Odia News Portal
Browsing Tag

Cuttack Municipal Corporation (CMC)

କଟକରେ କରୋନା ଆତଙ୍କ: ଦୁଇ ଦିନରେ୨୫ ସଂକ୍ରମିତ ଚିହ୍ନଟ

କଟକ: କଟକ ଘରୋଇ ବିଜ୍ଞାନ ମହାବିଦ୍ୟାଳୟରେ ଚିହ୍ନଟ ହେଲେ ଆଉ ୧୩ ପଜିଟିଭ ।ଏବେ ପର୍ଯ୍ୟନ୍ତ ୭୨ ଜଣଙ୍କ ସ୍ବାବ ନମୁନା ଟେଷ୍ଟ କରାଯାଇଥିବା ବେଳେ, ୧୩ ଜଣଙ୍କ ନମୁନା ପଜିଟିଭ ଆସିଛି । ପୂର୍ବରୁ କଲେଜର ୧୨ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ । …

ଗାନ୍ଧୀଙ୍କ ସ୍ମୃତିରେ ୨୮ଲକ୍ଷର ପାର୍କ ନିର୍ମାଣ

କଟକ: ମହାତ୍ମା ଗାନ୍ଧୀଙ୍କ ଶତବର୍ଷ ପୂର୍ତ୍ତିକୁ ନେଇ କଟକ ସହରରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ୧୯୨୧ ମାର୍ଚ୍ଚ ୨୩ ତାରିଖରେ ମହାତ୍ମା ଗାନ୍ଧୀ କଟକ ଆସି ପୁରୀଘାଟରେ ବିଶାଳ ସମାବେଶରେ ଉଦବୋଧନ ଦେଇଥିଲେ । ଗାନ୍ଧିଜୀଙ୍କ ସଭାକୁ ଶହେ ବର୍ଷ ପୁରୁଛି । ଏହାକୁ ସ୍ମରଣୀୟ କରିବାକୁ କଟକରେ…

ସିଲଭର ସିଟିରେ ପୁଣି ନକଲି ….

କଟକ: ସିଲଭର ସିଟି କଟକରେ ପୁଣି ନକଲି ଘିଅ କାରଖାନା ଠାବ । ମର୍କତନଗର ସେକ୍ଟର-୯ରେ ଚାଲିଥିଲା ବିନାୟକ ଘିଅ କାରଖାନା । ସେଠାରୁ ବିପୁଳ ପରିମାଣର ଅପମିଶ୍ରିତ ଘିଅ ଜବତ କରାଯାଇଛି । ଘିଅ ବୋଝେଇ ଅଟୋ ଜବତ ହୋଇଥିବା ବେଳେ ଅଟୋ ଚାଳକ ଗିରଫ ହୋଇଥିବା ସୂଚନା ମିଳିଛି । ବିନା ଲାଇସେନ୍ସରେ…

ଚାଇନିଜ୍ ମାଞ୍ଜା ଓ କାଚ ଲଗା ସୂତା ବ୍ୟାନ୍

କଟକ: ଆସନ୍ତାକାଲି ମକର ସଂକ୍ରାନ୍ତି । ତେବେ ମକର ସଂକ୍ରାନ୍ତି ପୂର୍ବରୁ ଆକ୍ସନ ମୁଡ଼କୁ ଆସିଛି କଟକ ମ୍ୟୁନିସିପାଲ୍ କର୍ପୋରେସନ୍ | ମକର ସଂକ୍ରାନ୍ତିକୁ ଆଖିରେ ରଖି ସିଏମସି ବଡ଼ ନିଷ୍ପତ୍ତି ନେଇଛି। ଗୁଡ଼ି ଉଡ଼ାରେ ବ୍ୟବହୃତ ଚାଇନିଜ୍ ମାଞ୍ଜା ଉପରେ ବ୍ୟାନ୍ ଲଗାଇଛି ସିଏମସି । ଏହାଛଡ଼ା କାଚ…

ସିଲଭର ସିଟିରୁ ଜବତ ୪୦ କ୍ୱିଣ୍ଟାଲ ନକଲି ଚା’ ପତି

କଟକ : ନକଲି ସାମଗ୍ରୀର ହବ୍ ପାଲଟୁଛି କଟକ ସହର । କଟକ ସଦର ମୁକାମେଶ୍ୱର ଅଞ୍ଚଳରୁ ବିପୁଳ ପରିମାଣର ନକଲି ଚା ପତି ଜବତ ହୋଇଛି । ଆଜି କଟକ ସଦର ପୁଲିସ କୌଣସି ସୁତ୍ରରୁ ଖବର ପାଇଁ ଚଢାଉ କରି ଏହି ସବୁ ନକଲି ସାମଗ୍ରୀ ଜବତ କରିଛି । ଉକ୍ତ କମ୍ପାନିରେ ଚଢ଼ାଉ କରିଥିବା ବେ‌ଳେ ପ୍ରାୟ ୪୦…