Odia News Portal
Browsing Tag

latest odia news

ନବ ଦାସ ହତ୍ୟା ପ୍ରସଙ୍ଗ:ପୁଲିସ-ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି

ବିଧାନସଭା ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ ବେଳେ ପୁଲିସ- ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ବିଧାନସଭା ଘେରାଉ ପାଇଁ ଯିବା ବେଳେ ପୁଲିସ ସହ କିଛି ଛାତ୍ର କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଥିଲେ। ନବ ଦାସ ହତ୍ୟା ପ୍ରସଙ୍ଗରେ ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କୁ…

ପ୍ରଶ୍ନପତ୍ର ଲିକ୍ ହୋଇନି: ସମୀର ଦାଶ

ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ଗଣଶିକ୍ଷା ମନ୍ତ୍ରୀଙ୍କ ଖଣ୍ଡନ । ଗୃହ ବାହାରେ ଖଣ୍‌ଡନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେ କହିଛନ୍ତି ମୋ ପାଖରେ ଲିକ୍ ହୋଇଥିବା ନେଇ କିଛି ଖବର ନାହିଁ କି ବିଭାଗ ପାଖରେ ମଧ୍ୟ ନାହିଁ । ମ୍ୟୁ ପୁରୀ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ କଥା ହୋଇ…

ଭାରତ ଆମର ପ୍ରକୃତ ବନ୍ଧୁ :- ଶେଖ ହସିନା

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତକୁ ପ୍ରକୃତ ବନ୍ଧୁ ଆଖ୍ୟା ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ବନ୍ଧୁତା ବଜାୟ ରଖିବା ଉପରେ ମଧ୍ୟ ସେ ଜୋର ଦେଇଛନ୍ତି। ବାଂଲାଦେଶ-ଭାରତ ବନ୍ଧୁତ୍ୱ ପାଇପଲାଇନର ଉଦଘାଟନ ଅବସରରେ ସେ ଏକଥା କହିଛନ୍ତି।ଶେଖ ହସିନା କହିଛନ୍ତି, ରୁଷିଆ-ୟୁକ୍ରେନ ଯୁଦ୍ଧ ହେତୁ…

Disney କରିବ ୪ ହଜାର କର୍ମଚାରୀଙ୍କ ଛଟେଇ: ଚିହ୍ନଟ କରିବା ପାଇଁ ମ୍ୟାନେଜରଙ୍କୁ ନିର୍ଦ୍ଦେଶ

ମନୋରଞ୍ଜନ କ୍ଷେତ୍ରରେ ଖୁବ ନାଁ କମାଇଥିବା ଡିସନି କର୍ମଚାରୀଙ୍କ ଉପରେ ନେଇଛି ଏକ ବଡ ପଦକ୍ଷପ । ନିଜର କର୍ମଚାରୀ କ୍ଷମତାରେ ହ୍ରାସ କରିବା ନେଇ ନିଷ୍ପତ୍ତି ନେଇଛି କମ୍ପାନୀ । ଅଫିସରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୪ ହଜାର କର୍ମଚାରୀଙ୍କୁ ଛଟେଇ କରିବା ପାଇଁ କମ୍ପାନୀର ଯୋଜନା ରହିଛି…

ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ

ଦ୍ୱିତୀୟ ଦିନିକିଆରେ ଏକତରଫା ଭାବରେ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଭାରତ ଦେଇଥିବା ୧୧୮ ରନର ଚୋଟ ଲକ୍ଷ୍ୟକୁ ମାତ୍ର ୧୧ ଓଭରରେ ପୂରଣ କରିଥିବା ବେଳେ ଏହି ମ୍ୟାଚକୁ ୧୦ ୱିକେଟରେ ଦଳ ଜିତି ନେଇଛି । ତେବେ ଅଷ୍ଟ୍ରେଲିଆର ଦୁଇ ଓପନର ଟ୍ରାଭିସ ହେଡ ଏବଂ ମିଚେଲ ମାର୍ଶଙ୍କ ଦମଦାର ଅର୍ଦ୍ଧଶତକ…

ଚାଇନା ବିମାନ କମ୍ପାନୀ ବିରୋଧରେ କଟକଣା ଜାରି କରିବାକୁ ଆମେରିକାର ଯୋଜନା…

ଆମେରିକାର ପରିବହନ ବିଭାଗ ଚାଇନାର ବିମାନ ଚଳାଚଳ କମ୍ପାନୀଙ୍କ ଦ୍ୱାରା ରୁଷିଆର ବାୟୁସେନାର ବନ୍ଦର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନର ତିନିଜଣ ଅଧିକାରୀ ନ୍ୟୁୟର୍କ ଟାଇମ୍ସକୁ ଏହି ସୂଚନା ଦେଇଛନ୍ତି। ଜାତୀୟ ସୁରକ୍ଷା ଦଳ…

ବଡଦାଣ୍ଡ ଲହୁଲୁହାଣ

ଶନିବାର ସକାଳେ ପୁରୀ ବଡଦାଣ୍ଡରେ ଲହୁଲୁହାଣ ପରିସ୍ଥିତି ହୋଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୩ ଜଣ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ବାଦାଦନ୍ଦା ବଜାରର ଖଦିପଡା ମେଲାନାରେ ହୋଇଥିବା ଆକ୍ରମଣରେ ପ୍ରାୟ ତିନି ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତର…

ୟୁପିରେ ବିଦ୍ୟୁତକର୍ମୀଙ୍କ ଧର୍ମଘଟ

ହାଇକୋର୍ଟ କଠୋର ହେବା ପରେ ଏବେ ୟୁପି ସରକାର ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତେଣୁ ସରକାର ୬୫୦ ଚୁକ୍ତିଭିତ୍ତିକ ଶ୍ରମିକମାନଙ୍କ ସେବା ସମାପ୍ତ କରିଦେଇଛନ୍ତି । ଏହାସହ କର୍ମଚାରୀ ମାନଙ୍କୁ ଉପସ୍ଥାପନା ନକରିବାରୁ ୭ଟି ଏଜେନ୍ସି ବିରୋଧରେ ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷରେ…

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ୱୀକାର କରିଛି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)। ତେବେ ଏଠି ପାଇଁ ପିଲା ମାନଙ୍କୁ ଚିନ୍ତିତ ହେବା ଆବଶ୍ୟକ ନାହିଁ ବୋଲି ବୋର୍ଡ କହିଛି । ମୁଦ୍ରଣଜନିତ ତ୍ରୁଟି ହୋଇଥିବା କହିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।…

ଟିଏସ୍‌ଏମ୍‌ଏଲ୍‌କୁ ସମ୍ମାନଜନକ ଉତ୍କର୍ଷ ପୁରସ୍କାର

ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌)କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ଦୀର୍ଘସ୍ଥାୟୀ ଜଳ ପରିଚାଳନା ପାଇଁ ଟାଟା ଷ୍ଟିଲ୍‌ ମାଇନିଂର ଉନ୍ନତ ପ୍ରଯୁକ୍ତି ଓ ସମାଧାନ ବ୍ୟବସ୍ଥାକୁ ହୃଦୟଙ୍ଗମ କରି ଶ୍ରେଷ୍ଠ ଦୀର୍ଘସ୍ଥାୟୀ ଜଳ ପରିଚାଳନା ଓ…