ବଲାଙ୍ଗୀରରେ ବନ୍ଧକ ରଖିଛି ବନ୍ଧୁକଧାରୀ
ବଲାଙ୍ଗୀର: ରଜ ସଂକ୍ରାନ୍ତିରେ ବଲାଙ୍ଗୀରରୁ ଆସିଲା ଏକ ଅଭାବନୀୟ ଦୃଶ୍ୟ । ଜଣେ ବନ୍ଧୁକଧାରୀ ଯୁବକର ଉନ୍ମୁକ କାଣ୍ଡ । ଶାନ୍ତିପଡ଼ାରେ ରହୁଥିବା ଭଡ଼ା ଦେଖାଇଛନ୍ତି ଉନ୍ମୁକ୍ତ କାଣ୍ଡ । ଶାନ୍ତିପଡ଼ାରେ ଜଣେ ବ୍ୟବକ୍ତିଙ୍କ ଘରେ ପଶି ଆତଙ୍କ ଖେଳାଇଛି ଯୁବକ । ଯୁବକକୁ କାବୁ କରିବାକୁ ପୋଲିସର ଉଦ୍ୟମ!-->…