Odia News Portal
Browsing Tag

kalahandi

ବ୍ୟବସାୟୀଙ୍କ ଘରୁ ସୁନା ଅଳଙ୍କାର ଓ ଟଙ୍କା ଲୁଟିନେଲେ

କଳାହାଣ୍ଡି: କଲମପୁର ବ୍ଲକ ଅନ୍ତର୍ଗତ ପାତ୍ରବସା ଗାଁରେ ରହୁଥିବା ବ୍ୟବସାୟୀ ପ୍ରଦୀପ କୁମାର ମିଶ୍ରଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଘରେ କେହି ନଥିବା ବେଳେ ୨୩ ଭରି ସୁନା ଅଳଙ୍କାର,୩ ଭରି ରୁପା ଅଳଙ୍କାର ସମେତ ୫ ହଜାର ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଚୋରି ସାମଗ୍ରୀର…

ଗର୍ଭବତୀ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଧନରମାଲ ଗାଁରେ ଘଟିଛି ଅଘଟଣ । ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟି ହତ୍ୟା ଉଦ୍ୟମ କରିଛି ସ୍ୱାମୀ । ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ସମ୍ବଲପୁରର ପ୍ରକାଶନୀ ସାହାଣୀ…

ପୁତୁରାର ଠେଙ୍ଗା ମାଡ଼ରେ ଖୁଡ଼ୀ ମୃତ

କଳାହାଣ୍ଡି: ପୁତୁରାର ଠେଙ୍ଗା ମାଡ଼ରେ ଖୁଡି ମୃତ। ଜମି ବିବାଦକୁ ନେଇ ପୁତୁରା ରଚିଲା ସାଙ୍ଘାତିକ କାଣ୍ଡ । ଏପରି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜି ଗ୍ରାମରେ । ସୂଚନାନୁସାରେ, ଦୀର୍ଘଦିନ ହେବ ପୁତୁରା ଓ ଖୁଡିଙ୍କ ପରିବାର ମଧ୍ୟରେ ଜମି ବିବାଦ ରହିଥିଲା । ଯାହା ଗୁରୁବାର ରାତିରେ…

ବାଇକ ଦୁର୍ଘଟଣାରେ ୩ ମୃତ

କଳାହାଣ୍ଡି: କଳାହାଣ୍ଡି ଜିଲା ଜୁନାଗଡ ଥାନା ଅର୍ନ୍ତଗତ ମୂର୍ଲାପଦର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଚାଲି ଯାଇଛି। ମୃତକଙ୍କ ମଧ୍ୟରେ ଦୁଇ ଭାଇଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଆହତ ହୋଇଛି। ମୃତକଙ୍କ ଘର ଜୁନାଗଡ ବ୍ଲକ ଅନ୍ତର୍ଗତ ମରିଆବନ୍ଧଲି ଗାଁରେ ଓ…

ଭିଜିଲାନ୍ସ ପଞ୍ଝାରେ ଖୋଦ୍ ଭିଜିଲାନ୍ସ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ଖୋଦ୍ ଭିଜିଲାନ୍ସ ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର । ଗୋଟିଏ ପୁରୁଣା ମାମଲା ରଫାଦଫା କରିବା ପାଇଁ ଲାଂଚ ଗ୍ରହଣ କରୁଥିବା ବେଳେ କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ଆଶୁତୋଷ ମିଶ୍ରଙ୍କୁ ଧରିଛି । ମିଳିଥିବା ସୂଚନା ଅନୁସାରେ ମହୁଲପାଟଣା…

କାର ଦୁର୍ଘଟଣାରେ ଜଣେ ମୃତ

କଳାହାଣ୍ଡି: ସାମାନ୍ୟ ମଦର ସଉକ ପାଇଁ କାହାରି ଯେ ଜୀବନ ଯାଇପାରେ, ଏହା ଚିନ୍ତା କରିବା ମଧ୍ୟ ମୁସ୍କିଲ । ଗତ କାଲି ରାତ୍ରି ପ୍ରାୟ ୧୧ ଟା ସମୟରେ ଭବାନୀପାଟଣା ଠାରୁ ଜୁନାଗଡ଼ ଯିବା ରାସ୍ତା, ଋଷିଗାଁ ଛକ ନିକଟରେ ଓଡି-୦୮- ଏଚ-୩୦୦୩ ନମ୍ବର ବିଶିଷ୍ଟ ହୁଣ୍ଡାଇ ଭେରନା କାରଟି ଦୁର୍ଘଟଣା…

