୧୫ ତମ ଜାତୀୟ କିକ ବକ୍ସିଙ୍ଗ ପ୍ରତିଯୋଗିତାରେ ଓଡ଼ିଶାର କମାଲ
ଦିଲ୍ଲୀରେ ଅନୁଷ୍ଠିତ ୧୫ ତମ ଜାତୀୟ କିକ ବକ୍ସିଙ୍ଗ ପ୍ରତିଯୋଗିତାରେ ଓଡ଼ିଶାର କମାଲ । ଏହି ପ୍ରତିଯୋଗିତାରେ ଓଡିଶାକୁ ୬ ଟି ପଦକ ମିଳିଛି । ତେବେ ପଦକ ନେଇ ଓଡିଶା ଫେରିବା ପରେ ସଫଳ ପ୍ରତିଯୋଗୀଙ୍କୁ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ଭେଟି ଅଭିନନ୍ଦନ ଜଣାଇଛନ୍ତି । ଅନୁଷ୍ଠିତ ଜାତୀୟ କିକ!-->…
