Odia News Portal
Browsing Tag

kkr

ଆଜି ଫାଇନାଲ ମୁକାବିଲା

ଦୁବାଇ: ଆଜି ଆଇପିଏଲ ଫାଇନାଲ ଫାଇଟ୍ । ମୁହାଁମୁହିଁ ହେବେ କୋଲକତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ । କିଏ ହେବ ଚାମ୍ପିୟନ, ଏହାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ବଡ଼ ଉତ୍ସାହ । ଚେନ୍ନାଇ ତିନି ଥର ଟାଇଟଲ ହାତେଇଥିବା ବେଳେ ଦୁଇଥର କୋଲକାତା ଚାମ୍ପିୟନ ହୋଇଛି । ରେକର୍ଡ କହୁଛି,…

କିଏ ଜିତିବ ଫାଇନାଲ?

ଦୁବାଇ: ଆଇପିଏଲ ମହାସମରର ମହାମୁକାବିଲାରେ ଭେଟାଭେଟି କୋଲକାତା ନାଇଟରାଇଡର୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ । ଚେନ୍ନାଇ ପୂର୍ବରୁ ତିନିଥର ଚାମ୍ପିୟନ ହୋଇଥିବାବେଳେ କୋଲକାତା ୨ଥର ବିଜୟୀ ହୋଇଛି । ତେବେ ଚଳିତବର୍ଷ ଉଭୟ ଦଳ ଦମଦାର ଫର୍ମରେ ଅଛନ୍ତି । ଦିଲ୍ଲୀକୁ ହରାଇ ପ୍ରଥମେ ଫାଇନାଲରେ…

ଦମଦାର ବିଜୟ ସହ ଫାଇନାଲରେ ପ୍ରବେଶ କଲା କେକେଆର

ଦୁବାଇ: ଦମଦାର ବିଜୟ। ଫାଇନାଲରେ କେକେଆର। କ୍ରିକେଟ ଷ୍ଟାଡିୟମଠାରେ ଆଇପିଏଲ ୨୦୨୧ର ୨ୟ କ୍ବାଲିଫାୟର ମ୍ୟାଚରେ ଦିଲ୍ଲୀକୁ ୩ ୱିକେଟରେ ପରାସ୍ତ କରିଛି କୋଲକାତା । ଏହି ବିଜୟ ସହ କୋଲକାତା ଫାଇନାଲରେ ପ୍ରବେ‌ଶ କରିଛି । ପ୍ରଥମ ପାଳିରେ ଦିଲ୍ଲୀ ୨୦ ଓଭରରେ ୫ ୱିକେଟ ହରାଇ ୧୩୫ ରନ୍‌…

ଆଜି ଫାଇନାଲ ପାଇଁ ଲଢ଼ିବେ ଦିଲ୍ଲୀ-କୋଲକାତା

ଦୁବାଇ: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଆଇପିଏଲରେ ଆଜି ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ । ଯେଉଁ ଦଳ ଆଜି ଜିତିବ ସେ ସିଧାସଳଖ ଫାଇନାଲରେ ଚେନ୍ନାଇକୁ ଭେଟିବ । ତେବେ ଫାଇନାଲ ଟିକେଟ ଲାଗି ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବ ବୋଲି କ୍ରିକେଟ ପ୍ରେମୀମାନେ ଆଶା ରଖିଛନ୍ତି । ଦିଲ୍ଲୀ ପ୍ରଥମ…

ବଡ଼ ବିଜୟ ଲକ୍ଷ୍ୟରେ କୋଲକାତା

ଦୁବାଇ: ଆଇପିଏଲ ମହାସମରରେ ଆଜି ରାଜସ୍ଥାନକୁ ଭେଟିବ କୋଲକାତା । ପ୍ଲେଅଫରେ ପହଞ୍ଚିବା ଲାଗି କୋଲକାତାକୁ ଆଜି ବଡ଼ ବିଜୟ ଆବଶ୍ୟକ ରହିଛି । କେକେଆର୍ ସଂପ୍ରତି ୧୩ ମ୍ୟାଚ୍ରୁ ୬ ବିଜୟ ପାଇ ଚତୁର୍ଥ ସ୍ଥାନରେ ରହିଛି। ରନ୍ରେଟ୍ରେ ମଧ୍ୟ ଏହି ଦଳ ଗତଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସଠାରୁ ଆଗରେ…

