Odia News Portal
Browsing Tag

latest odia news

ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ,ପ୍ରଦୀପ ଜେନା ଉନ୍ନୟନ କମିଶନର

ରାଜ୍ୟ ପ୍ରଶାସନିକ ସେବାର ବଡ ଧରଣର ଅଦଳ ବଦଳ ।ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର ହେଲେ ନୂଆ ମୁଖ୍ୟ ଶାସନ ସଚିବ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସ୍ଥାନରେ ସୁରେଶ ମହାପାତ୍ରଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଡିସେମ୍ବର…

ଆପଣ ଡାଇବେଟିସ୍ ରେ ପୀଡିତ କି? ଜାଣନ୍ତୁ ଏହାର ପ୍ରତିକାର…

ଆଜିର ସମୟରେ ଡାଇବେଟିସ୍‌(ମଧୁମେହ) ଏକ ସାଧାରଣ କଥା ହୋଇଗଲାଣି । ଯେତେବେଳେ ବ୍ଲଡ୍ ରେ ସୁଗାର ର ସ୍ତର ଅଧିକ ହୋଇଯାଏ ସେତେବେଳେ ଏହି ରୋଗ ହୋଇଥାଏ । ଏହି ସମୟରେ ବାରମ୍ବାର ଶୋଷ ଲାଗିବା, ପରିସ୍ରା ଲାଗିବା ଏବଂ ଅଧିକ ଭୋକ ଲାଗିବା ଆଦି ସମସ୍ୟା ଆରମ୍ଭ ହୋଇଥାଏ । ଏହି ରୋଗ ଦ୍ୱାରା…

ଦେଶବାସୀଙ୍କୁ ପବିତ୍ର ବଡ଼ଦିନର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡିଶାର ମୁଖ୍ୟମନ୍ତ୍ରୀ ଏବଂ…

ଆଜି ପବିତ୍ର ବଡ଼ଦିନ । ଗତକାଲି ମଧ୍ୟରାତ୍ରୀରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ । କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ରାଜ୍ୟରେ ପାଳନ ହୋଇଛି ବଡ଼ଦିନ । ତେବେ ଚଳିତ ବର୍ଷ କରୋନା ପାଇଁ ଚର୍ଚ୍ଚରେ ଏକାଠି ହେବେନି ଖ୍ରୀଷ୍ଟଧର୍ମାମ୍ବଲମ୍ବୀ । କିନ୍ତୁ ଘରେ ରହି ଖ୍ରୀଷ୍ଟ ଧର୍ମୀ…

ଦୃଢ ଇଚ୍ଛାଶକ୍ତି ବଳରେ ବଳୀୟାନ ଜୟକିଶୋର,୬୪ ବର୍ଷରେ ହେଲେ ଡାକ୍ତରୀ ଛାତ୍ର

ଶିକ୍ଷା ପାଇଁ ବୟସ ନୁହେଁ, କେବଳ ଦୃଢ ଇଚ୍ଛାଶକ୍ତିର ଆବଶ୍ୟକତା ହୋଇଥାଏ । ଦୃଢ ଇଚ୍ଛାଶକ୍ତି ପାଖରେ ଥିଲେ ମଣିଷ କଣ ନ କରି ପାରେ ଏହି ଉକ୍ତିଟିର ସଠିକ ଓ ଯୁକ୍ତିଯୁକ୍ତ ପ୍ରମାଣ ସହ ଉଦାହରଣ ସୃଷ୍ଟି କରିଛନ୍ତି ବରଗଡ଼ ଜିଲ୍ଲା ଅତାବିରାର ଅବସରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ଜୟକିଶୋର ପ୍ରଧାନ ।…

୩ରୁ ଖୋଲିବ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ

ପୁରୀ ଶ୍ରୀମନ୍ଦିର ସମେତ ଜିଲ୍ଲାର ବହୁ ଧର୍ମାନୁଷ୍ଠାନ ଖୋଲି ସାରିଥିବା ସମୟରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଏବଂ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅଧୀନରେ ଆସୁଥିବା ମନ୍ଦିର ବ୍ୟତୀତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ଆସନ୍ତା ୩ ତାରିଖରେ…

