Odia News Portal
Browsing Tag

latest odia news

ରିମାଣ୍ଡରେ ଡି-ବ୍ରଦର୍ସ: ୩ ଦିନିଆ ରିମାଣ୍ଡରେ ସତ ଓଗାଳିବ କମିଶନରେଟ୍ ପୋଲିସ

କମିଶନରେଟ୍ ପୋଲିସ ଡି-ବ୍ରଦର୍ସଙ୍କୁ ଆଜିଠାରୁ ରିମାଣ୍ଡରେ ନେଇଛି । ୩ ଦିନିଆ ରିମାଣ୍ଡରେ ଚୋରା ବନ୍ଧୁକ କାରବାରର ସତ ଖୋଜି ବାହାର କରିବ କମିଶନରେଟ୍ ପୋଲିସ । ଗତ ଡିସେମ୍ବର ୧୦ ତାରିଖରେ କମିଶନରେଟ୍ ପୋଲିସ ଡି-ବ୍ରଦର୍ସଙ୍କ କଟକ ସିଡିଏ ସେକ୍ଟର-୬ ସ୍ଥିତ ଘରେ ଚଢ଼ାଉ କରିଥିଲା । ରେଡ୍ ବେଳେ…

ଆଜିର ଦିନରେ କ୍ୟାପଟେନ କୋହଲି ଲଗାଇଥିଲେ ପ୍ରଥମ ଶତକ,ଫ୍ୟାନ୍ସ ହୋଇଥିଲେ ଚକିତ

ଭାରତୀୟ ଦଳର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ ଓ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୧୧ ବର୍ଷ ତଳେ ଆଜିର ଦିନରେ ପ୍ରଥମ ଅନ୍ତରାଷ୍ଟ୍ରୀୟ ଶତକ ଲଗାଇଥିଲେ । କୋଲକାତାରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ମୁକାବିଲାରେ ବିଜୟ ଲକ୍ଷ୍ୟକୁ ପିଛା କରି ୧୦୭ ରନ୍ କରିଥିଲେ କୋହଲି । ବିରାଟ ଏବେସୁଦ୍ଧା…

ସ୍କାଏ କିଙ୍ଗ ଠକେଇ ମାମଲାରେ ଚର୍ଚ୍ଚିତ ବାପ-ପୁଅ ଯୋଡିକୁ ମିଲିଲାନି ଜାମିନ୍

କୋଟିପତି ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକକୁ ମିଲିଲାନି ଜାମିନ। ଏସଡିଜେଏମ୍‌ କୋର୍ଟ ଆଜି ଉଭୟଙ୍କ ଜାମିନ ଆବେଦନ ଖାରାଜ କରି ଦେଇଛନ୍ତି । ଭୁବନେଶ୍ୱର ସ୍କାଏ କିଙ୍ଗ ଅଫିସର ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଦୁହିଁଙ୍କ ଜାମିନ ଖାରଜ ହୋଇଛି । ଅନ୍ୟପକ୍ଷେ ଆଜି ଅଭୟକାନ୍ତ ପାଠକଙ୍କ…

ପରୀ ହତ୍ୟା କାଣ୍ଡର ଡେମୋ ଦେଖାଇଲା ଅଭିଯୁକ୍ତ ସରୋଜ

ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଏସ୍‌ଆଇଟି ଗିରଫ ଅଭିଯୁକ୍ତ ସରୋଜଙ୍କୁ ଆଜି ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌ ରିକ୍ରିଏଟ କରିଛି । ଯଦୁପୁରର ପୋଖରୀ ନିକଟରୁ ନାବାଳିକା ଶରୀରର କିଛି ହାଡ଼ ମିଳିଥିବା ନେଇ ଡେମୋ ଦେଖାଇଲା ଏସ୍‌ଆଇଟି। ପୋଖରୀ କୂଳରେ ସରୋଜ ଘଟଣା…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ରାଉରକେଲାରେ ତିଆରି ହେବ ଭାରତର ସର୍ବବୃହତ ହକି ଷ୍ଟାଡିୟମ

ରାଉରକେଲାରେ ତିଆରି ହେବ ଭାରତର ସର୍ବବୃହତ ହକି ଷ୍ଟାଡିୟମ। ଆଜି ସକାଳେ ଏନେଇ ମୁଖ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଷ୍ଟାଡିୟମରେ ହକି ବିଶ୍ୱକପ-୨୦୨୩ ଆୟୋଜିତ ହେବ ବୋଲି ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।ତେବେ ଏନେଇ ନିକଟରେ ଅନ୍ତର୍ଜାତୀୟ ହକି ଫେଡେରେସନ,…

ପରୀ ମୃତ୍ୟୁ ମାମଲାରେ ସତ ଜାଣିଥିଲେ ସରୋଜର ପରିବାର ଲୋକ!

ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଅଭିଯୁକ୍ତ ସରୋଜ ସେଠୀକୁ ଏସଆଇଟି ଗିରଫ କରିବା ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ । ଏହାରି ଭିତରେ ପୁଣି ନୂଆ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଏସଆଇଟିର ସୂଚନା ଅନୁସାରେ…

ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତୁରନ୍ତ ଚାର୍ଜସିଟ୍ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପରୀ ମାମଲାରେ ତୁରନ୍ତ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଘଟଣାର ତଦନ୍ତ କରୁଥିବା ଏସଆଇଟିକୁ ଚାର୍ଜସିଟ୍ ଦାଖଲ କରିବା ଲାଗି ଦେଲେ ନିର୍ଦ୍ଦେଶ। ସୂଚନା ଅନୁସାରେ, ଆବେଦନକାରୀ ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ଦାଖଲ ହୋଇଥିଲା ସତ୍ୟପାଠ।ପରୀ ହତ୍ୟା ଓ ଦୁଷ୍କର୍ମ…

ଜେଲରୁ ମୁକୁଳିବା ବାଟ ବନ୍ଦ: ଜେଲରୁ ବାହାରି ପାରିବେନି ପ୍ରଦୀପ ସେଠୀ

ଜେଲରୁ ଏବେ ବାହାରି ପାରିବେନି ଏଟି ଚିଟଫଣ୍ଡ ଦୁର୍ନୀତିର ଦୋଷୀ ପ୍ରଦୀପ ସେଠୀ । ଗତ ୭ବର୍ଷ ଜେଲ୍‌ରେ କଟାଇଥିବାରୁ ତାଙ୍କୁ ମୁକ୍ତ କରିବାକୁ ଆବେଦନ କରି ପ୍ରଦୀପ ସେଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟର ଦୁଇଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଆବେଦନକୁ ଖାରଜ କରି…

ସୀମାନ୍ତରେ ଲାଲବାହିନୀର ବର୍ବରକାଣ୍ଡ: ପୋଲିସ ଇନଫର୍ମମର ସନ୍ଦେହରେ ହତ୍ୟା

ସୀମାନ୍ତରେ ଲାଲବାହିନୀ ପୁଣି ଭିଆଇଲେ ବର୍ବରକାଣ୍ଡ | ପୋଲିସ ଇନଫର୍ମମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା | ଆନ୍ଧ୍ରପ୍ରଦେଶର ବିଶାଖାପାଟଣମ୍ ଜିଲ୍ଲାର ପେଦାବାଇଲୁ ଚିନ୍ତାଗୁରୁ ଗାଁର ସତୀଶ ବାବୁଙ୍କୁ ଘରୁ ଡାକି ନେଇ ମାଓବାଦୀମାନେ ହତ୍ୟା କରିଛନ୍ତି। କରୁକୋଣ୍ଡାଦଲମ ମାଓ ସଂଗଠନ ପକ୍ଷରୁ…

ଆଜିଠାରୁ ପୁରୀ ଅଠରନଳା ପୋଲ ଉପରେ ଗାଡ଼ି ଯାତାୟତ ସମ୍ପୂର୍ଣ ବନ୍ଦ

ଆଜିଠୁ ପୁରୀ ଅଠରନଳା ପୋଲ ଉପରେ ଦୁଇ ଚକିଆ ଓ ତିନି ଚକିଆ ଗାଡ଼ି ଯାତାୟତ ବନ୍ଦ କରାଯାଇଛି। ଐତିହ୍ୟ କିର୍ତ୍ତିରାଜି ସୁରକ୍ଷା ଓ ସଂରକ୍ଷଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏଏସ୍ଆଇର ରିପୋର୍ଟ ଆଧାରରେ ଆଜିଠାରୁ ଅଠରନଳାକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରାଯାଇଛି । ଏ…