Odia News Portal
Browsing Tag

latest odia news

ନୀତିଶଙ୍କ ମନ୍ତ୍ରୀମଣ୍ଡଳରେ ୧୭ ନୂଆ ଚେହେରା

ବିହାର: ନୀତିଶ ସରକାର ନିଜର ମନ୍ତ୍ରୀମଣ୍ଡଳ ବିସ୍ତାର କରିଛନ୍ତି । ମଙ୍ଗଳବାର ଆଉ ୧୭ ଜଣ ନେତା ନୀତିଶ ସରକାରରେ ମନ୍ତ୍ରୀ ପଦ ପାଇବା ସହିତ ବିଭିନ୍ନ ବିଭାଗର ଦାୟିତ୍ୱ ସମ୍ଭାଳିବା ଆରମ୍ଭ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେପି ନେତା ଶହନବାଜ୍ ହୁସେନଙ୍କୁ ନୀତିଶ

ସଂସଦରେ ଭାବବିହ୍ୱଳ ହେଲେ ମୋଦି

ନୂଆଦିଲ୍ଲୀ: ସଂସଦରେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ | ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦଙ୍କ ବିଦାୟ ବେଳେ ଭାବବିହ୍ୱଳ ହୋଇ ପଡିଥିଲେ। ରାଜ୍ୟସଭା ସାଂସଦ ଭାବେ ଗୁଲାମ ନବୀ ଆଜାଦଙ୍କ ଆଜି ଶେଷ ଦିନ। ପ୍ରଧାନମନ୍ତ୍ରୀ କହିଛନ୍ତି, “ଗୁଲାମ ନବୀ ଯେତେବେଳେ

ଉତ୍ତରାଖଣ୍ଡରେ ଓଡ଼ିଆ ଯୁବକ ନିଖୋଜ

ଭଦ୍ରକ : ଦେବଭୂମି ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନରେ ଚାନ୍ଦବାଲି ବ୍ଲକରେ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାଯାଇଛି। ତେବେ ପ୍ରାପ୍ତ ଖବର ଅନୁଯାୟୀ ବାଂଶଡା ଥାନା ଯଶିପୁର ପଂଚାୟତ କୁଦକାନ୍ଥି ଗାଁର ରବି ଦାସଙ୍କ ପୁଅ ନାଗାର୍ଜୁନ ଦାସ, ସେ ଉତ୍ତରାଖଣ୍ଡ ଠାରେ ଥିବା ଋଷିଗଙ୍ଗା ଶକ୍ତି

ପୁରୀରେ ଫେଲ୍‌ ମାରୁଛି ବିଜେପିର ରଣନୀତି

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପୁରୀରେ ବିଜେପିର ରଣନୀତି ବାରମ୍ବାର ଫେଲ୍‌ ମାରୁଛି ।ବିଭିନ୍ନ ପ୍ରସଙ୍ଗକୁ ଆଳ କରି ସରକାରଙ୍କୁ ଘେରିବାାଇଁ ଯେତେ ଯାହା କଲେ ବି ତାହା ଦାନା ଧରୁନାହିଁ । ସାଧାରଣ ଲୋକେ ବି ବିଜେପି ସହିତ ପୁରୀ ଯିବା ପାଇଁ ରାଜି ନୁହନ୍ତି । ଏଭଳି ବିଫଳତାକୁ ସାଧାରଣ ଲୋକେ ‘ସବୁ

୨୦୨୧-୨୨ ବଜେଟ୍‌ ଉପରେ ବାଜିବ ମୋହର

ଭୁବନେଶ୍ୱର: ଆଜି ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ । ଆସନ୍ତା ୧୮ ତାରିଖରୁ ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ସମୟରେ ତାହା ପୂର୍ବରୁ ୯ ତାରିଖ ଦିନ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ବଲାଙ୍ଗୀର ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ଶ୍ରୀମୟୀ

ଭୁବନେଶ୍ବର: ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଏକ ଆଦର୍ଶ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ଚାହିଁଲେ ସେ ପଢୁଥିବା ସ୍କୁଲର ବିକାଶରେ ଭାଗିଦାରୀ ହୋଇପାରିବ । ତାହା

ରମାଦେବୀ ପାଇଁ ଆଉ ୧୮ କୋଟି

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୪ଟି ବିଲ୍ଡିଂ ଲୋକାର୍ପଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପଣ । ୩୩ କୋଟି ଟଙ୍କାରେ ଏହି ୪ଟି ବିଲ୍ଡିଂ ନିର୍ମାଣ କରାଯାଇଛି । ଏକାଡେମିକ ବ୍ଲକ ୨ ଓ ୩ ଏବଂ ଅନ୍ୱେଷା ଛାତ୍ରୀ ନିବାସ ଲୋକାର୍ପିତ ହୋଇଛି । କୁନ୍ତଳା

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ

ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ | ମେ ୩ରୁ ମେ ୧୫ ପର୍ଯ୍ୟନ୍ତ ପରୀକ୍ଷା ହେବ | ତେବେ ପରୀକ୍ଷା ସକାଳ ୮ରୁ ଆରମ୍ଭ ହୋଇ ଦିନ ୧୦ ପର୍ଯ୍ୟନ୍ତ ଚାଲିବ| ମେ ୩ ତାରିଖ ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା | ମେ ୫ରେ ଦ୍ୱିତୀୟ ଭାଷା ଇଂଲିଶ , ୭ରେ ତୃତୀୟ ଭାଷା

ଆହତ ଅବସ୍ଥାରେ ହରିଣ ଉଦ୍ଧାର

ଗଞ୍ଜାମ: ଜଙ୍ଗଲ କ୍ଷୟ କାରଣରୁ ବନ୍ୟପ୍ରାଣୀ ଜନବସତି ମୁହାଁ ହେଉଛନ୍ତି। ତେବେ ସେମାନଙ୍କୁ କେତେକ ଖଳପ୍ରକୃତିର ଲୋକ ଶିକାର କରୁଥିବା ମଧ୍ୟ ବହୁ ସମୟରେ ନଜର ରହିଛି । ସେହିପରି ସୋମବାର ଅପରାହ୍ନ ୧:୫୦ ମିନିଟରେ ଏକ ହରିଣ ଦୁର୍ଘଟଣା ଅବସ୍ଥାରେ କୋଦଳା- ଖଲ୍ଲିକୋଟ ମୁଖ୍ୟ ରାସ୍ତା ଇଣ୍ଡିଆନ