ଧରାବତରଣ କଲେ ପ୍ରଭୁ ଯୀଶୁ,କୋଭିଡ ନିୟମ ମାନି ରାଜଧାନୀରେ ବଡ଼ଦିନ ପାଳନ

ଆଜି ପବିତ୍ର ବଡଦିନରେ ଧରାପୃଷ୍ଟକୁ ଆଗମନ କରିଛନ୍ତି ପ୍ରଭୁ ଯୀଶୁ । ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରାୟ ରାତି ୩ଟା ଯାଏଁ ଚଳଚଞ୍ଚଳ ଥିଲା ରାଜଧାନୀ ତଥା ରାଜ୍ୟର ବିଭିନ୍ନ ଅନ୍ୟ ଚର୍ଚ୍ଚ । ଯୀଶୁଙ୍କ ଆଗମନରେ ରଙ୍ଗ ବେରଙ୍ଗର ଆଲୁଅ ମାଳାରେ ଝଲସୁଥିଲା ସମସ୍ତ ଚର୍ଚ୍ଚ । ଝଲସୁଥିଲା ବିଭିନ୍ନ…

ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ପଟ୍ଟା ଆବଣ୍ଟନ

ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଆଜି ଭୁବନେଶ୍ୱର ଉପକଣ୍ଠର ୪ଟି ଗାଁ ସହଜପୁର, ନାରଗୋଦା, ସିଜୁପୁଟ ଓ ପାଇକରାପୁରର ଗ୍ରାମବାସୀମାନଙ୍କୁ ବିକଶିତ ଅଞ୍ଚଳର ଜମିପଟ୍ଟା ଆବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସିଂ ଜରିଆରେ ପଟ୍ଟା ଆବଣ୍ଟନ କରିଛନ୍ତି ।…

ପିଉଛନ୍ତି କି ଏହି ସବୁ ପାନୀୟ ହୋଇଯାଆନ୍ତୁ ସାବଧାନ, ବଢ଼ିପାରେ ଶରୀରରେ ସୁଗାରର ମାତ୍ରା

ଆଜିକାଲି ଘରେ ଘରେ ଡାଏବେଟିସ ଓ ରକ୍ତଚାପ ରୋଗୀ। ଡାଏବେଟିସ୍ ରୋଗୀଙ୍କୁ ନିଜ ଖାଇବା ପିଇବା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ତେବେ ଡାଏବେଟିସ୍ ରୋଗୀ ପାନୀୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ତେବେ ଡାଏବେଟିସ ରୋଗୀଙ୍କ ପାଇଁ ସବୁଠାରୁ ହାନିକାରକ ପାନୀୟ । ଡାଏବେଟିସ୍ ରୋଗୀ ଜିରୋ…

‘କୁଲି ନମ୍ବର-୧’ର ପ୍ରମୋସନରେ ବ୍ୟସ୍ତ ବରୁଣ-ସାରା

ଅପକମିଂ ଫିଲ୍ମ ‘କୁଲି ନମ୍ବର-୧’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ବରୁଣ-ସାରା। ଏହି ସମୟରେ ଅଭିନେତ୍ରୀ ସାରା ତାଙ୍କ କୋ-ଷ୍ଟାର ବରୁଣଙ୍କ ସହ ଅନେକ ନୂଆ ପୁରୁଣା ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ତେବେ ଗତକାଲି ଆମାଜନ ପରିମେ ଭିଡ଼ିଓରେ ରିଲିଜ ହେବାକୁ ଯାଉଛି ଫିଲ୍ମ ‘କୁଲି ନମ୍ବର-୧’।…

ଚାଷୀଙ୍କ ପାଇଁ ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ଦେଶରେ ଚାଲିଥିବା କୃଷି ଆନ୍ଦୋଳନକୁ ନେଇ ରାଜନୀତି ସରଗରମ ରହିଛି । ଗୁରୁବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ୨ କୋଟି ଲୋକଙ୍କ ଦସ୍ତଖତ ସହିତ ସ୍ମାରକପତ୍ର ହସ୍ତାନ୍ତର କରିଛନ୍ତି। ଅପରପକ୍ଷରେ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି।…