Odia News Portal
Browsing Tag

crime

ଦୂବରୁ ଦ୍ରୁମ ହେଲେ କେମିତି? କେବିଏନ୍‍ ଗୋଷ୍ଠିକୁ ଧରିବାକୁ ପୁଲିସ୍‍ ରାତି ଅନିଦ୍ରା

ଭୁବନେଶ୍ୱର : ତଥାକଥିତ ଗ୍ୟାଙ୍ଗଷ୍ଟାରଙ୍କ ମିଳିତ ମଞ୍ଚ କେବିଏନ୍‍ ଗ୍ରୁପ୍‍ ଏବେ କମିଶନରେଟ ପୁଲିସ୍‍ର ନିଦ ହଜାଇ ଦେଇଥିବାବେଳେ ଏମାନେ କିଭଳି ଦୂବ ରୁ ଦ୍ରୁମ ପାଲଟିଲେ ଓ କମିଶନରେଟ ପୁଲିସ୍‍ର ଦକ୍ଷ ବାବୁମାନେ ଏହାର ଟେର ପାଇଲେ ନାହିଁ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଅନେକ ଏହାକୁ…

ନିଶା ବେପାରୀଙ୍କ ଅକଲଗୁଡ଼ୁମ

ଭୁବନେଶ୍ୱର: ନିଶା ସାମଗ୍ରୀର ବେଆଇନ୍‍ କାରବାରର କୁପ୍ରଭାବ ଉଭୟ ଯୁବଗୋଷ୍ଠି ଓ ସମାଜ ଉପରେ ପଡୁଥିବାବେଳେ ଏହାର ମୂଳୋତ୍ପାଟନ ଲାଗି ରାଜ୍ୟ ଅବକାରୀ ବିଭାଗ ନିର୍ଦ୍ଦେଶ ଦେଇଛି । ତଦନୁଯାୟୀ ଗୁଇନ୍ଦା ସୂଚନା ଆଧାରରେ ଅବକାରୀ ସ୍କ୍ୱାଡ୍‍ର ଧରପଗଡ ଏବେ କାମ ଦେଉଛି । କ୍ଷେତ୍ର ସ୍ତରୀୟ…

ପୁଲିସ୍‍କୁ ଚକ୍‍ମା ଦେଉଛନ୍ତି ରାଜଧାନୀ ଛୋଟ ଚୋର

ଭୁବନେଶ୍ୱର : ରାଜଧାନୀ ପୁଲିସ୍‍କୁ ଏବେ ଛୋଟ ଚୋରମାନେ ଚକ୍‍ମା ଦେଉଛନ୍ତି । ବଡ ବଡ ଚୋରଙ୍କୁ ଧରି ପୁଲିସ୍‍ ଜେଲ୍‍ ପଠାଉଥିବାବେଳେ ସେମାନଙ୍କ ଚେଲାମାନେ ଏବେ ପୁଲିସ୍‍କୁ ନାକେଦମ କରୁଛନ୍ତି । ଏମାନଙ୍କ ଉପରେ ଦୟାକରି ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ନେଉନଥିବାବେଳେ ଛୋଟ ବଡ ଚୋରି ଠାରୁ ଆରମ୍ଭ…

ଲୁଟ୍ କରିବାକୁ ଆସି ଛେଚା ଖାଇଲେ

ଭୁବନେଶ୍ୱର:ୠାଇ ଗୋରୁ ଭଳି ମାଡ଼ । ଲୁଟ କରିବାକୁ ଆସିଥିବା ଦୁର୍ବୁତ୍ତଙ୍କୁ ଧରି କୁଟିଲେ ଲୋକେ । ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏଭଳି ଘଟଣା । ଫେଲ୍ ହେଲା ଲୁଟ୍ କରି ଫେରାର୍ ପ୍ଲାନ୍ । ଲୁଟେରାକୁ ନିସ୍ତୁକ ଛେଚି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦନଗର…

