Odia News Portal
Browsing Tag

latest odisha news

ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ

ପିପିଲି: ପିପିଲି ଉପନିର୍ବାଚନ ପାଇଁ ମଙ୍ଗଳବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାସହ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଚୟନକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ କରିଦେଇଛନ୍ତି ।…

ଏଠି ନାରୀ ରୂପେ ପୂଜା ପାଆନ୍ତି ମହାଦେବ, ଜାଣନ୍ତୁ ପୌରାଣିକ ମାନ୍ୟତା…

ଭୁବନେଶ୍ବର: ବୃନ୍ଦାବନର ‘ଗୋପେଶ୍ୱର ମହାଦେବ’ ଯେଉଁଠି ଦେବ ଦେବ ମହାଦେବ ପୂଜା ପାଆନ୍ତି ନାରୀ ରୂପେ। କୁହାଯାଏ ଯେ ଏହା ହେଉଛି ଦୁନିଆର ଏକମାତ୍ର ମନ୍ଦିର ଯେଉଁଠାରେ ମହାଦେବ ଗୋପୀ ଭାବରେ ପୂଜା ପାଆନ୍ତି । Gopeswar mahadev temple ପୌରାଣିକ ମାନ୍ୟତା ଅନୁଯାୟୀ, ବିଶ୍ୱାସ କରାଯାଏ…

ନିଆଁରେ ଜଳିଗଲା ୧୦ ବଖରା ଘର, ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ଭଦ୍ରକ: ଚରମ୍ପା ବେଲମଳା ଗାଁରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୫ଟି ପରିବାରର ୧୦ ବଖରା ଘର ଓ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଶୋଇଥିବା ଅବସ୍ଥାରେ ଅଗ୍ନିକାଣ୍ଡ ହୋଇଥିଲା । ସୂଚନା ଅନୁଯାୟୀ, ଗ୍ରାମର ଏକ ଘରେ ପରିବାର ଲୋକେ ଶୋଇଥିବା ଅବସ୍ଥାରେ…

କଟକରେ କରୋନା ଆତଙ୍କ: ଦୁଇ ଦିନରେ୨୫ ସଂକ୍ରମିତ ଚିହ୍ନଟ

କଟକ: କଟକ ଘରୋଇ ବିଜ୍ଞାନ ମହାବିଦ୍ୟାଳୟରେ ଚିହ୍ନଟ ହେଲେ ଆଉ ୧୩ ପଜିଟିଭ ।ଏବେ ପର୍ଯ୍ୟନ୍ତ ୭୨ ଜଣଙ୍କ ସ୍ବାବ ନମୁନା ଟେଷ୍ଟ କରାଯାଇଥିବା ବେଳେ, ୧୩ ଜଣଙ୍କ ନମୁନା ପଜିଟିଭ ଆସିଛି । ପୂର୍ବରୁ କଲେଜର ୧୨ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ । …

କୋଭିଡ୍ ଟିକା ନେବେ ଶ୍ରୀମନ୍ଦିରର ସେବାୟତ

ପୁରୀ: ଆଜିଠୁ କୋଭିଡ୍ ଟିକା ଗ୍ରହଣ କରିବେ ପୁରୀ ଶ୍ରୀମନ୍ଦିରର ସେବାୟତ। ଲୋକନାଥ ରୋଡ୍ ପ୍ରତିହାରୀ ନିଯୋଗ ବୈଠକ ଘରେ ଶିବିରର ଆୟୋଜନ କରାଯିବ। ସକାଳ ୧୦ଟାରୁ ଅପରାହ୍ନ ୫ଟା ଯାଏଁ ହେବ ଟିକାକରଣ। ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବ। ୬୦ ବର୍ଷରୁ ଅଧିକ ବୟସ୍କ ସେବାୟତ ପ୍ରଥମେ ଟିକା ନେବେ।…

ରାଜଧାନୀରେ ଫାଟିଲା ଟ୍ରାନସଫର୍ମର,୪ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱର ରେଲଓ୍ୱେ ସଦନ ଓମଫେଡ ଛକରେ ଘଟିଛି ବଡ଼ ଅଘଟଣ। ସକାଳୁ ଅଚାନକ ଫାଟିଲା ଟ୍ରାନସଫର୍ମର। ବିସ୍ଫୋରଣରେ ୪ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତ ମାନଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ଜଳଖିଆ ଦୋକାନ ନିକଟରେ ବିସ୍ଫୋରଣ ଘଟି ଦୋକାନରେ ନିଆଁ ଲାଗିଯାଇଥିଲା।…

ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ବର: ରାଜ୍ୟକୁ ପୁଣି ଫେରିଛି କରୋନା ମହାମାରୀ ଭୟ ।ଧୀରେ ଧୀରେ ଅବସ୍ଥା ନିୟନ୍ତ୍ରଣ ବାହାରକୁ ଯାଉଛି । ଏହାକୁ ଦେଖି କିଛି ରାଜ୍ୟରେ ଲକଡାଉନ, ସଟଡାଉନ ଓ ରାତ୍ରୀକାଳୀନ କର୍ଫ୍ୟୁ ମଧ୍ୟ ଆରମ୍ଭ ହୋଇଛି । ରାଜ୍ୟ ଓ ଜିଲ୍ଲା ପ୍ରଶାସନ କଡ଼ା ନିୟମ ଲାଗୁ କରି ଦେଇଥିବା ବେଳେ ଟିକାକରଣକୁ…