Odia News Portal
Browsing Tag

driving licence

୧୦ ବର୍ଷ ପୁରୁଣା ଡିଜେଲ ଗାଡିର ଲାଇସେନ୍ସ ହେବ ବାତିଲ

ଦିଲ୍ଲୀ ସରକାର ୧ ଜାନୁଆରୀ ୨୦୨୨ରୁ ୧୦ ବର୍ଷ ପୁରୁଣା ଡିଜେଲ ଗାଡିର ରେଜିଷ୍ଟ୍ରସନ ରଦ୍ଦ କରିବାକୁ ଯାଉଛି। ଏହା ପରେ ସରକାରଙ୍କ ତରଫରୁ ଏକ ଘଙଉ ଜାରି କରାଯିବ। ଯାହା ପରେ ଗାଡି ମାଲିକ ଅନ୍ୟ ରାଜ୍ୟରେ ସେହି ଗାଡିଗୁଡିକର ରେଜିଷ୍ଟ୍ରେସନ କରିପାରିବେ। ଏନଜିଟିର ନିର୍ଦ୍ଦେଶ ଅନୁଯାୟୀ, ଦିଲ୍ଲୀ…

ନିୟମ ଭାଙ୍ଗିଲେ ଡିଏଲ ରଦ୍ଦ

ଭୁବନେଶ୍ୱର: ଆସିଲା ନୂଆ ନିୟମ । ସଡ଼କ ସୁରକ୍ଷା ନିୟମ ଭାଙ୍ଗିଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ । ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଏନେଇ ଟ୍ରନ୍ସପୋର୍ଟ କମିଶନର ଚିଠି ଲେଖିଛନ୍ତି। ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶ ଲାଗୁ କରିବାକୁ ଚିଠି ଲେଖାଯାଇଛି। ୩ ମାସ ଯାଏଁ ଅସ୍ଥାୟୀ ଭାବେ…

ଆଜିଠୁ ଆରମ୍ଭ ହୋଇଛି ଡ୍ରାଇଭିଂ ଲାଇସେନ୍ସ ନିମନ୍ତେ ସ୍ଲଟ ବୁକିଂ

ଭୁବନେଶ୍ୱର: ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଡିଏଲ୍ ଟେଷ୍ଟିଂ । କରୋନା ପରିସ୍ଥିତିରେ ସୁଧାର ଆସିବା ଏନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ କେବଳ 'ବି'କାଟେଗୋରୀ ଜିଲ୍ଲାରେ (ପୁରୀ ବ୍ୟତୀତ) ଏହି ଡିଏଲ୍ ଟେଷ୍ଟିଂକୁ ଅନୁମତି ଦିଆଯାଇଛି । କୋଭିଡ୍ କଟକଣା ପାଇଁ 'ବି କାଟେଗୋରୀରେ…

ଏଣିକି ଡ୍ରାଇଭିଂ ଲାଇସେନ୍ସ ଲାଗି ଦେବାକୁ ପଡ଼ିବନି ଟେଷ୍ଟ

ଭୁବନେଶ୍ୱର: ଏଣିକି ଆଉ ଆପଣଙ୍କୁ ଆରଟିଓ ଅଫିସକୁ ଯାଇ ଟେଷ୍ଟ ଦେବାକୁ ପଡ଼ିନାହିଁ କି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବନାହିଁ । ବିନା ଟେଷ୍ଟରେ ମିଳିବ ଡ୍ରାଇଭିଂ ଲାଇସେନ୍ସ । ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ନେଇ ଥିବା ନିୟମକୁ ଜୁଲାଇ ମାସରୁ ପରିବର୍ତ୍ତନ…

୪୨୬୭ ଡିଏଲ ୩ ମାସ ପାଇଁ ବାତିଲ୍

ଭୁବନେଶ୍ୱର: ରାଜଧାନୀର ଆରଟିଓ ୧ ଓ ୨, କଟକ, ସମ୍ବଲପୁର, ରାଉରକେଲା ଆରଟିଓରେ ବିଗତ ୨୧ ଦିନ ମଧ୍ୟରେ ସର୍ବାଧିକ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ହୋଇଛି ।ତେବେ ମଦପିଇ ଗାଡ଼ି ଚାଳନା ପାଇଁ ଅଧିକାଂଶ ଲାଇସେନ୍ସ ବାତିଲ୍ ହୋଇଥିବା ବେଳେ ଅତ୍ୟଧିକ ସ୍ପିଡରେ ଗାଡ଼ି ଚଳାଇବା, ଟ୍ରାଫିକ୍ ରେଡ୍ ଲାଇଟ୍…

ଆଜିଠାରୁ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଜନସାଧାରଣ ମାନେ ଆରଟିଓ -୧ରେ ଅନଲାଇନରେ ଜରିଆରେ ଆବେଦନ କରିପାରିବେ। ଏନେଇ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରିଛି ଭୁବନେଶ୍ୱର ଆରଟିଓ ୧ ।ଲର୍ଣ୍ଣିଂ ଲାଇସେନ୍ସ ଥିବା ଗାଡି ଚାଳକ ନୂଆ ଡ୍ରାଇଭିଂ…

ବ୍ଲକ କ୍ୟାମ୍ପରେ ମିଳିବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ବର() ବ୍ଲକ୍ କ୍ୟାମ୍ପ୍ରେ ମିଳିବ ଡ୍ରାଇଭିଂ ଲାଇସେନ୍ସ । ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ଆରଟିଓ ଅଫିସ୍ରେ ଲୋକଙ୍କ ଲମ୍ୱା ଲାଇନ୍ ଲାଗୁଛି।ଏହାକୁ ଦୃଷ୍ଟିରେ ରଖି ବ୍ଲକ୍ ଓ ସବଡିଭିଜନ୍ ସ୍ତରରେ କ୍ୟାମ୍ପ କରାଯିବ ବୋଲି ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା…