Sign in
Sign in
Recover your password.
A password will be e-mailed to you.
Browsing Tag
latest odia news
ବନ୍ଦରର ବିକାଶ ପାଇଁ ୮୨୦ କୋଟି ଡଲାର
ପ୍ରଧାନମନ୍ତ୍ରୀ ଦ୍ୱାରା ମାରିଟାଇମ୍ ଇଣ୍ଡିଆ ସିମିଟ୍-୨୦୨୧ ଉଦଘାଟନ
ଦକ୍ଷିଣ ଆଫ୍ରିକା ଫେରନ୍ତା ପଜିଟିଭ୍ ଚିହ୍ନଟ
ବ୍ରହ୍ମପୁର: ଗଞ୍ଜାମରେ ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ । ଗଞ୍ଜାମର ୪ଟି କେସ୍ ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ!-->…
ଟିକା ନେଲେ ହର୍ଷବର୍ଦ୍ଧନ, ରାଜ୍ୟ ବିଧାୟକ
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଟିକାରଣ । ସୋମବାର ମୁଖ୍ୟମନ୍ତ୍ରୀ ବିଧାନସଭା ପରିସରରେ ଟିକା ନେଇଥିବାବେଳେ ଆଜି ଅନେକ ବିଧାୟକ ଏବଂ ପୂର୍ବତନ ବିଧାୟକ ଟିକାକରଣ ପକ୍ରିୟାରେ ସାମିଲ ହୋଇଛନ୍ତି ।ସମୁଦାୟ ୨୦ ଜଣ ବିଧାୟକ ଆଜି ଟିକା ନେବେ ବୋଲି ଜଣାପଡିଛି ।
ଆଜିର!-->!-->!-->!-->!-->…
ଭିସୁଟର ଛାତ୍ରଛାତ୍ରୀଙ୍କୁ ହୋଇନାହିଁ କରୋନା
ସମ୍ବଲପୁର: ବୁର୍ଲା ଭିସୁଟର ଛାତ୍ରଛାତ୍ରୀଙ୍କୁ ହୋଇନାହିଁ କରୋନା । କିଟ୍ ଖରାପ ଯୋଗୁଁ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଆଣ୍ଟିଜେନ କିଟ୍ ଖରାପ ଥିବାରୁ ଏଭଳି ରିପୋର୍ଟ ଆସିଥିବା ବେଳେ ଆରଟି-ପିସିଆର ଟେଷ୍ଟରେ ସମସ୍ତ!-->…
ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ ବରିଷ୍ଠ ଅଧିକାରୀ
ଭୁବନେଶ୍ୱର: ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ରାଜ୍ୟ ସରକାରଙ୍କ ସଚିବ ସ୍ତରିୟ ଅଧିକାରୀଙ୍କୁ ନିଯୁକ୍ତି । ନୀତି ଆୟୋଗ ଦ୍ୱାରା ଚିହ୍ନଟ ହୋଇଥିବା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ ଭଳି କ୍ଷେତ୍ରରେ ପଛୁଆ ଥିବା ୧୦ ଆକାଂକ୍ଷୀ ଜିଲ୍ଲାରେ ବିକାଶମୂଳକ କାମ ଅନୁଧ୍ୟାନ ପାଇଁ ୧୦!-->…
ଟିକା ନେବେ ସୁପ୍ରିମକୋର୍ଟ ବିଚାରପତି
ନୂଆଦିଲ୍ଲୀ: ଆଜି ଟିକା ନେବେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି । ସାରାଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟା ଚାଲିଥିବା ସମୟରେ ସୁପ୍ରିମକୋର୍ଟ ବିଚାରପତି ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆଜିଠାରୁ କରୋନା ଟିକା ଦିଆଯିବ ବୋଲି ସୂଚନା ମିଳିଛି । ଏପରିକି ସୁପ୍ରିମକୋର୍ଟର!-->…
ମହାଶିବରାତ୍ରିରେ ପାଆନ୍ତୁ ମହାଦେବଙ୍କ କୃପା….
ଭୁବନେଶ୍ବର: ଆସୁଛି ମହାଶିବରାତ୍ରି ଯେଉଁ ରାତିରେ ଭକ୍ତଙ୍କ ପାଇଁ ଶିବମୟ ହୋଇଥାଏ ପୁରା ମାହୋଲ। ଶ୍ରଦ୍ଧାର ସହ ମହାଶିବରାତ୍ରି ବ୍ରତ ପାଳନ କଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି। ଶିବ ଭକ୍ତଙ୍କ ପାଇଁ ମହାଶିବରାତ୍ରିର ବିଶେଷ ମହତ୍ତ୍ୱ ରହିଛି। ପୌରାଣିକ କଥା ଅନୁସାରେ!-->…
