Odia News Portal
Browsing Tag

latest odia news

୧୯୫ ରନରେ ଅଲ୍‌ଆଉଟ୍ ଅଷ୍ଟ୍ରେଲିଆ ଦଳ

ମେଲବର୍ଣ୍ଣ: ମେଲବର୍ଣ୍ଣର ଏମସିଜି ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ମାତ୍ର ୧୯୫ ରନରେ ଅଲ୍‌ଆଉଟ୍ ହୋଇଛି ଅଷ୍ଟ୍ରେଲିଆ ଦଳ । ପ୍ରଥମ ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରାରମ୍ଭିକ ବ୍ୟାଟିଂରେ ଦଳ ବିପର୍ଯ୍ୟୟର

ଯୋଗ କରନ୍ତୁ ସୁସ୍ଥ ରୁହନ୍ତୁ

ଯୋଗ ପ୍ର।ଚୀନ ଭ।ରତୀୟ ସଂସ୍କୃତିର ଏକ ସ୍ଵତନ୍ତ୍ର ପରିଚୟ ଆଜିର ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରକୁ ସୁସ୍ଥ ରଖିବ। ପ।ଇଁ ଲୋକମ।ନଙ୍କ ପ।ଖରେ ସମୟ ନ।ହିଁ। ଫଳରେ ଲୋକେ କମ୍ ବୟସରେ ଅସୁସ୍ଥ ହୋଇପଡୁଛନ୍ତି । ଆଜିର ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରକୁ ସୁସ୍ଥ ରଖିବ। ପ।ଇଁ ଲୋକମ।ନଙ୍କ ପ।ଖରେ ସମୟ

କୃଷି ଓ କୃଷକଙ୍କ ପାଇଁ କେନ୍ଦ୍ର ଦେଲାଣି ୬୦ ହଜାର କୋଟି: ଧର୍ମେନ୍ଦ୍ର

ଢେଙ୍କାନାଳ: ଭାରତୀୟ ଜନତା ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଆଜି ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ ଦେଇ

୨୫ ଡିସେମ୍ବରରେ ନିକାହ କରିଛନ୍ତି ଗୌହର ଖାନ୍

ଗୌହର ଖାନ୍ କୁବୁଲ୍ କଲେ ଜୈଦ ଦରବାରଙ୍କ ସହିତ ନିକାହ । ଅଭିନେତ୍ରୀ ଏବଂ ମଡେଲ ଗୌହର ଖାନ ନିଜ ବୟଫ୍ରେଣ୍ଡ ଜୈଦ ଦରବାରଙ୍କ ସହିତ ନିକାହ କରିଛନ୍ତି । ଦୁହେଁ ୨୦୨୦ରୁ ପରସ୍ପରଙ୍କୁ ବହୁତ ଦିନ ଧରି ଡେଟ୍ କରୁଥିଲେ । ପରେ ଏମାନେ ବିବାହ କରିବାର ନିଷ୍ପତ୍ତି ନେଲେ । ଏମାନଙ୍କ ବିବାହ ପାଇଁ

ଧଳ ସାମନ୍ତଙ୍କ ଘରୁ ପୁଣି ବନ୍ଧୁକ ଗୁଳି ସହ ନଗଦ ଟଙ୍କା ଜବତ

ଭୁବନେଶ୍ୱର: ଗତକାଲି ଠାରୁ କମିଶନରେଟ ପୋଲିସ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେଶନ ଆଜି ଶେଷ ହୋଇଛି | ସର୍ଚ୍ଚ ଅପରେଶନ ଶେଷରେ ତାଙ୍କ ଘରେ ଥିବା ସିକ୍ରେଟ ଚ୍ୟାମ୍ବରରୁ ୩ଟି ବନ୍ଧୁକ ଓ ୧୭୫ ରାଉଣ୍ଡ ଗୁଳି,କେତେକ ମାଗାଜିନ ସହ ନଗଦ ୧୬.୫ ଲକ୍ଷ ଟଙ୍କା ଜବତ କରାଯାଇଛି ବୋଲି କଟକ ଡିସିପି

ମୁଣ୍ଡ ବିନ୍ଧା ଓ ଏହାର ପ୍ରତିକାର

ମୁଣ୍ଡ ଓ ବେକର ଯେ କୌଣସି ସ୍ଥାନରେ ଯନ୍ତ୍ରଣା ହେଲେ ତାହାକୁ ମୁଣ୍ଡ ବିନ୍ଧା ହେଉଛି ବୋଲି କହନ୍ତି । ଏହା ଏକ ଲକ୍ଷଣ, ରୋଗ ନୁହେଁ । ମୁଣ୍ଡ ଓ ବେକରେ ହେଉଥିବା ଅନେକ ରୋଗରେ ଏହା ଏକ ଲକ୍ଷଣ ରୁପେ ପ୍ରକାଶ ପାଏ । ଅନ୍ୟ ନାମ: ଲୋକମାନେ ଏହାକୁ ଶିର ପୀଡା, ଶିର ବେଦନା, ମୁଣ୍ଡ ବ୍ୟଥା ଓ

ରାଜ୍ୟରେ ଆଉ ୪ ଜଣଙ୍କର ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩୩୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୁଣ୍ଡ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୫୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି

ବୃଷ ରାଶି ଲୋକମାନଙ୍କର କେମିତି କଟିବ ୨୦୨୧,ଆସନ୍ତୁ ଜାଣିବା..

ବୃଷଭ ରାଶିର ଲୋକମାନେ ସାଧାରଣତଃ ଧୌର୍ଯ୍ୟଶୀଳ ହୋଇଥାଆନ୍ତି । କୌଣସି ବି ପରିସ୍ଥିତିକୁ ମଧ୍ୟ ସମ୍ଭାଳି ନିଅନ୍ତି । ମନ ଜିତିବା ଏମାନଙ୍କ ଠାରୁ ଶିଖିବା କଥା । ଏମାନେ ଭରସାଯୋଗ୍ୟ ହୋଇଥାଆନ୍ତି । ଏମାନେ ଧିର ଓ ଗମ୍ଭୀର ହୋଇଥାଆନ୍ତି । ବୃଷଭ ରାଶିର ସ୍ୱାମୀ ଶୁକ୍ର ଅଟନ୍ତି । ୨୦୨୧ ପାଇଁ

ବିଜେଡି ପ୍ରତିଷ୍ଠା ଦିିବସ: ମହିଳା କାର୍ଡ ଖେଳିଲେ ନବୀନ

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିିବସ । ଏହି ଅବସରରେ ଦଳର କର୍ମୀ ଠୁ ନେତା ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ । ତେବେ ଉଦବୋଧନରେ ମହିଳା କାର୍ଡ ଖେଳିଛନ୍ତି ନବୀନ । ମହିଳା ସଶକ୍ତିକରଣ ଓ ମହିଳା ବିକାଶ ନେଇ ନିଜ ଆଭିମୁଖ୍ୟ ରଖିଛନ୍ତି

ରାଜ୍ୟରେ ଆଉ ୩୩୪ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୩୩୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଚିହ୍ନଟ ସଂକ୍ରମିତ ମାନଙ୍କ ମଧ୍ୟରୁ ୧୯୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ସମୟରେ ବାକି ୧୪୦ ଜଣ ସଂକ୍ରମିତ ହେଉଛନ୍ତି ଲୋକାଲ କେସ୍। ତେବେ ଚିହ୍ନଟ