Odia News Portal
Browsing Tag

India

ଭାରତରେ ଆସିଲା କୋଭିଡ ନାଜାଲ ସ୍ପ୍ରେ

ଭାରତରେ ଲଞ୍ଚ ହେଲା ପ୍ରଥମ କୋଭିଡ ନାଜାଲ ସ୍ପ୍ରେ । ପ୍ରଖ୍ୟାତ ଔଷଧ କମ୍ପାନି ଗ୍ଲେନମାର୍କ ପକ୍ଷରୁ ଲଞ୍ଚ ହୋଇଛି ଫାବିସ୍ପ୍ରେ । ନାଇଟ୍ରିକ ଅକ୍ସାଇଡ ନାଜାଲ ସ୍ପ୍ରେ ଲାଗି ଭାରତର ଔଷଧ ମହାନିୟନ୍ତ୍ରକ- ଡିସିଜିଆଇ ଅନୁମତି ଦେଇଥିଲେ । ଯାହାଫଳରେ ଏଣିକି ୧୮ବର୍ଷରୁ ଅଧିକ ବୟସ୍କ ରୋଗୀଙ୍କୁ…

ପରଲୋକରେ ମହାଭାରତ ର ଭୀମ

ଲତାଙ୍କ ନିଧନ ଦୁଃଖରୁ ଦେଶବାସୀ ବାହାରି ନଥିବାବେଳେ ଏବେ ମନୋରଞ୍ଜନ ଜଗତରୁ ଆସିଛି ଆଉ ଏକ ଦୁଃଖଦ ଖବର । ଆଉ ନାହାନ୍ତି ମହାଭାରତର ଭୀମ । ପରଲୋକରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଭୀମ ଭୂମିକାରେ ଅଭିନୟ କରୁଥିବା ଅଭିନେତା ପ୍ରବୀଣ କୁମାର ସୋବତି । ୭୪ ବର୍ଷ ବୟସରେ ଦୁନିଆରୁ ବିଦାୟ…

ବରଫ ଝଡରେ ନିଖୋଜ ୫ ଯବାନ

ବରଫ ଝଡ ଭିତରେ ଭାରତୀୟ ଯବାନ ନିଖୋଜ ହୋଇଛନ୍ତି । ଅରୁଣାଞ୍ଚଳ ପ୍ରଦେଶ କାମେଙ୍ଗ ସେକ୍ଟରରେ ବରଫ ଝଡ ଯୋଗୁଁ ୫ ଯବାନ ନିଖୋଜ ହୋଇଯାଇଛନ୍ତି । ଭାରତୀୟ ବାୟୁ ଏବଂ ସ୍ଥଳସେନା ପକ୍ଷରୁ ରେସ୍କ୍ୟୁ ଅପରେସନକୁ ଜୋରଦାର କରାଯାଇଛି । ଅନେକ ତଳ ପର୍ଯ୍ୟନ୍ତ ବରଫ ଖସି ଆସିଛି । ତାସହିତ ନୂଆ ବରଫର ପାହାଡ…

ପଞ୍ଜାବରେ ହେବ ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା

ପଞ୍ଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ପାର୍ଥୀ କିଏ ହେବ ସେ ନେଇ ଚର୍ଚ୍ଚା । ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀ ଏହି ପ୍ରଶ୍ନକୁ ନେଇ କଂଗ୍ରେସକୁ ଘେରିଛନ୍ତି । ରାହୁଲ ଗାନ୍ଧୀ ଗତକାଲି ପଞ୍ଜାବ ଯାଇଥିବାବେଳେ ଏହି ପ୍ରସଙ୍ଗ ପୁଣି ଥରେ ଜୋର ଧରିଛି । ତେବେ ଅତିଶୀଘ୍ର ଏନେଇ ଘୋଷଣା…

ଦେଶରେ ବଢୁଛି କରୋନା ସଂକ୍ରମଣ

ସାରା ଦେଶରେ କରୋନାର ଡର ।ଆଜି ଦେଶରେ ସାମାନ୍ୟ ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮୬ ହଜାର ୩୮୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୫୭୩ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ ହାର ୧୯.୫୯…

