Odia News Portal
Browsing Tag

kendrapada

ତୁଳସୀକ୍ଷେତ୍ରରେ ଦୁର୍ଲଭ ପାରିଜାତ ଫୁଲ

କେନ୍ଦ୍ରାପଡ଼ା: ପାରିଜାତ ଫୁଲ , ଯାହାକି ସ୍ୱର୍ଗରେ ଦେବତାଙ୍କ ବାଟିକାରେ ଫୁଟିଥାଏ । ଏହାର ବାସ ଓ ସୌନ୍ଦର୍ଯ୍ୟ ସମସ୍ତଙ୍କ ମନମୋହିଥାଏ । ତେବେ ଏହି ଦୁର୍ଲଭ ପାରିଜାତ ଫୁଲ ତୁଳସୀକ୍ଷେତ୍ରରେ ଫୁଟିଥିବା ଦେଖିବାକୁ ମିଳିଛି । ଶ୍ରୀ ବଳଦେବଜୀଉ ମନ୍ଦିର ସେବାୟତ ତଥା ଟ୍ରଷ୍ଟି ବଳରାମ ସୁଆରଙ୍କ…

ପରିବାରକୁ ହସ୍ତାନ୍ତର ହେଲା ହାଇଦରର ମୃତଦେହ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ହାଇଦରର ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି । ପୋଷ୍ଟମଟମ ପରେ ବୋହୂ ଓ ତାଙ୍କ ପତ୍ନୀଙ୍କୁ ଶବ ହସ୍ତାନ୍ତର କରାଯାଇଛି । ତେବେ ହାଇଦର ଦେହରେ ୪ଟି ଗୁଳି ବାଜିଥିବା ସୂଚନା ଦେଇଛନ୍ତି ବାଲେଶ୍ୱର ଏଡିଏମଓ ସୁଶାନ୍ତ ନାୟକ । ଜଙ୍ଘରେ ୨ଟି ଓ ଅଣ୍ଟାରେ ୨ଟି ଗୁଳି…

ପ୍ରେମିକା ବଦଳରେ ଆସିଲେ ମା, ଛେଚା ଖାଇଲେ ଯୁବକ

କେନ୍ଦ୍ରାପଡ଼ା: ସାଙ୍ଗ ସହ ମିଶି ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ । ହେଲେ ପ୍ରେମିକା ବଦଳରେ ତା ମା ଆସିଥିଲେ । ଆଉ ଏହା ଦେଖିବା ପରେ ପ୍ରେମିକ ଫେରାର ହୋଇଯାଇଥିଲା । ସାଥିରେ ଯାଇଥିବା ସାଙ୍ଗ ଫସିଯାଇଛି । ମହିଳା ଜଣକ ଯୁବକଙ୍କୁ ଧରି ନିର୍ଦ୍ଧୁମ ଛେଚିଥିବା ଦେଖିବାକୁ ମିଳିଛି । ଯାହାର…

୫ ବିଧାୟକଙ୍କୁ ତାଲା ପକାଇଲେ ସାମ୍ବାଦିକ

କେନ୍ଦ୍ରାପଡ଼ା: ମହିଳା ପୋଲିସ କନେଷ୍ଟବଳ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘଟଣା । ତାତିଛନ୍ତି କେନ୍ଦ୍ରାପଡ଼ା ସାମ୍ବାଦିକ ସଂଘ । ୫ଜଣ ବିଧାୟକଙ୍କୁ ତାଲା ପକାଇଲେ ସାମ୍ବାଦିକ । ତେବେ ଏହି ୫ଜଣ ବିଧାୟକଙ୍କ ମଧ୍ୟରେ ଅଛନ୍ତି ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସଚି ନାୟକ, ରାଜନଗର ବିଧାୟକ ଧ୍ରୃବ…

ସ୍ୱାମୀଙ୍କ ଦ୍ୱିତୀୟ ବିବାହ ପରେ ଶ୍ୱଶୁରଘର ଦୁଆରେ ଧାରଣା ଦେଲେ ପ୍ରଥମ ପତ୍ନୀ

କେନ୍ଦ୍ରାପଡ଼ା: ମହାକାଳପଡ଼ା ଥାନା କୋଚିଳା ଗ୍ରାମର ରାଧାଶ୍ୟାମ ସାହୁଙ୍କ ପୁଅ ପ୍ରହଲ୍ଲାଦଙ୍କ ଘର ଆଗରେ ବରକନ୍ଦା ଗ୍ରାମର ସୁଦର୍ଶନ ବେହେରାଙ୍କ ଝିଅ ରଶ୍ମିତା ଧରଣାରେ ବସି ରହିଥିଲେ । ତାଙ୍କର ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ତାଙ୍କୁ ୨୦୧୩ ମସିହା ଜୁନ୍ ୧୭ ତାରିଖରେ ବିବାହ କରିଥିଲେ ।…

