Odia News Portal
Browsing Tag

latest odia news

ଆଇସିସି ୱାଲ୍ଡ ଟେଷ୍ଟ ଚାମ୍ପିୟନସିପ; ଫାଇନାଲର ନିକଟତର ହେଲା ଭାରତ

ଦିଲ୍ଲୀ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିବା ପରେ ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ୨୦୨୧-୨୩ ଫାଇନାଲର ନିକଟତର ହୋଇଛି। ଅଷ୍ଟ୍ରେଲିଆ ପଏଣ୍ଟ ପ୍ରତିଶତର ପ୍ରଥମ ସ୍ଥାନରେ ରହିଥିବାବେଳେ ଭାରତ ୨ୟ ସ୍ଥାନରେ ରହିଛି। ବର୍ତ୍ତମାନ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ

ସାରା ଜଗତକୁ ହସାଉଥିବା କମେଡିକିଙ୍ଗ କପିଲ କ’ଣ ନିଜ ସ୍ତ୍ରୀଙ୍କୁ ହସାଇ ପାରନ୍ତି କି?

ସାରା ଦୁନିଆର ଲୋକଙ୍କୁ ହସାଉଥିବା କମେଡିଆନ୍‌ କପିଲ୍‌ ଶର୍ମା ନିଜ ପତ୍ନୀ ଗିନିଙ୍କୁ କିନ୍ତୁ ସବୁବେଳେ ହସାଇ ପାରନ୍ତି ନାହିଁ। ଏମିତି ବି ସମୟ ଆସେ ଯେବେ କପିଲଙ୍କ ଉପରେ ରାଗି ଯାଆନ୍ତି ଗିନି। କମେଡି କିଙ୍ଗ୍‌ କପିଲ୍‌ଙ୍କର ଏପରି କିଛି ଗୁଣ ଅଛି ଯାହା ଗିନିଙ୍କୁ ପସନ୍ଦ ଆସେ ନାହିଁ। ତାପରେ

ଶିକ୍ଷା ପାଇଁ ନାହିଁ ବୟସ ସୀମା; ୫୫ ବର୍ଷ ବୟସରେ ଦ୍ୱାଦଶ ପରୀକ୍ଷା ଦେଲେ ବିଜେପି ବିଧାୟକ

ବରେଲିର ପୂର୍ବତନ ବିଜେପି ବିଧାୟକ ରାଜେଶ ମିଶ୍ର ୫୫ ବର୍ଷ ବୟସରେ ଦ୍ବାଦଶ ପରୀକ୍ଷା ଦେଉଛନ୍ତି। ଦୁଇଥର ବିଧାୟକ ହୋଇଥିବା ମିଶ୍ର କହିଛନ୍ତି ଯେ ଶିକ୍ଷା ପାଇଁ କୌଣସି ବୟସ ସୀମା ନଥାଏ। ଦ୍ବାଦଶ ପରୀକ୍ଷାରେ ପାସ୍‌ କରିବା ପରେ ସେ ଆଇନ ଅଧ୍ୟୟନ କରିବାକୁ ଯୋଜନା କରିଛନ୍ତି। ଦୁଇ ବର୍ଷ

ଆଜି କିମ୍ବା କାଲି ଆସିପାରେ ନାର୍କୋ ଟେଷ୍ଟ ରିପୋର୍ଟ

ଆଜି କିମ୍ବା କାଲି ଆସିପାରେ ନାର୍କୋ ଟେଷ୍ଟ ରିପୋର୍ଟ। ନବ ଦାସଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ରିପୋର୍ଟ ଦିନେ ଦୁଇଦିନ ମଧ୍ୟରେ ଦାଖଲ କରିବ ଗୁଜରାଟ ଗାନ୍ଧିନଗରର ଡିରେକ୍‌ଟୋରେଟ୍‌ ଅଫ୍‌ ଫରେନ୍‌ସିକ ସାଇନ୍‌ସ ସର୍ଭିସେସ- ଡିଏଫଏସଏସ। ଝାରସୁଗୁଡ଼ା

ମୋରବି ଟ୍ରାଜେଡି; ପୋଲ ଖସିବା ପୂର୍ବରୁ ଆଗରୁ ଛିଡିଥିଲା ୨୨ ତାର

ଗୋଟାଏ କେବଲ୍‌ରେ ପ୍ରାୟ ଅର୍ଦ୍ଧେକ ତାର କଳଙ୍କି ଲାଗି ନଷ୍ଟ ହୋଇଯିବା ଓ ଛୋଟ ଛୋଟ ପୁରୁଣା କେବଲ୍‌ ସହିତ ନୂଆ କେବଲ୍‌ ୱେଲ୍‌ଡିଙ୍ଗ୍‌ କରାଯାଇଥିବା ଯୋଗୁଁ ଗତବର୍ଷ ମୋର୍‌ବୀ ଝୁଲାପୋଲ ଛିଡ଼ି ପଡ଼ିଥିବା କଥା ଗୁଜରାଟ ସରକାରଙ୍କଦ୍ବାରା ନିଯୁକ୍ତ ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’

