚ ଖେଳାଯିବ । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ତେବେ ଭାରତ ଶେଷ ମ୍ୟାଚକୁ ଡ୍ର ରଖିବା କିମ୍ବା ଜିତିବା ଲାଗି ଚେଷ୍ଟା କରିବ । …

ରବି ଶାସ୍ତ୍ରୀଙ୍କ ପରେ ଭାରତୀୟ କ୍ରିକେଟ ଟିମର ଆଉ ଜଣେ ସପୋର୍ଟ ଷ୍ଟାଫ କରୋନା ପଜିଟିଭ୍

ଓଭାଲ: ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ରବି ଶାସ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସପୋର୍ଟିଂ ଷ୍ଟାଫ ଯୋଗେଶ ପରମାର କରୋନା ସଂକ୍ରମିତ ହୋଇଥିବା ଏଏନଆଇରେ ଖବର ପ୍ରକାଶ ପାଇଛି । ମାଂଚେଷ୍ଟରରେ ଭାରତୀୟ ଦଳର ଟ୍ରେନିଂ ସେଶନକୁ ବାତିଲ କରି ଦିଆଯାଇଛି । ଅନ୍ୟ ସଦସ୍ୟମାନଙ୍କ କରୋନା…

ଟି-୨୦ ବିଶ୍ୱକପ ଲାଗି ଦଳ ଘୋଷଣା କଲା ଇଂଲଣ୍ଡ

ଲର୍ଡସ: ପାଖେଇ ଆସୁଛି ଟି-୨୦ ବିଶ୍ୱକପ । ସମସ୍ତ ଦେଶ ନିଜ ନିଜର ଦଳ ଘୋଷଣା କରୁଛନ୍ତି । ଏହାରି ଭିତରେ ଆଜି ନିଜର ଦଳ ଘୋଷଣା କରିଛି ଇଂଲଣ୍ଡ । ୧୫ ଜଣିଆଁ ଦଳ ଘୋଷଣା କରାଯାଇଛି । ଦଳରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳୀଙ୍କୁ ସ୍ଥାନ ଦିଆଯାଇଛି । ତେବେ ନଜର ପକାନ୍ତୁ କାହାକୁ ମିଳିଛି ସ୍ଥାନ । …

ଟି-୨୦ ବିଶ୍ୱକପ ଲାଗି ଘୋଷଣା ହେଲାଭାରତୀୟ ଦଳ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଲାଗି ଘୋଷଣା ହେଲାଭାରତୀୟ ଦଳ । ଦଳରେ ବହୁ ଯୁବ ଓ ଅଭିଜ୍ଞ ଖେଳାଳୀଙ୍କୁ ସ୍ଥାନ ଦିଆଯାଇଛି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଚୟନ ସମିତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଦଳର ମାର୍ଗଦର୍ଶକ (ମେଣ୍ଟର) ଭାବେ ନିଯୁକ୍ତ କରିଛି।…

ଧୋନୀଙ୍କୁ ଗୁରୁ ଦାୟିତ୍ୱ ଦେଲା ବିସିସିଆଇ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ରସିଂ ଧୋନୀଙ୍କୁ ଗୁରୁ ଦାୟିତ୍ୱ ଦେଇଛି ବିସିସିଆଇ । ଟି-୨୦ ବିଶ୍ୱକପ ଲାଗି ଘୋଷଣା ହୋଇଛି ଭାରତୀୟ ଦଳ । ବିଶ୍ୱକପ ଜିତିବା ଲାଗି ଭାରତ ଫୁଲ୍ ଦମରେ ରହିଛି । ଏଣୁ ଧୋନୀଙ୍କୁ ସ-୨୦ ବିଶ୍ୱକପ ଲାଗି ମେଣ୍ଟରଭାବେ ଘୋଷଣା କରିଛି । ଧୋନୀଙ୍କ…