ମମିତା ମେହେର ହତ୍ୟା ମାମଲାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର : ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାରେ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ବିବେକ ଅଗ୍ରୱାଲ ନାମକ ବ୍ୟକ୍ତିଙ୍କ ୧୬୧ ବୟାନରୁ ମଳିଲା ତଥ୍ୟ । ମମିତାଙ୍କ ଶବ ପୋଡ଼ିବାକୁ ବ୍ୟବହୃତ ଟାୟାର ଦେଇଥିଲେ ବିବେକ । ମମିତାଙ୍କୁ ହତ୍ୟା ପରେ ବିବେକଙ୍କୁ ଫୋନ୍ କରିଥିଲା ଗୋବିନ୍ଦ । ଗତ ୮…

ପୂର୍ବତନ ସରପଞ୍ଚଙ୍କୁ ମାରିଦେଲେ

ବ୍ରହ୍ମପୁର: ସହର ଉପକଣ୍ଠ ବନ୍ଥପଲ୍ଲୀର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ହତ୍ୟା କରାଯାଇଛି । ଆଜି ସକାଳେ ତାଙ୍କୁ ବଡବଜାର ଥାନା ଅନ୍ତର୍ଗତ ସୁକୁଣ୍ଡା ଛକରେ ହତ୍ୟା କରାଯାଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଖବର ଦେଲା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।…

ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ବରଗଡ: ବରଗଡ ଜିଲ୍ଲା ଘେଁସ ରେଞ୍ଜ୍‌ରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିଲା ବେଳେ କ୍ରାଇମବ୍ରାଂଚ୍ ଏସଟିଏଫ ଓ ବନବିଭାଗର ମିଳିତ ଚଢାଉ ହୋଇଥିଲା । ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି ।

ରାଜଧାନୀ ଡବଲ ମର୍ଡର ଘଟଣା, ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର: କଳିଙ୍ଗନଗର ଡବଲ ମର୍ଡର ଗୁମର ଯେତେ ଖୋଲୁଛି, ସଇତାନ ସ୍ୱାମୀ ଅବନ୍ତି ବିଜୟା ମଙ୍ଗାରଜଙ୍କ କାରନାମା ସେତେ ସେତେ ପଦାକୁ ଆସିବାରେ ଲାଗିଛି । ହତ୍ୟା ପଛର ସତ କହିଛନ୍ତି ଅବନ୍ତିଙ୍କ ଶଳା ସୁମନ୍ତ ପ୍ରଧାନ । ହତ୍ୟା ପଛର କାରଣ ସେୟାର ବଜାର କାରବାରରେ କ୍ଷତି ବୋଲି କହିଛନ୍ତି…

ମାଆ ଓ ଝିଅଙ୍କୁ ଛୁରାମାଡ ଘଟଣା, ଅଭିଯୁକ୍ତ ଅଟକ

ଭୁବନେଶ୍ୱର: ଭୁବନେଶ୍ୱର ଶୈଳଶ୍ରୀବିହାର ଅଞ୍ଚଳରେ ମାଆ ଓ ଝିଅଙ୍କୁ ଛୁରାମାଡ ଘଟଣାରେ ଅଭିଯୁକ୍ତ ରୂପେଶ ପଣ୍ଡା ଅଟକ। ରୂପେଶଙ୍କୁ ଅଟକ ରଖି ପଚରାଉଚରା କରୁଛି କମିଶନରେଟ୍‌ ପୋଲିସ । ହସ୍‌ପିଟାଲରୁ ଡିସଚାର୍ଜ ପରେ ରୂପେଶଙ୍କୁ ଅଟକ ରଖାଯାଇଛି। ଗତକାଲି ଦୁଇ ପରିବାର ସଦସ୍ୟଙ୍କ ବୟାନ୍‌ ରେକର୍ଡ…

ବିସ୍ଫୋରଣକାରୀଙ୍କୁ ଫାଶୀ ଦଣ୍ଡାଦେଶ

ପାଟନା: ବିହାର ପାଟନାର ଗାନ୍ଧୀ ମଇଦାନରେ ଆଠ ବର୍ଷ ପୂର୍ବେ ହୋଇଥିବା ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୯ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ଜ୍ଝ ସୋମବାର ଏନଆଇଏ କୋର୍ଟ ହାୟଦର ଅଲି, ନୋମାନ ଅନସାରୀ, ମୁଜିବୁଲ୍ଲା ଅନସାରୀ, ଇମତିଆଜ…