Odia News Portal
Browsing Tag

dillip kumar

ଦିଲ୍ଲୀପ କୁମାରଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ ଧମେନ୍ଦ୍ର

ମୁମ୍ବାଇ: ନିକଟରେ ବଲିଉଡର ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାରଙ୍କ ପରଲୋକ ହୋଇଛି । ତାଙ୍କ ପ୍ରଂଶସକ ଏବଂ ବଲିଉଡର ବହୁ କଳାକାରମାନେ ତାଙ୍କୁ ମନେ ପକାଇ ଶୋକ ବ୍ୟକ୍ତ କରିଛନ୍ତି । ସେପଟେ ଏଭଳି ସ୍ଥଳେ ଦିଲ୍ଲୀପଙ୍କ ସ୍ମୃତିକୁ ମନେ ପକାଇ ଭାବ ବିହ୍ୱଳ ହୋଇଛନ୍ତି ଧମେନ୍ଦ୍ର । ସେ ନିଜର ସୋସିଆଲ…

ପାକିସ୍ତାନରେ ଦିଲ୍ଲୀପ କୁମାରଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳୀ

ଲାହୋର: ପ୍ରସିଦ୍ଧ ଅଭିନେତା ଦିଲୀପ କୁମାର ଦୀର୍ଘ ଦିନ ହେବ ରୋଗରେ ପୀଡ଼ିତ ଥିବା ବେଳେ ବୁଧବାର ସକାଳେ ତାଙ୍କର ପରଲୋକ ଘଟିଛି। ସନ୍ଧ୍ୟାରେ ରାଜକୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ହିନ୍ଦୀ ସିନେମା ଜଗତର ଟ୍ରାଜେଡ଼ି କିଙ୍ଗ୍ ଭାବେ ପରିଚିତ ଦିଲୀପ କୁମାରଙ୍କ ବିୟୋଗରେ ବଲିଉଡ଼…

ଦିଲ୍ଲୀପ କୁମାରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବର୍ଷିୟାନ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ ହୋଇଛି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନ୍ଖକ୍ସ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି ନବୀନ । ସେପଟେ ଦିଲ୍ଲୀପ କୁମାରଙ୍କ ବିୟୋଗରେ ବହୁ ବରିଷ୍ଠ ବ୍ୟକ୍ତମାନେ ମଧ୍ୟ ଶୋକ ପ୍ରକାଶ…

ପରଲୋକରେ ବଲିଉଡର ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର

ମୁମ୍ବାଇ: ବଲିଉଡର ‘ଟ୍ରାଜେଡି କିଙ୍ଗ’ ଭାବେ ପରିଚିତ ବର୍ଷିଆନ ଅଭିନେତା ଦିଲୀପ କୁମାରଙ୍କର ବୁଧବାର ସକାଳେ ପରଲୋକ ଘଟିଛି । ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ମୁମ୍ବଇର ହିନ୍ଦୁଜା ହାସପାତାଳରେ ଜୁନ ୩୦ରେ ଭର୍ତ୍ତି…

ପୁଣି ମେଡିକାଲରେ ଭର୍ତ୍ତିହେଲେ ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାର

ମୁମ୍ବାଇ: ବଲିଉଡର ଏଭରଗ୍ରୀନ ହିରୋ ବା ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ ହୋଇଛନ୍ତି । ତାଙ୍କୁ ପୁଣିଥରେ ମେଡିକାଲରେ ଭର୍ତ୍ତି କରାଯାଇଛି । ନିଶ୍ୱାସ ନେବାରେ ଅସୁବିଧା ହେବାରୁ ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ‘ଟ୍ରାଜେଡ଼ି କିଙ୍ଗ୍’ ଭାବେ ପରିଚିତ ଏହ…

ସ୍ଥିର ରହିଛି ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା

ମୁମ୍ବାଇ: ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ସେ ଖୁବଶୀଘ୍ର ଡିସଚାର୍ଜ ହେବେ ବୋଲି ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ ସାଏରାବାନୁ । ସେ ନିଜର ସୋସିଆଲ ମିଡିଆ ଆଇଡ ଟ୍ୱିଟରରେ ଏହା ପୋଷ୍ଟ କରିଛନ୍ତି । ଦୁଇରୁ ତିନିଦିନ ମଧ୍ୟରେ ଡିସଚାର୍ଜ ହେବେ ବୋଲି…

ଦିଲ୍ଲୀପ କୁମାରଙ୍କୁ ଭେଟିବାକୁ ମେଡିକାଲରେ ପହଞ୍ଚିଲେ ଶରଦ ପାୱାର

ମୁମ୍ବାଇ: ବଲିଉଡର ପ୍ରଖ୍ୟାତ ତଥା ଜଣାଶୁଣା କଳାକାର ଦିଲ୍ଲୀପ କୁମାରଙ୍କୁ ଭେଟିବା ଲାଗି ମୁମ୍ବାଇସ୍ଥିତ ହିନ୍ଦୁଜା ମେଡିକାଲରେ ପହଞ୍ଚିଛନ୍ତି ncp ନେତା ଶରଦ ପାୱାର । ହିନ୍ଦୁଜା ମେଡିକାଲରୁ ଫେରୁଥିବାର ଏକ ଫଟୋ ପୋଷ୍ଟ କରିଛନ୍ତି ଶରଦ । ସେପଟେ ସେ ସେହି ପୋଷ୍ଟରେ ଲେଖିଛନ୍ତି କି ଦିଲ୍ଲୀପ…

ବଲିଉଡର ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାର ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଦିଲ୍ଲୀପ କୁମାର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀପ କୁମାରଙ୍କୁ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ଦିଲ୍ଲୀପ…