ଟି-୨୦ ବିଶ୍ୱକପ ଲାଗି ୧୫ ଜଣିଆଁ ଟିମ୍ ବାଛିଲେ ଗାଭାସ୍କର, ଜାଣନ୍ତୁ କାହାକୁ ଦେଲେ ସ୍ଥାନ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଯେତିକି ପାଖଉଛି କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ୁଛି । ତେବେ ପ୍ରାୟ ସବୁଦେଶ ନିଜର ବିଶ୍ୱକପ ସ୍କ୍ୱାର୍ଡ ଘୋଷଣା କରିସାରିଲେଣି । ତେବେ ଭାରତ ଏଯାବତ ଦଳ ଘୋଷଣା କରିନାହିଁ । ଏବେ ଭାରତୀୟ ଦଳରେ ବହୁ ଷ୍ଟାର ଖେଳାଳୀ ରହିଛନ୍ତି । ସମସ୍ତେ ଫର୍ମରେ…

ପାକିସ୍ଥାନ କୋଚ ପଦବୀରୁ ଇସ୍ତଫା ଦେଲେ ମିଶବ ଉଲ୍ଲ ହକ ଓ ୟୁନିସ

ପାକିସ୍ତାନ କ୍ରିକେଟ୍‌ ବୋର୍ଡକୁ ଲାଗିଲା ବଡ଼ ଝଟକା। ଟି-୨୦ ବିଶ୍ବକପ୍‌ ପାଇଁ ଦଳ ଘୋଷଣାର କିଛି ସମୟ ପରେ ପାକିସ୍ତାନ କ୍ରିକେଟ୍‌ ଟିମର ହେଡ୍‌ କୋଚ୍‌ ଓ ବୋଲିଂ କୋଚ୍‌ ପଦବଦୀରୁ ଇସ୍ତଫା ଦେଇଛନ୍ତି ମିସବା ଉଲ ହକ୍‌ ଓ ଓ୍ବାକର ୟୁନିସ୍। ପାକିସ୍ତାନର ଏହି ଦୁଇ ଷ୍ଟାର ଖେଳାଳି ୨୦୧୯…

ବିଜୟ ବାଟରେ ବିରାଟ ବାହିନୀ

ଓଭାଲ: ବିଜୟ ପଥରେ ଭାରତ । ଚତୁର୍ଥ ଟେଷ୍ଟ ବିଜୟ ପଥରେ ରହିଛି ବିରାଟ ବାହିନୀ । ଶେଷ ଦିନରେ ଘରୋଇ ଇଂଲଣ୍ଡକୁ ୨୯୧ ରନର ବିଜୟ ଲକ୍ଷ୍ୟ ରହିଥିଲା । ତେବେ ପ୍ରତମରୁ ଭଲ ବ୍ୟାଟିଂ ଜାରି ରଖିଥିଲେ ଓପନର ବ୍ୟାଟ୍ସମ୍ୟାନ । ୧୦୦ ରନର ପାଟନରସିପ କରିଥିଲେ । ତେବେ ପରେ ଭାରତର ଦୃଢ଼ ବୋଲିଂ ଆଗରେ…

ଆଇପିଏଲ ନିଲାମୀ ତାଲିକାରେ କଟକ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ଲାଗି ଖୁସ ଖବର । ଆଇପିଏଲ ଫ୍ରାଞ୍ଚାଇଚ ନିଲାମୀ ସାମିଲ ହେବ କଟକ । ଯାହାକି ଆଇପିଏଲ ଇତିହାସରେ ପ୍ରଥମ । ବ୍ୟବସାୟ ଦୃଷ୍ଟିରୁ ଆଇପିଏଲରେ ଆଉ ୨ଟି ଟିମ୍ ବଢ଼ାଯିବ । ତେବେ ଏହି ତାଲିକାରେ ୬ଟି ସହର ରହିଛି । ଯେଉଁଥିରେ ରହିଛି କଟକ ସହରର ନାମ । ତେବେ ଏହି ୬ ସହର…