Sign in
Sign in
Recover your password.
A password will be e-mailed to you.
Browsing Tag
latest odia news
କଂଗ୍ରେସ କଳି: ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ
ଭୁବନେଶ୍ବର: ପୁଣି ଦାଣ୍ଡରେ ପଡି ହାଟରେ ଗଡିଲା କଂଗ୍ରେସ କଳି । କଂଗ୍ରେସ ଭବନର ପାର୍ଟି ଅଫିସରେ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ । କଂଗ୍ରେସ ଭବନ ପରିସରରେ ହେବାକୁ ଥିବା ଓବିସି ସେଲ୍ ବୈଠକ ପୂର୍ବରୁ ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ଆଜି କଂଗ୍ରେସ!-->!-->!-->…
ମାର୍ଚ୍ଚ ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା
ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ଲାଇନ୍ ପାଠପଢ଼ା ଆରମ୍ଭ । ଏନେଇ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ବିଶ୍ୱବିଦ୍ୟାଳୟ କୁଳପତି ଓ ସରକାରୀ ଏବଂ ଘରୋଇ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ!-->…
ଦ୍ୱିପର୍ଯ୍ୟାୟ ଟିକାକରଣ ପାଇଁ ପ୍ରସ୍ତୁତି ଜୋରଦାର
ଭୁବନେଶ୍ବର: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବୟସ୍କଙ୍କୁ ଟିକାକରଣ ସଂପର୍କରେ ଘୋଷଣା କରାଯିବା ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । କିଭଳି ଢଙ୍ଗରେ ଟିକାକରଣ କରାଯିବ, ତାହାର ଏକ ପ୍ଲାନିଂ ପ୍ରସ୍ତୁତ କରିବା ଲାଗି ସବୁ ଜିଲ୍ଲାପାଳ ଓ ୫ମହାନଗର ନିଗମକୁ ଚିଠି!-->…
ଅକ୍ଷରଙ୍କ ସ୍ପିନ୍ ଯାଦୁରେ ଆଣ୍ଠେଇଲା ଇଂଲଣ୍ଡ
ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ । ପ୍ରଥମ ଇଂନିସ ଶେଷ ସୁଦ୍ଧା ୧୧୨ ରନରେ ଅଲଆଉଟ ହେଲା ଇଂଲଣ୍ଡ । ପ୍ରଥମ ଇଂନିସରେ ୧୧୨ ରନରେ ଅଲଆଉଟ ହେଲା ଇଂଲଣ୍ଡ । ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମର ପ୍ରଥମ ମ୍ୟାଚରେ ଭାରତର ଚମତ୍କାର ପ୍ରଦର୍ଶନ!-->…
