Sign in
Sign in
Recover your password.
A password will be e-mailed to you.
Browsing Tag
crime news odisha
ଖୋର୍ଦ୍ଧାରୁ ଧରାପଡିଲା କୋଟିଏ ଟଙ୍କାର ଧଳାଜହର
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଧରାପଡିଲା କୋଟିଏ ଟଙ୍କାର ଧଳା ଜହର । ପ୍ରାୟ ୧ କୋଟି ଟଙ୍କାର ବ୍ରାଉନ୍ସୁଗାର ଜବତ କରିଛି ଏସ୍ଟିଏଫ୍ ଟିମ୍ । ବ୍ରାଉନ୍ସୁଗାର କାରବାର ଅଭିଯୋଗରେ ଏସ୍ଟିଏଫ୍ ୪ଜଣଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ୍ସୁଗାର!-->!-->!-->…
ରେକର୍ଡ଼ ଭାଙ୍ଗିଲା କରୋନା: ଦିନକରେ ୬୬୪୭ ପଜିଟିଭ୍
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬୪୭ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୧୩୪୧ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭୯୨ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୩୮୫୫ ଜଣ କ୍ବାରେଣ୍ଟାଇନ୍ରେ!-->…
ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଶୀର୍ଷରେ ରହିପାରେ ସଂକ୍ରମଣ
ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରାମିତଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢ଼ୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି ବିଭିନ୍ନ ସଂସ୍ଥାର ସମୀକ୍ଷା ପରେ!-->…
ହାଇଦର ଫେରାର୍ ପଛରେ କିଏ ଅସଲ ଆସାମୀ?
*ଅଡୁଆ ସୂତାର ଖିଅ ଖୋଜିବାରେ ବ୍ୟସ୍ତ ପୋଲିସ |
*ଅନ୍ୟପଟେ ପରିବାର ଉପରେ ଉଠିଲା ଆଙ୍ଗୁଳି |
ହାଇଦରର ମୁଖ୍ୟ ସହଯୋଗୀ ୟାକୁବ୍ ଖାଁର ଆତ୍ମସମର୍ପଣ
ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ମାମଲାରେ ପୋଲିସ ତନାଘନା ଚଳାଇଥିବା ବେଳେ ହାଇଦରର ମୁଖ୍ୟ ସହଯୋଗୀ କୁହାଯାଉଥିବା ୟାକୁବ୍ ଖାଁ କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି । ସେ କଟକ ବଡମେଡିକାଲରେ ହାଇଦରକୁ ବାରମ୍ବାର ଭେଟି ବିରିୟାନୀ ଖାଇବାକୁ ଦେଇଥିବା କଥା ମାନିଥିବା ବେଳେ!-->…
ରାଜ୍ୟରେ ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
* ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୧୭ ପଜିଟିଭ୍ ଚିହ୍ନଟ ।
5Tରେ ଆକର୍ଷଣୀୟ ହେବ ସ୍କୁଲ ଭିତ୍ତିଭୂମି ପରିବେଶ
*ସାମୂହିକ ସହଭାଗିତାରେ ସ୍କୁଲର ବିକାଶ ସମ୍ଭବ: 5T ସଚିବ
*କାର୍ଯ୍ୟ ଏଭଳି କରନ୍ତୁ, ଯାହା ଫଳରେ ଆପଣଙ୍କ ପରପିଢ଼ି ମଧ୍ୟ ଆପଣଙ୍କୁ ମନେ ରଖିବ |