ରାଜଧାନୀରୁ ବ୍ରାଉନସୁଗାର ଜବତ
ଭୁବନେଶ୍ୱର: ରାଜଧାନୀରେ ବଢ଼ୁଛି ନିଶା କାରବାର । କମିଶନରେଟ୍ ପୋଲିସ ଅଧିନରେ ନିଶା କାରବାର ଚାଲିଥିଲେ ସୁଦ୍ଧା ପୋଲିସ ଚୁପ ରହୁଥିବା ଅଭିଯୋଗ ହେଉଛି । ଭୁବନେଶ୍ୱରରେ ଦିନକୁ ଦିନ ଚୋରି, ଡକାୟତି ଓ ନିଶାଦ୍ରବ୍ୟ ଚୋରାଚାଲାଣ ବଢ଼ିବାରେ ଲାଗିଛି । କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିଛି!-->…