Odia News Portal
Browsing Tag

latest odia news

ବିଜେଡିର ରାଜ୍ୟ ପରିଷଦ ବୈଠକ:ଦଳୀୟ ସଦସ୍ୟମାନଙ୍କୁ ସୁପ୍ରିମୋ ଦେବେ ଗୁରୁମନ୍ତ୍ର

ସୋମବାର ଦିନ ଆରମ୍ଭ ହୋଇଛି ବିଜେଡିର ରାଜ୍ୟ ପରିଷଦ ବୈଠକ ।ଏହି ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରକାର ଓ ସଙ୍ଗଠନକୁ ନେଇ ଦଳୀୟ କାର୍ଯ୍ୟକର୍ତାଙ୍କୁ ମତାମତ ମାଗିଛନ୍ତି । ଦଳୀୟ କାର୍ଯ୍ୟାଳୟରେ ରଖାଯାଇଥିବା ଡ୍ରପ ବକ୍ସରେ ସମସ୍ତ କାର୍ଯ୍ୟକର୍ତା ଆଜି ସନ୍ଧ୍ୟା ସୁଦ୍ଧା ଗୋଟିଏ…

କନ୍ଧମାଳରେ ପୋଲିସ ମାଓବାଦୀ ଗୁଳି ବିନିମୟ

ପୋଲିସ ମାଓବାଦୀ ଗୁଳି ବିନିମୟ |କନ୍ଧମାଳ ଗୋଛାପଡ଼ା ବୀରେନି ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଛି ଗୁଳି ବିନିମୟ | ମାଓବାଦୀ କ୍ୟାମ୍ପର ଖବର ପାଇ ପୋଲିସ କରିଥିଲା କମ୍ବିଂ ଅପରେସନ | ଏସଓଜି ଓ ଡିଭିଏଫ୍ ପକ୍ଷରୁ ମିଳିତ ଭାବେ କରାଯାଇଥିଲା ଏହି କମ୍ବିଂ ଅପରେସନ | କମ୍ବିଂ ବେଳେ…

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ:ଦଳ ସୁଦୃଢ଼ କରିବାକୁ ସୁପ୍ରିମୋଙ୍କ ମନ୍ତ୍ର

ଆଜି ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟକାର୍ଯ୍ୟାଳୟଠାରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇାଇଛି । ଏହି ବୈଠକରେ ୯ଟି ପ୍ରସ୍ତାବ ପାରିତ ହୋଇଯାଇଛି । ବୈଠକରେ ୮୦ କାର୍ଯ୍ୟକାରିଣୀ ସଦସ୍ୟ, ନିମନ୍ତ୍ରିତ ଉପସଭାପତି ଓ ବରିଷ୍ଠ ନେତା…

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ୯ଟି ପ୍ରସ୍ତାବ ପାରିତ

ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ୯ଟି ପ୍ରସ୍ତାବ ଗୃହୀତ ହୋଇଛି । ୯ଟି ପ୍ରସ୍ତାବକୁ ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଦଳର ସମ୍ବିଧାନ ସଂଶୋଧନ ମଧ୍ୟ କରାଯାଇଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି…

ସରିଲା ଆକାଶ ପାଠକର ୪ ଦିନିଆ ରିମାଣ୍ଡ ଅବଧି

ଆକାଶ ପାଠକର ୪ ଦିନିଆ ରିମାଣ୍ଡ ଅବଧି ଶେଷ | ଠକେଇ ମାମଲାରେ ଗିରଫ ଆକାଶ ପାଠକର ୪ ଦିନିଆ ରିମାଣ୍ଡ ଆଜି ଶେଷ ହୋଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ସ୍କାଏ କିଙ୍ଗର ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଆକାଶଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଥିଲା କମିଶନରେଟ୍ ପୁଲିସ୍।…

ସାଂସଦଙ୍କ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ କଲା ପୁରୀ ଘାଟ ଥାନା ପୋଲିସ

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ କରିଛି ପୁରୀ ଘାଟ ଥାନା ପୋଲିସ। ଅନୁଭବଙ୍କ ପତ୍ନୀ ବର୍ଷାଙ୍କ ଏତଲା ଭିତ୍ତିରେ ୪୯୮-ଏରେ ଏହି ମାମଲା ରୁଜୁ କରାଯାଇଛି। ଏଥିସହିତ ଅନୁଭବଙ୍କ ୨ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଘରୋଇ ହିଂସା ଓ ନିର୍ଯାତନା ନେଇ…

କେନ୍ଦ୍ରାପଡାରେ ୫-ଟି ସଚିବ: ତ୍ୱରାନ୍ୱିତ ହେଲା ମହାନଦୀ ବନ୍ଦର ପ୍ରକଳ୍ପ କାର୍ଯ୍ୟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ନେତୃତ୍ୱରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଏବଂ ବାଣିଜ୍ୟ ଓ ପରିବହନ ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ରଙ୍କ ଏକ ଉଚ୍ଚସ୍ତରୀୟ ଟିମ ପ୍ରସ୍ତାବିତ ମହାନଦୀ ବନ୍ଦର ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି…

ନୂଆ ଗୀତର ପ୍ରମୋସନ୍ ପାଇଁ ନେହାଙ୍କ ମିଛ ଡ୍ରାମା,ବଢ଼ିଲା ଫ୍ୟାନ୍ସଙ୍କ ରାଗ

ବଲିଉଡର ଗାୟିକା ନେହାଙ୍କ ‘ବେବି ବମ୍ପ୍‌’ ଖବରକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋରଦାର ହୋଇଥିଲା | ଗତକାଲି ବଲିଉଡ ସିଙ୍ଗର ନେହା କକ୍କର ହଠାତ୍ ତାଙ୍କର ‘ବେବି ବମ୍ପ୍‌’ ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିବା ପରେ ଫଟୋଟି ବେଶ୍‌ ଚର୍ଚ୍ଚା ପାଲଟିଥିଲା। ଫଟୋ ସେୟାର କରୁ…

ରାତି ଅଧରେ ସ୍ୱାମୀଙ୍କ ନାଁ’ରେ ଥାନାରେ ଏତଲା ଦେଲେ ବର୍ଷା

ସାଂସଦ ଅନୁଭବ ଓ ଅଭିନେତ୍ରୀ ପତ୍ନୀ ବର୍ଷାଙ୍କ ମଧ୍ୟରେ ବଢି ଚାଲିଛି ବିବାଦ।ଏନେଇ ଗତକାଲି ବିଳମ୍ବିତ ରାତିରେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । କଟକ ଘରୋଇ କଳହ ମାମଲାରେ ଗତକାଲି ଅନୁଭବ କଟକ ଏସଡିଜେଏମ କୋର୍ଟରେ ହାଜର ହୋଇଥିବାବେଳେ ସ୍ତ୍ରୀ ବର୍ଷା…

ରାଜ୍ୟରେ ବଢ଼ିବ ଶୀତ,ନୂଆବର୍ଷ ସୁଦ୍ଧା ରାଜ୍ୟରେ ୬ ଡ଼ିଗ୍ରୀ ତଳକୁ ଖସିବ ପାରଦ

ରାଜ୍ୟରେ ବଢ଼ିବ ଶୀତ । ଜାନୁଆରୀ ପହିଲାରୁ ରାଜ୍ୟରେ ବଢିବ ଶୀତର ମାତ୍ରା । ସ୍ୱାଭାବିକ ତାପମାତ୍ରା ସର୍ବନିମ୍ନ ୬ଡିଗ୍ରୀ ପର୍ଯ୍ୟନ୍ତ ଖସିଯିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜିଠାରୁ…