Odia News Portal
Browsing Tag

crime

ସାଇବର ଠକେଇ ପଛରେ ବିଦେଶ ଲିଙ୍କ୍

ଭୁବନେଶ୍ୱର: ଓକାକ ସିଓଓଙ୍କ ଫୋନ ହ୍ୟାକ ଓ ସାଇବର ଠକେଇ ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ସାଇବର ଠକେଇ ପଛରେ ରହିଛି ବିଦେଶ ଲିଙ୍କ। ସେପଟେ ସାଇବର ଠକର ରହିଛି ଏକାଧିକ ଆକାଉଣ୍ଟ। ୟୁପିଆଇ ଟ୍ରାଞ୍ଜାକସନ ଏବଂ ନେଟ ବ୍ୟାକିଂ ଦ୍ୱାରା ଠକେଇ ହୋଇଛି। ନାଇଜେରିଆ ଲିଙ୍କ ସନ୍ଦେହ…

ସେୟାର ମାର୍କେଟରେ ଲାଗିଛି ପ୍ରତାପଙ୍କ ଟଙ୍କା

ଭୁବନେଶ୍ବର: ଯେତେ ଖୋଜିଲେ ସେତେ ସମ୍ପତ୍ତି ମିଳୁଛି। OPHWCର ନିଲମ୍ବିତ ଡେପୁଟୀ ମ୍ୟାନେଜର ପ୍ରତାପ ସାମଲଙ୍କ କଳାଧନ ପେଡ଼ି ଖୋଲୁଛି ଭିଜିଲାନ୍‌ସ । ସେୟାର ଓ ଡିବେଞ୍ଚରରେ ସେ ପ୍ରାୟ ୧ କୋଟି ୭ ଲକ୍ଷ ୩୭ ହଜାର ୮୩୧ ଟଙ୍କାର ନିବେଶ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ଭିଜିଲାନ୍‌ସ ତାଙ୍କର…

ରାଜନଗର ବନବିଭାଗକୁ ବଡ ସଫଳତା

ଆଜି ରାଜନଗର ବ୍ଲକ ଗୋପାଳପୁର ବଜାରରେ ବନବିଭାଗର ଏକ ଟିମ ଅତର୍କିତ ଭାବେ ଏକ ଚିଙ୍ଗୁଡ଼ି ଅର୍ତ୍ତ ଉପରେ ଚଢ଼ାଉକରି ଦୁଇଟି ସାଂକୁଚ ଜବତ କରିଛି । ଏହି ଦୁଇଟି ସାଂକୁଚର ମୂଲ୍ୟ ରାଜ୍ୟ ବାହାରେ ତଥା ଅନ୍ତର୍ଜାତିକ ସ୍ତରରେ ଅଧିକ ହୋଇଥିବାରୁ ମାଛ ମାଫିଆମାନେ ମାଛ ଧରିବା ବାହାନାରେ ବେଆଇନ…

ବାପାକୁ ମାରିଦେଲା ପୁଅ

ବଲାଙ୍ଗୀର: ପୁଅଟିଏ ଜନ୍ମ ଦେବା ଲାଗି ବାପା ମା କେତେ ଓଷା ଉପବାସ କରିଥାନ୍ତି । ହେଲେ ନିଜ ଜନ୍ମକଲା ପୁଅ ଶେଷରେ ନେଇଛି ବାପାର ଜୀବନ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ବେଳପଡା ଥାନା ଅନ୍ତର୍ଗତ ଘାଗୁର୍ଲି ଗାଁରେ ଅଘଟଣ ।ସୈତାନ ପୁଅର କୋଦାଳ ଚୋଟରେ ଜୀବନ ହାରିଲା ବାପା । ଅଭିଯୁକ୍ତ…

ସାଇବର ଠକାମୀର ଶୀକାର ହେଲେ ଓକାକ୍ ମୁଖ୍ୟ

ଭୁବନେଶ୍ୱର: ଓକାକ୍ ର ସିଇଓ ମନୋଜ ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ ହୋଇଛି । କେବଳ ହ୍ୟାକ୍ ହୋଇନାହିଁ ୭ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ମଧ୍ୟ ହୋଇଛି । ଗତକାଲି ଅଜଣା ନମ୍ବରରୁ କଲ୍ ଆସିବା ପରେ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି । ପ୍ରଥମେ ଫୋନ୍ ହ୍ୟାକ୍ ଏବଂ ପରେ ଦୁବୃର୍ତ୍ତ…

