Odia News Portal
Browsing Tag

crime news

ଆଜିଠୁ ୧୦ ଜିଲ୍ଲାରେ ଜାରି ହେବ ରାତ୍ରୀକାଳୀନ କର୍ଫ୍ୟୁ

ଭୁବନେଶ୍ବର: ଓଡ଼ିଶାରେ କରୋନା ସଂକ୍ରମଣ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଥିବାରୁ ରାଜ୍ୟକୁ ପୁନର୍ବାର ନାଇଟକର୍ଫ୍ୟୁ ଫେରିଛି । ଆଜିଠୁ ୧୦ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ହେବା । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ। ସଂକ୍ରମଣକୁ ଦୃଷ୍ଟିରେ ରଖି ୧୦ଟି…

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ କରୋନା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ କରୋନା ସଂକ୍ରମିତ ।ଆଜି ଖିଲାଡି କୁମାର କରୋନା ପିଜଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ଖିଲାଡି କୁମାର ଅକ୍ଷୟ କୁମାର । କରୋନା ପଜିଟିଭ ଚିହ୍ନଟ ହେବା ପରେ ନିଜକୁ ସଙ୍ଗରୋଧରେ ରଖିଛନ୍ତି ।ଅକ୍ଷୟ ଡାକ୍ତରଙ୍କ…

ପବିତ୍ର ଉତ୍କଳ ଦିବସରେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା

ଭୁବନେଶ୍ବର: ଆଜି ପବିତ୍ର ଉତ୍କଳ ଦିବସ । ଓଡିଶା ପାଇଁ ଆଜିର ଦିନ ବେଶ୍ ଅବିସ୍ମରଣୀୟ ।ଆଜିର ଦିନରେ ଭାଷା ଭିତ୍ତିରେ ଆମ ଓଡ଼ିଶାକୁ ମିଳିଥିଲା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା । ଏପ୍ରିଲ ୧, ୧୯୩୬ ମସିହାରେ ଅସ୍ତିତ୍ବ ପାଇଥିବା ଓଡିଶାର ଏହି ପବିତ୍ର ଦିବସକୁ ମନେ ପକାଇଛନ୍ତି ସମ୍ପୂର୍ଣ୍ଣ…

ଆଜିଠାରୁ ୪୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣ

ଭୁବନେଶ୍ବର: ଆଜିଠୁ ୪୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ କରାଯିବ ଟିକାକରଣ । ତେବେ କୋଭିଡ ସଂକ୍ରମଣ ବଢୁଥିବାରୁ ଅଧିକ ସଂକ୍ରମଣ ହେଉଥିବା ଜିଲ୍ଲାରେ ଟିକାକରଣକୁ ପ୍ରାଥମିକତା ଦିଆଯିବ । ବଲାଙ୍ଗିର, ଅନୁଗୁଳ, କେନ୍ଦୁଝର, ବରଗଡ, ନବରଙ୍ଗପୁର, ମୟୁରଭଞ୍ଜ,ନୂଆପଡା, ସୁନ୍ଦରଗଡ, କଳାହାଣ୍ଡିରେ…

ଜାଣନ୍ତୁ କାହିଁକି ସମସ୍ତ ଶୁଭ କାର୍ଯ୍ୟରେ ହୁଏ ଗେଣ୍ଡୁ ଫୁଲର ବ୍ୟବହାର ?

ଭୁବନେଶ୍ବର: ବିଶେଷ କରି ମନ୍ଦିର ହେଉ ଅଥବା ଘରେ କୌଣସି ପୂଜା ଆୟୋଜନ ଗେଣ୍ଡୁ ଫୁଲର ବ୍ୟବହାର କରାଯାଇଥାଏ।ତେବେ କେବଳ ଗେଣ୍ଡୁ ଫୁଲ ନୁହଁ ଗୋଲାପ, ମନ୍ଦିର, ଟଗର ଓ ଅନ୍ୟାନ୍ୟ ଫୁଲ ମଧ୍ୟ ବ୍ୟବହୃତ ହୁଏ। ତେବେ ସବୁ ପୂଜାରେ ଗେଣ୍ଡୁ ଫୁଲ କାହିଁକି ବ୍ୟବହାର କରଯାଏ ଆପଣ ସେ ବିଷୟରେ ଜାଣିଛନ୍ତି…