ଦୁଇ ଯୁବ ଆଇଏଏସ୍‌ଙ୍କ ମଧ୍ୟରେ ନିର୍ବନ୍ଧ ସମ୍ପନ୍ନ

ପଶ୍ଚିମ ଓଡ଼ିଶାର ଦୁଇ ଯୁବ ଆଇଏଏସ୍‌ଙ୍କ ମଧ୍ୟରେ ପଡ଼ିବ ହାତଗଣ୍ଠି । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସହ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ବାହାଘର ପାଇଁ ରବିବାର ନିର୍ବନ୍ଧ ସମ୍ପନ୍ନ ହୋଇଛି । ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ କାର୍ୟ୍ୟାଳୟରେ ଏହି ନିର୍ବନ୍ଧ ସମ୍ପନ୍ନ

ଛତିଶଗଡ କୋଇଲା ଟିକସ ଦୁର୍ନୀତି; ୧୪ ସ୍ଥାନରେ ‘ଇଡି’ ଚଢଉ

କୋଇଲା ଟିକସ ଦୁର୍ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଛତିଶଗଡ଼ର ୧୪ଟି ସ୍ଥାନରେ ଚଢ଼ଉ କରି ତଲାସ ଆରମ୍ଭ କରିଛି। ବିଶେସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଚଢ଼ଉ କରାଯାଇଥିବା ସମସ୍ତ ସ୍ଥାନ ହେଉଛି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହିତ ଘନିଷ୍ଠତା ଥିବା ବିଧାୟକ ଓ

ରାଜଧାନୀରୁ ଜବତ ହେଲା ହାତୀ ଦାନ୍ତ

ରାଜଧାନୀରୁ ଜବତ ହେଲା ହାତୀ ଦାନ୍ତ । ପୋଲିସ ଏଥିରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦ୍ୱୟ କନ୍ଧମାଳର ବୋଲି ଜଣାଯାଇଛି । ବାଇକରେ ହାତୀ ଦାନ୍ତ ନେଇ ଯାଉଥିବା ବେଲେ ମୈତ୍ରୀ ବିହାର ପୋଲିସ ଅଭିଯୁକ୍ତଙ୍କୁ ମାଡି ବସିଛି । ସେମାନଙ୍କ ଠାରୁ ଦୁଇଟି ହାତୀ ଦାନ୍ତ ଜବତ ହୋଇଛି ।

ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ; ଗାଈଗୋରୁ, ବାସଗୃହ ପୋତି ହେବା ସହ ରାସ୍ତା ଅବରୋଧ

ରବିବାର ବିଳମ୍ବିତ ସନ୍ଧ୍ୟା ବେଳେ କେନ୍ଦ୍ରୀୟ କଶ୍ମୀରର ଗାନ୍ଦର୍‌ବଲ ଜିଲ୍ଲା ରେଜିନ୍‌ ଅନ୍ତର୍ଗତ ଗୁଣ୍ଡ୍‌ ଅଞ୍ଚଳରେ ଭୂସ୍ଖଳନ ଘଟି କେତେକ ଗାଈଗୋରୁ ଓ ବାସଗୃହ ପୋତି ହୋଇ ପଡ଼ିବା ସହିତ ଶ୍ରୀନଗର-ସୋନାମାର୍ଗ ରାଜପଥ ଅବରୁଦ୍ଧ ହୋଇଛି। ସଂଗୃହୀତ ସୂଚନା ଅନୁସାରେ, ଘୋଡ଼ା, ଗାଈ ଓ

ହିନ୍ଦୁ ରୀତିନୀତିରେ ଆତ୍କୃଷ୍ଟ ଫ୍ରାନ୍ସ ଦମ୍ପତି, ଯୋଦ୍ଧପୁରରେ କଲେ ପୁନଶ୍ଚ ବିବାହ

ଫ୍ରାନ୍ସର ଏକ ଦମ୍ପତି ହିନ୍ଦୁ ରୀତିନୀତିରେ ପ୍ରଭାବିତ ହୋଇ ଯୋଦ୍ଧପୁରଠାରେ ପୁନଶ୍ଚ ବିବାହ କରିଛନ୍ତି। ଏହି ବିବାହ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦମ୍ପତି ଭିନ୍ନ ଦେଶର ହୋଇଥିଲେ ବି ସେମାନେ ଅଗ୍ନିକୁ ସାକ୍ଷୀ ମାନି ହିନ୍ଦୁ ଧର୍ମୀୟଙ୍କ ବିବାହ ଶୈଳୀରେ ପୁଣି ଥରେ