ଆମ୍ବୁଲାନ୍ସ ଗଞ୍ଜେଇ ଚୋରା ଚାଲାଣ

ଭଦ୍ରକ: ମାତିଛନ୍ତି ଗଞ୍ଜେଇ ମାଫିଆ । ଚୋରାଚାଲାଣ ବେଳେ ମାଡିବସିଲା ପୋଲ୍‌ିସ । ଚୋରାରେ ବେଆଇନ ସାମଗ୍ରୀ ଚାଲାଣ ପାଇଁ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଛି ଭଦ୍ରକ ପୋଲିସ ।  ସୂଚନା ଅନୁସାରେ, ଆମ୍ବୁଲାନ୍ସ ଭିତରେ ୫୦ କେଜିରୁ…

ପ୍ରତାପଙ୍କ ଓଲିଉଡ ଲିଙ୍କ୍

ଭୁବନେଶ୍ୱର: କୁବେର ଅଫିସର ପ୍ରତାପ ସାମଲଙ୍କ ରହିଛି ଓଲିଉଡ଼ ଲିଙ୍କ୍ । ଦୁଇଟି ଓଡ଼ିଆ ଫିଲ୍ମରେ ଟଙ୍କା ଖର୍ଚ୍ଚ କରିଛନ୍ତି ବାବୁ ପ୍ରତାପ । ସ୍ତ୍ରୀ ସସ୍ମିତା ସାମଲ ପ୍ରଯୋଜନା ଭାର ସମ୍ଭାଳିଛନ୍ତି । ବାଜି ଏବଂ ନାରୀ ଆଖିରେ ନିଅାଁ ଫିଲ୍ମରେ ପ୍ରଯୋଜକ ସାଜିଛନ୍ତି । ଆୟବର୍ହିଭୂତ ସଂପତ୍ତି ଠୁଳ…

ବିରାଟ-ଅନୁଷ୍କାଙ୍କ ଝିଅକୁ ଧମକ ଦେଇଥିବା ବ୍ୟକ୍ତି ହାଇଦ୍ରାବାଦରୁ ଗିରଫ

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମ୍‌ର ମହାନ ଖେଳାଳି ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଝିଅକୁ ଧମକ ଦେଇଥିବା ବ୍ୟକ୍ତି ମୁମ୍ବାଇ ପୋଲିସ ହାତରେ ଧରା ପଡ଼ିଛି। ମୁମ୍ବାଇ ପୋଲିସର ସାଇବର ସେଲ୍‌ ତାଙ୍କୁ ହ୍ରାଇଦାବାଦରୁ ଗିରଫ କରିଛି। ଏବେ ପୋଲିସ ଟିମ୍‌ ଅଭିଯୁକ୍ତଙ୍କୁ ଧରି…

ବନ୍ଧାହେଲେ ପ୍ରତାପ ସାମଲ

ଭୁବନେଶ୍ୱର: ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର କୁବେର ଅଫିସର ତଥା ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଗିରଫ । ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛି । ତାଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍‌ ବି ତାଯୁବ ହୋଇଯାଇଛନ୍ତି । ରେଡ୍‌ ବେଳେ ଜବତ ହୋଇଛି ୧୪ କୋଟି ୮୪ ଲକ୍ଷ…

ଜାଣନ୍ତୁ ପ୍ରତାପଙ୍କ ସମ୍ପତ୍ତି କେତେ ?

ଭୁବନେଶ୍ୱର: ଓଡିଶା ପୋଲିସ ଗୃହନିର୍ମାଣ ନିଗମର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଦିଆଯାଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପ୍ରତାପଙ୍କ ଘରେ ଭିିଜିଲାନ୍ସ ଚଢାଉ ହୋଇଥିଲା । ୧୧ଟି ଜାଗାରେ ଚଢାଉ କରିଥିଲା ଭିଜିଲାନ୍ସ । ଦୀର୍ଘ ୨୨ ଘଣ୍ଟାର ଚଢାଉ…