ରେଳ ଯୋଗେ ଯାଉଥିବା କଣ୍ଟେନରରୁ ଲିକ୍ ହେଲା ଅକ୍ସିଜେନ୍‌

କଳାହାଣ୍ଡି: ରେଳ ଯୋଗେ ଯାଉଥିବା କଣ୍ଟେନରରୁ ଲିକ୍ ହୋଇଛି ଅକ୍ସିଜେନ । କଳାହାଣ୍ଡି କେସିଙ୍ଗା ରେଳ ଷ୍ଟେସନ୍ ନିକଟରେ ଲକ ଅକ୍ସିଜେନ୍ ଏକ୍ସପ୍ରେସ୍ କଣ୍ଟେନରରୁ ଅକ୍ସିଜେନ୍ ଲିକ୍ ହେଉଥିବା ସୂଚନା ମିଳିଛି । ରେଳ ଯୋଗେ ବାହାର ରାଜ୍ୟକୁ ଏହି ଅକ୍ସିଜେନ୍ ପରିବହନ କରାଯାଉଥିବା ବେଳେ ଏଭଳି ଘଟଣା…

ଥାନାରେ ପଶିଲା ବାଘ ଛୁଆ

କଳାହାଣ୍ଡି: ଥାନାରେ ବାଘ ଛୁଆ । ଘଟଣାଟି ହେଉଛି କଳାହାଣ୍ଡି ଜିଲ୍ଲାର ଆମପାଣି ଥାନାର । କଥାଟି ଶୁଣିବା ପରେ ମନକୁ ବିଶ୍ୱାସ ହେଉନଥିଲେ ମଧ୍ୟ ସିସିଟିଭି ସାମ୍ନାକୁ ଆଣିଛି କଥା ପଛର ସତ | ସିସିଟିଭିରେ ସ୍ପଷ୍ଟ ଦେଖିବାକୁ ମିଳିଛି ଦୁଇଟି ବାଘ ଛୁଆ ଅନ୍ଧାର ରାତିରେ ଥାନାର ଫାଟକ ଦେଇ ପ୍ରବେଶ…

କଳାହାଣ୍ଡି ସମାବେଶକୁ ନେଇ ରାଜନୀତି

ଭୁବନେଶ୍ୱର: କଳାହାଣ୍ଡି ସମାବେଶକୁ ବିରୋଧୀ ଦଳ ନେତାଙ୍କ ବର୍ଜନ । ମୁଖ୍ୟମନ୍ତ୍ରୀ ଅଲଗା ମଞ୍ଚରେ ବସିବାକୁ ବିରୋଧ କରି ସମାବେଶକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବର୍ଜନ କରିଛନ୍ତି । ପ୍ରଦୀପ୍ତ ନାୟକ କହିଛନ୍ତି, ସାମନ୍ତବାଦ ପ୍ରଥା ଭଳି ମୁଖ୍ୟମନ୍ତ୍ରୀ ଅଲଗା ବସିବାକୁ ସେ ବିରୋଧ…

ଭୋକର ଭୂଗୋଳ ଆଜି ଭାତହାଣ୍ଡି

କଳାହାଣ୍ଡି: କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କଳାହାଣ୍ଡିବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ହଜାର ୮୫ କୋଟିରୁ ଅଧିକ ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେଇଛନ୍ତି । ୧ ହଜାର ୬୫ କୋଟି ଟଙ୍କାର ୫୪ଟି ପ୍ରକଳ୍ପର ଉଦଘାଟନ କରିବା ସହ ୧ ହଜାର ୨୦ କୋଟିର ୫୨ଟି…