ଜଗନ୍ନାଥ କୋଇଲା ଖଣିରେ ହଜାର ହଜାର କୋଟି ଟଙ୍କାର ଘୋଟାଲା
ତାଳଚେର ଜଗନ୍ନାଥ କୋଇଲା ଖଣିରେ ବେଆଇନ କୋଇଲା ଷ୍ଟକ୍ ସହ କୋଇଲାକୁ ମାଟି ଓ ପଥର ଦର୍ଶାଇ ଲୁଟ୍ କରାଯାଉଛି। ହଜାର ହଜାର କୋଟି ଟଙ୍କାର କୋଇଲାକୁ ଏପରି ନିମ୍ନମାନର ଦର୍ଶାଇ ଚଳୁ କରିଦିଆଯାଉଛି। ମୁଣ୍ଡା କୋଇଲାକୁ ଗୁଣ୍ଡ କରି ଚାଲାଣ କରାଯାଉଛି। ଭଲ କୋଇଲାକୁ ପଥର କୋଇଲା ଦର୍ଶାଇ…
