Odia News Portal
Browsing Tag

Indian cricket news

ଇଂଲଣ୍ଡ ଗସ୍ତ ପାଇଁ ୨୦ ଜଣିଆ ଭାରତୀୟ ଦଳ

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସରେ ଇଂଲଣ୍ଡର ସାଉଥାମ୍ପଟନରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମୁକାବିଲା ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦ ଜଣିଆ ଭାରତୀୟ ଦଳର ଘୋଷଣା କରିଛି । ସେହିପରି ଅଗଷ୍ଟରେ ଇଂଲଣ୍ଡ ବିପକ୍ଷ ପାଞ୍ଚ…

ଟି-୨୦ ବିଶ୍ୱକପ୍ : ୟୁଏଇ ବିକଳ୍ପ ସ୍ଥାନ

ନୂଆଦିଲ୍ଲୀ : ଆଇସିସି ଟି -20 ବିଶ୍ୱକପକୁ ହେବାକୁ ପାଞ୍ଚ ମାସ ଥିବାବେଳେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ଇଭେଣ୍ଟ ପାଇଁ ବିକଳ୍ପ ସ୍ଥାନ ଭାବରେ ଷ୍ଟାଣ୍ଡବାଇରେ ରଖାଯାଇଛି। କିଛି ଦିନ ହେବ ଭାରତରେ ଦୈନିକ ତିନି ଲକ୍ଷରୁ ଅଧିକ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଭାରତରେ ବର୍ତ୍ତମାନ…

୪୮ ବର୍ଷରେ ପାଦ ଥାପିଲେ କ୍ରିକେଟର ଭଗବାନ

ମୁମ୍ବାଇ : ୪୮ ବର୍ଷରେ ପଦାର୍ପଣ କରିଛନ୍ତି ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଜନ୍ମଦିବସରେ ତାଙ୍କୁ ଶୁଭକାମନାର ସୁଅ ଛୁଟୁଛି । କେତେକ ‘ସଚିନ୍ - ଅନୁଭବ’ ଶବ୍ଦରେ ପ୍ରକାଶ କରିଥିବା ବେଳେ କେହି କେହି ତାଙ୍କୁ ‘କ୍ରିକେଟ୍ ଭଗବାନ’ ଏବଂ ସର୍ବଶ୍ରେଷ୍ଠ ବୋଲି କହିଥିଲେ।…

ଗର୍ଜିଲା ସ ଓ ଶିଖରଙ୍କ ବ୍ୟାଟ୍, ଜିତିଲା ଦିଲ୍ଲୀ

ଚେନ୍ନାଇ : ଚମକିଲା ପୃଥ୍ଵୀ ସ ଓ ଶିଖର ଧାଓ୍ଵନଙ୍କ ବ୍ୟାଟ୍ । ଦୁଇ ବ୍ୟାଟସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ସୁପରକିଙ୍ଗ୍ସକୁ ସହଜରେ ୭ ଓ୍ଵିକେଟ୍‌ରେ ପରାସ୍ତ କରି ଦିଲ୍ଲୀ କ୍ୟାପିଟାଲ୍ସ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି। ଗତ ସିଜିନରେ ଭଲ ପ୍ରଦର୍ଶନ କରିବାରେ ବିଫଳ…