Odia News Portal
Browsing Tag

gold

ଜାଣନ୍ତୁ ଆଜି କେତେ ରହିଛି ସୁନା ଦାମ୍

ଏବେ ବିବାହ ଋତୁ ଚାଲିଛି। ଯଦି ଆପଣ ସୁନା କିଣିବାକୁ ଇଚ୍ଛା ପ୍ରକାଶ କରୁଥାନ୍ତି, ତେବେ ଆଜି ହିଁ କିଣିନିଅନ୍ତୁ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩, ୮୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭, ୮୨୦ ଟଙ୍କା ରହିଥିବା…

ଶସ୍ତା ହେଲା ସୁନା ଦାମ

ଭାରତୀୟ ମାର୍କେଟରେ ପୁଣି ସୁନା ଶସ୍ତା ହୋଇଛି । ଏମସିଏକ୍ସରେ ସୁନା ବାଏଦା ୦.୧୫ ପ୍ରତିଶତ ହ୍ରାସ ପାଇ ୪୭,୪୫୧ ପ୍ରତି ୧୦ ଗ୍ରାମ ହୋଇଯାଇଛି । ରୂପା ଦାମ୍ ୬୫,୨୬୧ ଟଙ୍କା ପ୍ରତି କିଲୋଗ୍ରାମରେ ରହିଛି । ସୁନା ନିଜ ଗତ ବର୍ଷର ରେକର୍ଡ ହାଇ ୫୬,୨୦୦ ରୁ ପ୍ରାୟ ୮୭୦୦ ଟଙ୍କା ଶସ୍ତାରେ ଚାଲିଛି।…

ସ୍ୱର୍ଣ୍ଣ ପଦକ ଜିତଲେ ନୀରଜ

ଟୋକିଓ: ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି ନିରଜ ଚୋପ୍ରା । ଟ୍ରାକ ଆଣ୍ଡ ଫିଲ୍ଡରେ ପ୍ରଥମ ଭାରତୀୟ ଭାବେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସ୍ୱାଧିନ ଭାରତର ପ୍ରଥମ ଆଥଲେଟ ଭାବେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ନିରଜଙ୍କ ସ୍ୱର୍ଣ୍ଣ ପଦକ ମିଶାଇ ଭାରତକୁ ମିଳିଲା ୭…

ଗଲ୍ଫରେ ଭାରତକୁ ମିଳିପାରେ ପଦକ

ଟୋକିଓ: ଅଲିମ୍ପିକ୍ସରେ ଭାରତ ପ୍ରଦର୍ଶନ ଧିରେ ଧିରେ ସ୍ୱଚ୍ଛଳ ହେବାରେ ଲାଗିଛି । ତେବେ ଚଳିତ ଅଲିମ୍ପିକ୍ସରେ ଭାରତକୁ ଗଲ୍ଫରେ ପଦକ ମିଳିବାର ଆଶା ରହିଛି । ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ତାଲିକାରେ ଯୋଡ଼ି ହୋଇପାରେ ଆଉ ଏକ ସ୍ୱର୍ଣ୍ଣ ପଦକ । ଗଲ୍ଫ ଷ୍ଟାର ଆଦିତି ଅଶୋକ ତାଙ୍କ ପ୍ରଦର୍ଶନ…

ଏଣିକି ୧ଟଙ୍କାରେ କିଣି ପାରିବେ ସୁନା

ନୂଆଦିଲ୍ଲୀ () ଇ-କମର୍ସର ଦିଗ୍ଗଜ କମ୍ପାନୀ ଆମାଜନ୍ ଇଣ୍ଡିଆର ପେମେଣ୍ଟ ସର୍ଭିସେଜ ଆର୍ମ ଆମାଜନ୍ ପେ ଗ୍ରାହକଙ୍କ ପାଇଁ ଏକ ଶାନଦାର ଫିଚର ଲଞ୍ଚ କରିଛି। ଏହି ଫିଚରର ନାଁ ‘ଗୋଲ୍ଡ ଭାଲ୍ଟ’ ରଖାଯାଇଛି। ଏହା ଏପରି ଫିଚର ଯାହା ଗ୍ରାହକଙ୍କୁ ଡିଜିଟାଲ୍ ସୁନା କିଣିବାକୁ ଅଫର ଦେଇଥାଏ। ଆମାଜନର…

ହ୍ରାସ ପାଇଲା ସୁନାଦର

ଭୁବନେଶ୍ବର() ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ହ୍ରାସ ପାଇ ଦଶ ଗ୍ରାମ ପ୍ରତି ୫୨,୦୦୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୧ ହଜାର ଟଙ୍କା ରହିଥିବା ଜଣାପଡିଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଦଶ ଗ୍ରାମ ସୁନାଦର ୬୦ ହଜାର ଟଙ୍କାରୁ କମ୍ ରହିଛି ।…

ରେକର୍ଡ଼ କଲା ସୁନା ଦର, ୫୨ ହଜାର ପାର

ଭାରତୀୟ ବଜାରରେ ସୁନାର ଦାମ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି । ଘରୋଇ ଓ ବିଶ୍ୱରେ ସୁନା ଦର ବୃଦ୍ଧି ହେତୁ ରେକର୍ଡ ସର୍ବାଧିକ ହୋଇଛି । ଏମସିଏକ୍ସ ଏକ୍ସଚେଞ୍ଜରେ ଆଜି ସକାଳ ୯ଟାରେ ସୁନା ଦର ୩୦୯ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୫୨,୪୧୦ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଛି । ଏହା…

unlock-1ରେ କାହିଁକି ସୁନା ହେଉଛି ଶସ୍ତା, ଜାଣନ୍ତୁ

ନୂଆଦିଲ୍ଲୀ() ଲକ୍ଡାଉନ୍ ସମୟରେ ସୁନା ଦାମ୍ ନୂଆ ରେକର୍ଡ ଛୁଇଁଛି । ୧୭ ମେରେ ୪୭,୭୮୧ଟଙ୍କାରେ ପହଞ୍ଚିଥିଲା ସୁନା ଦର, ଯାହା ନିଜକୁ ନିଜେ ଏକ ରେକର୍ଡ ପାଲଟିଥିଲା। ଏହାପରେ ସୁନା ଦାମ୍ରେ ହ୍ରାସବୃଦ୍ଧି ଜାରି ରହିଛି। ଦିଲ୍ଲୀ ସର୍ଫା ବଜାରରେ ଗତ ସାତଦିନରେ ହୋଇଥିବା କାରବାରରେ ସୁନା…

ମାପ ଓ ଓଜନରେ ଠକୁଛନ୍ତି ସୁନା ଦୋକନୀ

ଭୁବନେଶ୍ୱର() ସୁନା ଠକୁଛନ୍ତି ସୁନା ଦୋକନୀ । ଏନେଇ ଆଜି ବିଧାନସଭାରେ ତିନି ବର୍ଷର ତଥ୍ୟ ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ କହିଛନ୍ତି, ୨୦୧୬-୧୭ରେ ଆଦାୟ ହୋଇଛି ୫ଲକ୍ଷ ୮୨ ହଜାର ୫୦୦ ଟଙ୍କା । ୨୦୧୭-୧୮ରେ ଆଦାୟ ହୋଇଛି ୧୦ ଲକ୍ଷ ୨୯ ହଜାର ୪୮୦ ଟଙ୍କା । ସେହିଭଳି…