Odia News Portal
Browsing Tag

latest odia news

କ’ଣ ଆପଣଙ୍କ ମୁହଁରେ ବ୍ରଣ କି କଳା ଦାଗ ଅଛି କି? ତାହେଲେ ଆପଣାନ୍ତୁ ଏହି ଉପାୟ

ଦାଗଶୂନ୍ୟ ଓ ଚମକପ୍ରଦ ଚେହେରା କାହାକୁ ବା ପସନ୍ଦ ନୁହେଁ? ମାତ୍ର ସମସ୍ତଙ୍କର ଏ ଇଚ୍ଛା ପୂରା ହୁଏ ନାହିଁ। କେବେ ସନ୍ ଟ୍ୟାନ୍ ତ କେବେ ବ୍ରଣ କାରଣରୁ ମୁହଁରେ କଳା ଦାଗ ହୋଇଥାଏ।ଆପଣଙ୍କ ମୁହଁରେ କଳାଦାଗ ଅଛି କି? ଚିନ୍ତାର କୌଣସି କାରଣ ନାହିଁ, କେତୋଟି ଘରୋଇ ଉପଚାର ଦ୍ୱାରା ଆପଣ

କରୋନାରେ ବେସାହାରା ହୋଇଥିବା ପିଲାଙ୍କୁ ମିଳିବ ସରକାରୀ ଚାକିରୀ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ୨୦୨୨-୨୩ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଜନତାଙ୍କୁ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ କି ଚଳିତ ଥର ବଜେଟ ୨୦୨୩-୨୪ ମହିଳା ଓ ଯୁବକଙ୍କ ଉପରେ ବିଶେଷ ଭାବେ କେନ୍ଦ୍ରିତ ହେବ। ଯାହା ଜନତାଙ୍କ ଆଶାକୁ ପୁରା କରିବ ବୋଲି

‘ନିଜକୁ ପ୍ରାଥମିକତା ଦିଅ; ସବୁକିଛି ପଛରେ ଆସିବ’

ଫିଟନେସ୍ ଲକ୍ଷ୍ୟ ସ୍ଥିର କରିବା ଅତ୍ୟନ୍ତ ସହଜ କିନ୍ତୁ ଏ ସେତେ କଷ୍ଟଦାୟକ ଯଦି ସେ ଲକ୍ଷ୍ୟକୁ ପୂରଣ କରିବାକୁ ଆପଣ ସେତେ ପରିଶ୍ରମ କରୁନାହାନ୍ତି । କିନ୍ତୁ ଯଦି ଆପଣ ଏହି ବର୍ଷ କିଛି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ତେବେ ମିନି ମାଥୁରଙ୍କ ଏଠାରେ କିଛି ଆବଶ୍ୟକୀୟ

ତୁର୍କୀ ଭୂକମ୍ପରେ ନିଖୋଜ ଭାରତୀୟ ଯୁବକ

ସୋମବାର ଦିନ ତୁର୍କୀ ଦେଶ ଏବଂ ସିରିଆରେ ହୋଇଥିବା ବଡ଼ ଭୂକମ୍ପ ପରେ ତୁର୍କୀରେ ଉତ୍ତରାଖଣ୍ଡର ଜଣେ ୩୬ ବର୍ଷୀୟ ପ୍ଲାଣ୍ଟ ଇଞ୍ଜିନିୟର ନିଖୋଜ ଅଛନ୍ତି । ଦେହାରାଡୁନରେ ରହୁଥିବା ତାଙ୍କ ପରିବାର ବର୍ଗଙ୍କ କହିବା ଅନୁସାରେ ସେ ଏକ ମାସର ଅଫିସ ଟୁର୍ ରେ ଯାଇ ଏହି ମାସ ଶେଷରେ ଫେରିବାକୁ ପ୍ଲାନ

ପ୍ରକାଶ ପାଇଲା CBSE ଦଶମ, ଦ୍ୱାଦଶ ଆଡମିଟ୍ କାର୍ଡ ୨୦୨୩

ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଶ୍ରେଣୀ ୧୦ ଏବଂ ୧୨ ବୋର୍ଡ ପରୀକ୍ଷା ୨୦୨୩ ପାଇଁ ଆଡମିଟ୍ କାର୍ଡ ପ୍ରକାଶ କରିସାରିଛି। ସ୍କୁଲ କର୍ତ୍ତୃପକ୍ଷ CBSE ର ଅଫିସିଆଲ୍ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ – cbse.gov.inସରକାରୀ ବିଜ୍ଞପ୍ତି ଅନୁଯାୟୀ,

ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ସାଉଥର ସୁପରଷ୍ଟାର

ସାଉଥର ନାମିଦାମି ସୁପରଷ୍ଟାର ପବନ କଲ୍ୟାଣ, ଯାହାଙ୍କ ପାଇଁ ସାଉଥ୍ ତ ସାଉଥ୍ ଓଡିଆ ଫ୍ୟାନ୍ସମାନଙ୍କ ମଧ୍ୟରେ ବି ରହିଛି ଜବରଦସ୍ତ କ୍ରେଜ। ରୋମାନ୍ସ ଠାରୁ ଆରମ୍ଭ ଆକ୍ସନ ସବୁ ଫିଲ୍ମରେ ତାଙ୍କ ଅଭିନୟ ନିଆରା। କେବଳ ସେତିକି ନୁହେଁ ଫ୍ୟାନ୍ସମାନଙ୍କ ସହ ମଧ୍ୟ ତାଙ୍କର ରହିଛି ଘନିଷ୍ଠ ସମ୍ପର୍କ।

ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଗୁଜରାଟରେ ଗୋପାଳ, ଟେଷ୍ଟ ପ୍ରକ୍ରିୟା ଜାରି

ଗୋପାଳ ଦାସର ନାର୍କୋ ଟେଷ୍ଟ ପ୍ରକ୍ରିୟା ଜାରି ରହିଛି। ସାଙ୍ଗରେ ଅଛନ୍ତି ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୮ଜଣିଆ ଟିମ୍‌ । ନାର୍କୋ ଓ ପଲିଗ୍ରାଫ ଟେଷ୍ଟରୁ ଜଣା ପଡ଼ିବ କେତେ କହିଛି ସତ, କଣ ମିଛ କହିଛି ଜଣା ପଡ଼ିବ । ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଗୋପାଳକୁ ଗୁଜରାଟ ଗାନ୍ଧିନଗର

ଆସନ୍ତୁ ଦେଖିବା ବାଘଟି ରାସ୍ତା ପାର୍ କରିବା ପାଇଁ କରିଛି ଅପେକ୍ଷା

ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏକ ବ୍ୟସ୍ତବହୁଳ ରାଜପଥ ଅତିକ୍ରମ କରୁଥିବା ଏକ ବାଘର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ବାଘଟି ରାସ୍ତା ପାର୍ କରିବା ପାଇଁ ଅପେକ୍ଷା କରିଛି। ରାସ୍ତାରେ ଟ୍ରକ ଏବଂ ଭାରି ଯାନବାହାନ ଯିବା ଆସିବା କରୁଥିବାରୁ ସେ ଧିରସ୍ଥିର

ବସରୁ ମିଳିଲା ୧୮ ଲକ୍ଷ

ସରକାରୀ ବସରୁ ଜବତ ହେଲା ୧୮ ଲକ୍ଷ ଟଙ୍କା । ବ୍ରହ୍ମପୁର ବାଇପାସ ଲାଞ୍ଜିପଲ୍‌ଲି ନିକଟରେ ଏକ ଟ୍ରଲି ବ୍ୟାଗରୁ ମିଳିଲା ୧୮ ଲକ୍ଷ ଟଙ୍କା । ଗଞ୍ଜେଇ ସନ୍ଦେହରେ ଅବକାରୀ ଗୁଇନ୍ଦା ବିଭାଗର ଚଢାଉ ବେଳେ ଧରାପଡିଥିଲା । ଟଙ୍କା ଧରି ଆସୁଥିବା ବେଳେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ଏତେ ଟଙ୍କା

ରାଜ୍ୟ ଗାନ୍ଧୀ ନେହେରୁଙ୍କ ଉପନାମ ନେବାରେ କାହିଁକି ଲଜ୍ଜିତ? ରାଜ୍ୟ ସଭାରେ ମୋଦିଙ୍କ ପ୍ରଶ୍ନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ହିନ୍ଦେନବର୍ଗ ରିସର୍ଚ୍ଚ ଦ୍ୱାରା ଉଠାଯାଉଥିବା ଆଦାନୀ ଗୋଷ୍ଠୀ ବିରୋଧରେ ହୋଇଥିବା ଅଭିଯୋଗର ମିଳିତ ସଂସଦୀୟ କମିଟି (ଜେପିସି) ଯାଞ୍ଚ ପାଇଁ ବିରୋଧ କରୁଥିବାବେଳେ ବିରୋଧୀ ଦଳ ଉପରେ ଏକ ପ୍ରଶ୍ନର ଆକ୍ରମଣ କରିଥିଲେ।ରାଷ୍ଟ୍ରପତିଙ୍କ ସମ୍ବୋଧନରେ