୩୧ ରୁ ଆରମ୍ଭ ହେବ ବଜେଟ ଅଧିବେଶନ

୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ତେବେ ଏହି ଅଧିବେଶନ କାଳରେ ଭିନ୍ନ ଭିନ୍ନ ସିଫ୍ଟରେ ଲୋକସଭା ଓ ରାଜ୍ୟସଭା ଚାଲିବ । ପ୍ରତି ସଦନ ୫ ଘଣ୍ଟା ଲେଖାଏଁ ଚାଲିବ । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ପଦକ୍ଷେପ ନିଆଯାଇଛି । ଜାନୁଆରୀ ୩୧ରେ ସଂସଦର ଉଭୟ ଗୃହର ମିଳିତ ଅଧିବେଶନରେ…

ଫେବୃୟାରୀ ୨୮ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବିମାନ ଚଳାଚଳ ବନ୍ଦ ହେବ

ଆସନ୍ତା ଫେବୃୟାରୀ ୨୮ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବିମାନ ଚଳାଚଳ ବନ୍ଦ ହେବ । ଏନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ନିର୍ଦ୍ଦେଶନାମା ଜାରି କରିଛି । ତେବେ ଏୟାର ବବଲ ଏଗ୍ରିମେଣ୍ଟ ଓ ବନ୍ଦେ ଭାରତ ମିଶନ ଯୋଜନାରେ ବିମାନ ସେବା ଜାରି ରହିବ ବୋଲି କୁହାଯାଇଛି । ପୂର୍ବ ବ୍ୟବସ୍ଥା…

ଅଧିକ ଶକ୍ତିଶାଳୀ ହେଲା ଭାରତୀୟ ପାସପୋର୍ଟ

ଭାରତୀୟ ପାସ୍ପୋର୍ଟ ଏବେ ପୂର୍ବ ତୁଳନାରେ ଆହୁରି ଅଧିକ ଶକ୍ତିଶାଳୀ ହୋଇଯାଇଛି। ସାରା ବିଶ୍ୱରେ ଭାରତୀୟ ପାସ୍ପୋର୍ଟର ଶକ୍ତି ପୂର୍ବାପେକ୍ଷା ଆହୁରି ଅଧିକ ବଢ଼ିଯାଇଛି। ଦୁନିଆର ସବୁଠୁ ଶକ୍ତିଶାଳୀ ପାସପୋର୍ଟର ର୍ୟାଙ୍କିଂ ରେ ଭାରତୀୟ ପାସପୋର୍ଟ ଏବେ ୮୩ ତମ ସ୍ଥାନରେ ପହଞ୍ଚିଛି। ସୂଚନାଯୋଗ୍ୟ…

ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସଂପର୍କରେ ଆଲୋଚନା କରିବେ ପ୍ରଧାନ ମନ୍ତ୍ରୀ

ସାରା ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୨ ଲକ୍ଷ ପାର କରିଛି କରୋନା ସଂକ୍ରମଣ । ସାରା ଦେଶରେ ଏବେ କୋଭିଡ଼ ସ୍ଥିତି ଆତଙ୍କ ସୃଷ୍ଟି କଲାଣି । ସାରା ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଦେଶରେ…

ବଦଲା ନେଲା ଟିମ୍ ଇଣ୍ଡିଆ

କୋଲକାତା: ଆଇସିସିର ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ଲଗାତାର ଭାବେ ଭାରତକୁ ହରାଇଥିବା ନ୍ୟୁଜିଲାଣ୍ଡଠାରୁ ବଦଲା ନେଇଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୦ରେ ମୂଳପୋଛ ଭାବେ ଜିତିନେଇଛି। ରବିବାର ତୃତୀୟ ତଥା ଶେଷ ମ୍ୟାଚ୍ରେ ଭାରତ ୭୩ ରନ୍ରେ ବିଜୟୀ…