ଆଜି ପଞ୍ଜାବ-କୋଲକାତା ଟକ୍କର

ଦୁବାଇ: ଆଇପିଏଲ ମହାସମରରେ ଆଜି ପଞ୍ଜାବ କିଙ୍ଗସକୁ ଭେଟିବ କୋଲକାତା ନାଇଟ ରାଇଡର୍ସ । କର ବା ମର ସ୍ଥିତିରେ ରହିଛନ୍ତି ଉଭୟ ଦଳ । ପ୍ଲେଅଫରେ ସ୍ଥାନ ପକ୍କା କରିବା ଲାଗି ଉଭୟ ଦଳର ବିଜୟ ନିଶ୍ଚିତ ଆବଶ୍ୟକ ରହିଛି । ଆଜି ଯେଉଁ ଦଳ ହାରିବ ସେହିସ ଦଳର ପ୍ଲେଅଫ ଆଶା ମଉଳିଯିବ । ତେବେ ଉଭୟ ଦଳ…

ଶେଷ ବଲରେ ଜିତିଲା ଚେନ୍ନାଇ

ଦୁବାଇ: ସୁପର ସଣ୍ଡେରେ ସୁପର ମ୍ୟାଚ୍ । କୋଲକାତାକୁ ହରାଇ ପଏଣ୍ଟ ଟେବୁଲରେ ଟପ ଉଠିଲା ଚେନ୍ନାଇ । ଚେନ୍ନାଇ ଚଳିତ ସଂସ୍କରଣର ଆଇଏପିଏଲ୍ରେ ଏପର୍ୟ୍ୟନ୍ତ ୧୦ଟି ମ୍ୟାଚ୍ ଖେଳିଛି। ଏଥିରୁ ୮ଟି ମ୍ୟାଚ ଜିତିଛି। କୋଲକାତା ମଧ୍ୟ ୧୦ଟି ମ୍ୟାଚ୍ ଖେଳିଛି କିନ୍ତୁ ୪ଟି ମ୍ୟାଚରେ ବିଜୟ ହାସଲ କରିଛି।…

ଚେନ୍ନାଇ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ

ଦୁବାଇ: ଆଜି ଆଇପିଏଲ ମହାସମରରେ ଭେଟା ଭେଟି ହୋଇଛନ୍ତି ଚେନ୍ନାଇ ଏବଂ କୋଲକାତା । କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୬ ୱିକେଟ ବିନିମୟରେ ୧୭୧ ରନ ସଂଗ୍ରହ କରିଛି । ଚେନ୍ନାଇକୁ ଏହି ମ୍ୟାଚ ଜିତିବା ଲାଗି ୧୭୨ ରନ ଆବଶ୍ୟକ ରହିଛି । କୋଲାକାତା ପ୍ରଥମ ଓଭରରୁ…

ଆଜି କୋଲକାତାକୁ ଭେଟିବ ଚେନ୍ନାଇ

ଦୁବାଇ: ସୁପର ସଣ୍ଡେରେ ସୁପର ମ୍ୟାଚ । ଆଜି କୋଲକାତା ନାଇଟ ରାଇଡର୍ସକୁ ଭେଟିବ ଚେନ୍ନାଇ ସୁପରକିଙ୍ଗ୍ସ । ଉଭୟ ଦଳ ଏବେ ଦମଦାର ଫର୍ମରେ ରହିଛନ୍ତି । ଦ୍ୱିତୟ ପର୍ଯ୍ୟାୟର ଖେଳ ଆରମ୍ଭରୁ ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ ଖେଳି ୨ଟି ଯ୍ଧଳ ଜିତିଛନ୍ତି । ଏଣୁ ଆଜି ଯେଉଁ ଦଳ ଜିତିବ ସେ ହ୍ୟାଟ୍ରିକ…

ଆଜି କୋଲକାତାକୁ ଭେଟିବ ବାଙ୍ଗାଲୋର

ଦୁବାଇ: ଆଇପିଏଲ ମହାସମରରେ ଆଜି ବାଙ୍ଗାଲୋରକୁ ଭେଟିବ କୋଲକାତା । ଉଭୟ ଦଳ ମଧ୍ୟରେ ହେବ କଡା ଟକ୍କର । ମର୍ଗାନଙ୍କ ଦଳ କୋଲକାତାର ଖେଳାଳୀମାନେ ଏବେ ଦମଦାର ଫର୍ମରେ ଥିବାବେଳେ କୋହଲିଙ୍କ ତାରକା ଖଚିତ ଦଳର ଖେଳାଳୀମାନେ ମଧ୍ୟ ବିଜୟୀ ହେବାକୁ ପ୍ରୟାସ କରିବେ । ତେବେ ଆଜିର ମ୍ୟାଚରେ ମୁଖ୍ୟତଃ…