Odia News Portal
Browsing Tag

latest odia news

ଅଙ୍ଗଦାନ କରି ଚାରି ଜଣଙ୍କୁ ନୂଆ ଜୀବନ ଦେଲେ ଗୈାରବ

କିଛି କାହାଣୀ ଆପଣଙ୍କୁ କେବଳ ଭାବନାରେ ରଖେନାହିଁ , ବରଂ ଆପଣଙ୍କ ଆଖିରେ ଲୁହ ଆଣିଦିଏ । ଠିକ୍ ସେହିପରି ଏକ ହୃଦୟସ୍ପର୍ଶୀ କାହାଣୀ ଯାହା ଆଜି ଆପଣଙ୍କ ଆଖିରେ ଲୁହ ଭରିଦବ ଏବଂ ଜୀବନର ପ୍ରତିଦୃଷ୍ଟିକୋଣ କୁ ବି ବଦଳାଇଦେବ ।ଏହା ଏପରି ଜଣେ ପୁଅର କାହାଣୀ ଯିଏ ଅନ୍ୟମାନଙ୍କ ମାଧ୍ୟମରେ ବଞ୍ଚି…

6 ଜିଲ୍ଲାରେ ବନ୍ୟାର ତାଣ୍ଡବ

୬ ଜିଲ୍ଲା... ୪୪ ବ୍ଲକ... ୨୩୩ ପଞ୍ଚାୟତ... ୭୪୮ ଗାଁ... ଚାରିଆଡ଼େ ବନ୍ୟାର ଭୟଙ୍କର ବିଭୀଷିକା। କେଉଁଠି ସମ୍ପୂର୍ଣ୍ଣ ଜଳବନ୍ଦୀ ଗାଁ, ତ କେଉଁଠି ବନ୍ୟା ପାଣିରେ ବୁଡ଼ି ଯାଇଛି ଘରଦ୍ୱାର ଓ ଚାଷଜମି। ରାଜ୍ୟର ୬ଟି ଜିଲ୍ଲାରେ ଏବେ ବନ୍ୟାର ତାଣ୍ଡବ ଜାରି ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର,…

୭୦୦ ରୁ ଉର୍ଦ୍ଧ୍ୱ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

ରାଜଧାନୀରେ ବସିଲା ମୁଖ୍ୟମନ୍ତ୍ରୀ ଜନତା ଦରବାର। ଭୁବନେଶ୍ୱର ସ୍ଥିତ ୟୁନିଟ-୨ ଅଭିଯୋଗ ପ୍ରକୋଷ୍ଠର ୧୯ତମ ପାଳି ରେ ଲୋକଙ୍କ ସମସ୍ୟା ବୁଝିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅନଲାଇନ୍ ସହିତ ଅଭିଯୋଗ ପ୍ରକୋଷ୍ଠ କୁ ଆସି ପଞ୍ଜୀକରଣ କରି ୭୦୦ ଶହରୁ ଊର୍ଦ୍ଧ୍ୱ ଲୋକ ଅଭିଯୋଗ ଶୁଣାଣିରେ ସାମିଲ…

ଓଡ଼ିଶା ଝିଅ ହାତରେ ଇଣ୍ଡିଆନ ଆଇଡ଼ଲ ଟ୍ରଫି

ଜ୍ୟୋତିର୍ମୟୀ ନାୟକ , ଇଣ୍ଡିଆନ ଆଇ ଡ଼ଲ ସିଜିନ ୧୬ ର ଚାମ୍ପିୟାନ ର ମୁକୁଟ ପିନ୍ଧିଛନ୍ତି , ଏହା ତାଙ୍କ ପାଇଁ କେବଳ ଏକ ବିଜୟ ନୁହେଁ ବରଂ ସାରା ସାରା ଓଡ଼ିଶା ପାଇଁ ଇତିହାସ ରଚିଛନ୍ତି । ଏଥିସହ ସେ ଇଣ୍ଡିଆନ ଆଇଡ଼ଲ ସିଜିନ ୧୬ ର ବିଜେତା ଭାବେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ନେଇଛନ୍ତି ।…