୧୫ ବର୍ଷର ନାବାଳିକା ୮ ମାସର ଗର୍ଭବତୀ

କେନ୍ଦ୍ରାପଡ଼ା: ଲଜ୍ଜା । ପୁଣି ଲଜ୍ଜା । ରାଜ୍ୟରେ ଥମିବାର ନାଁ ଧରୁନି ଲଜ୍ଜା । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ତେଲେଙ୍ଗାବସନ୍ତ ଗ୍ରାମରେ ଦେଖିବାକୁ ମିଳିଛି ଏକ ଲଜ୍ଜାଜନକ ଘଟଣା। ଏକ ୧୫ବର୍ଷର ନାବାଳିକା ୮ମାସର ଗର୍ଭବତୀ ହୋଇଥିବା ଜଣାପଡିଛି । ଯାହାକୁ ନେଇ…

ଅନାଥ ଶିଶୁକୁ ଆପଣାଇବ ବା କିଏ ?

ମାହାଙ୍ଗା: ୧୪ବର୍ଷର ପିଲାଟିଏ । ଦୁନିଆକୁ ବୁଝିବା ଆଗରୁ ହୋଇଗଲା ମା ଛେଉଣ୍ଡ । ସ୍ନେହ ପାଇବା ଆଗରୁ ମା କୁ ଛଡାଇ ନେଲା ଦଇବ । କୋହ ଓ ଲୁହର ଏ କାହାଣୀ ଆସିଛି କଟକ ଜିଲ୍ଲା ବେଗୁନିଆ ପଡାରୁ ।.. ସିଦ୍ଧାର୍ଥ ଦାସ । ଡାକ ନା- ହେଲମେଟ । ଯେଉଁଠି ବସୁଛି ବସି ରହୁଛି । ଯେଉଁଠି ପାରୁଛି ଶୋଇ…

ରାସ୍ତାରେ ଧାନଗଛ ଲଗାଇଲେ ଲୋକେ

ମାହାଙ୍ଗା: ରାସ୍ତା ବୁଡି ରହିଛି କାଦୁଅରେ । ଏଦୃଶ୍ୟ ହେଉଛି ମାହାଙ୍ଗା ଇଟାମୁଣ୍ଡଳି ଗାଁର । ଟିକେ ବର୍ଷା ହେଲେ ବି ଏଠାରେ ହୋଇଯାଏ ଆଣ୍ଠୁଏ ଅଣ୍ଠୁଏ ପାଣି । ସମସ୍ତେ ଏହି କାଦୁଅ ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ କରିଥାନ୍ତି ଗାଁ…

ସ୍ୱାମୀ ସାଜିଲା ସଇତାନ

କେନ୍ଦ୍ରାପଡ଼ା: ହତ୍ୟାକାରୀ ସାଜିଲା ସୁରକ୍ଷାଦାତା । ସ୍ୱାମୀ ସାଜିଲା ସଇତାନ । ଚଳନ୍ତା ଟ୍ରେନରୁ ପତ୍ନୀଙ୍କୁ ଠେଲିଦେଲା ।.. . ଅନେକ ଆଶା ନେଇ ବର୍ଷେ ତଳେ ବିବାହ କରିଥିଲେ ରଶ୍ମିତା ମହାରଣା । କେନ୍ଦ୍ରାପଡା ରାଜନଗର ଥାନା ବଳରାମପୁର ଗାଁର ସୀତାକାନ୍ତ ବାଗଙ୍କ ଝିଅ ରଶ୍ମିତା ୨୦୨୦…

କରୋନାକୁ ହରାଇଲେ ୮୦ ବର୍ଷୀୟା ବୃଦ୍ଧା: କେନ୍ଦ୍ରାପଡ଼ା ସମ୍ କୋଭିଡ୍ ହସ୍ପିଟାଲରୁ ହେଲେ ସୁସ୍ଥ

ଭୁବନେଶ୍ୱର, ୧୬/୦୬: କରୋନାକୁ ପରାସ୍ତ କରିଛନ୍ତି ପୁଣି ଜଣେ ବୟୋଜ୍ୟେଷ୍ଠା | ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ଦୃଢ ଇଛାଶକ୍ତି ଆଗରେ ହାର ମାନିଛି କୋଭିଡ | ବୃଦ୍ଧାଙ୍କର ଦୃଢ଼ ମନୋବଳ, ଇଚ୍ଛାଶକ୍ତି ତଥା କେନ୍ଦ୍ରାପଡା ଛତାସ୍ଥିତ ସମ୍ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ…