ଜାଲ୍ ନୋଟ ଦେଇ ଯୁବକ ହଟହଟ୍ଟା
ଦୋକାନୀକୁ ଜାଲ ନୋଟ ଦେଇ ଯୁବକ ହଟହଟ୍ଟା । ଧରାପଡି ଥାନାକୁ ଗଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅଚଞ୍ଚରେ । ସଂପୃକ୍ତ ଯୁବକ ଜଣଙ୍କ ହେଲେ ଲାଠୋର ଥାନା ପିପଲବାହାଲ ଗାଁର ବ୍ରହ୍ମା ମେହେର। ପୁଲିସ ବ୍ରହ୍ମାଙ୍କ ନିକଟରୁ ମୋଟ ୬୦୦୦ ଟଙ୍କା ଜାଲ ନୋଟ୍ ଜବତ!-->…
