ଭାରତୀୟ ବଂଶୋଦ୍ଭବ ହେବେ ବିଶ୍ୱ ବ୍ୟାଙ୍କର ମୁଖ୍ୟ
ବିଶ୍ବବ୍ୟାଙ୍କ ମୁଖ୍ୟ ହେବାକୁ ଯାଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗୁରୁବାର ପୂର୍ବତନ ମାଷ୍ଟରକାର୍ଡ ସିଇଓ ଅଜୟ ପାଲ ସିଂ ବଙ୍ଗାଙ୍କୁ ବିଶ୍ୱ ବ୍ୟାଙ୍କର ମୁଖ୍ୟ ଭାବେ ମନୋନୀତ କରିଛନ୍ତି। ପୂର୍ବରୁ ଡେଭିଡ୍ ମାଲପାସ୍ ବିଶ୍ୱ ବ୍ୟାଙ୍କର ମୁଖ୍ୟ ଥିଲେ ।
!-->!-->!-->…