କାର୍ଗିଲ ବିଜୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶ୍ରଦ୍ଧାଞ୍ଜଳି

କାର୍ଗିଲି ବିଜୟ ଦିବସରେ, ସମଗ୍ର ଦେଶ ଭାରତୀୟ ସେନାର ସୈନିକଙ୍କ ବୀରତ୍ୱ ଏବଂ ସାହସକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, କାର୍ଗିଲ ବିଜୟ ଦିବସ କେବଳ ଏକ ବିଜୟର ସ୍ମୃତି ନୁହେଁ, ଏହା ଭାରତୀୟ ସେନାର ଅଦମ୍ୟ ସାହସ, ଅତୁଳନୀୟ ପରାକ୍ରମ ଓ…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଗୁରୁତ୍ୱପୂର୍ଣ୍ଣ କଥା କହିଲେ ଅମିତ ଶାହ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭାରତୀୟ ଜନତା ପାର୍ଟି (BJP)ର କାର୍ଯ୍ୟକର୍ତ୍ତାଙ୍କ ପାଇଁ ଯେକୌଣସି ପଦବୀ ଅପେକ୍ଷା ଦେଶ, ଯୁବପିଢ଼ି ଏବଂ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଗୁରୁତ୍ୱପୂର୍ଣ୍ଣ…

ସୁଧାଂଶୁ ଷଡ଼ଙ୍ଗୀ ହେବେ ପରବର୍ତ୍ତୀ ଡିଜିପି!

ବରିଷ୍ଠ ଆଇପିଏସ ଅଫିସର 1990 ବ୍ୟାଚର ସୁଧାଂଶୁ ଷଡ଼ଙ୍ଗୀ ରାଜ୍ୟର ପରବର୍ତ୍ତୀ ଡିଜିପି ହେବେ ବୋଲି ନିର୍ଭରଯୋଗ୍ୟ ସୁତ୍ରରୁ ଜଣାପଡ଼ିଛି । ଶ୍ରୀ ଷଡ଼ଙ୍ଗୀ ବର୍ତ୍ତମାନ ଅଗ୍ନୀଶମ ବାହିନୀର ଡିଜି ଭାବେ କାର୍ଯ୍ୟରତ ଅଛନ୍ତି । ଆସନ୍ତା 15 ତାରିଖରେ ବର୍ତ୍ତମାନର ଡିଜିପି ଓ୍ବାଇ. ବି ଖୁରାନିଆଙ୍କ…

ପବିତ୍ର ବାହୁଡ଼ା ଯାତ୍ରାକୁ ନେଇ ଭକ୍ତିମୟ ପରିବେଶ

ପିପିଲିରେ ପବିତ୍ର ବାହୁଡ଼ା ଯାତ୍ରାକୁ ନେଇ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀରେ ନଅ ଦିନର ଲୀଳା ସମାପ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ରତ୍ନବେଦୀ ଅଭିମୁଖେ ବାହୁଡ଼ା ବିଜେ କରୁଛନ୍ତି। ରଥ ଟାଣିବା ପାଇଁ…

ବାହୁଡ଼ା ଓ ସୁନାବେଶ ଲାଗି ପୁଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଶନିବାର ସୁନାବେଶ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ଶୁକ୍ରବାର ଭୋର ୪ଟାରେ ମଙ୍ଗଳ ଆଳତି ହୋଇ ନୀତି ବଢ଼ିବ। ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ହୋଇ ୨ଟା ୩୦ରେ ଶେଷ ହେବ। ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ…

ଚନ୍ଦ୍ରଭାଗାରେ ଡଙ୍ଗା ଓଲଟି ମତ୍ସ୍ୟଜୀବୀ ନିଖୋଜ

ଲଘୁଚାପର ପ୍ରଭାବ। ଅଶାନ୍ତ ହୋଇପଡିଛି ସମୁଦ୍ର। ଆଉ ଏହି ଅଶାନ୍ତ ସମୁଦ୍ର ଗ୍ରାସ କରିନେଲା ଜଣେ ମତ୍ସ୍ୟଜୀବୀଙ୍କୁ।ପୁରୀ ଜିଲ୍ଲା ଚନ୍ଦ୍ରଭାଗା ନୋଳିଆ ସାହିରୁ ଆଜି ସକାଳେ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ କେତେଜଣ ମତ୍ସ୍ୟଜୀବୀ। ଫେରୁଥିବା ବେଳେ ହଠାତ୍ ବଡ ଢେଉ ଆସି ସେମାନଙ୍କ…