Odia News Portal
Browsing Tag

latest odisha news

୨୪ ଘଣ୍ଟାରେ ଦେଶରେ ୮୧, ୪୬୬ ସଂକ୍ରମିତ, ୪୬୯ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୧, ୪୬୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୪୬୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ତେବେ ଏଭଳି ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସରକାର । କରୋନା ଉପରେ ନିୟନ୍ତ୍ରଣ ଆଣିବାକୁ ସରକାର ଟିକାକରଣ…

ପବିତ୍ର ଉତ୍କଳ ଦିବସରେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା

ଭୁବନେଶ୍ବର: ଆଜି ପବିତ୍ର ଉତ୍କଳ ଦିବସ । ଓଡିଶା ପାଇଁ ଆଜିର ଦିନ ବେଶ୍ ଅବିସ୍ମରଣୀୟ ।ଆଜିର ଦିନରେ ଭାଷା ଭିତ୍ତିରେ ଆମ ଓଡ଼ିଶାକୁ ମିଳିଥିଲା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା । ଏପ୍ରିଲ ୧, ୧୯୩୬ ମସିହାରେ ଅସ୍ତିତ୍ବ ପାଇଥିବା ଓଡିଶାର ଏହି ପବିତ୍ର ଦିବସକୁ ମନେ ପକାଇଛନ୍ତି ସମ୍ପୂର୍ଣ୍ଣ…

ସୋଆରେ ସପ୍ତାହବ୍ୟାପୀ ଚାଲିଥିବା ଏନ୍‌ସିସି ଶିବିର ଉଦ୍‌ଯାପିତ

ଭୁବନେଶ୍ୱର, ୨୫/୩: ଏକ ସପ୍ତାହବ୍ୟାପୀ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ(ଆଇଟିଇଆର୍) ଠାରେ ଚାଲିଥିବା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ବାର୍ଷିକ ପ୍ରଶିକ୍ଷଣ ଶିବିର ରବିବାର ଉଦ୍‌ଯାପିତ ହୋଇଯାଇଛି । ବି ଏବଂ ସି…

ବିଧାନସଭାରେ ଗାନ୍ଧୀଙ୍କ ଚର୍ଚ୍ଚା: ପ୍ରଦୀପ୍ତଙ୍କ ବିବୃତିରେ ୩ ମୁଖ୍ୟ ପ୍ରସଙ୍ଗ

ଭୁବନେଶ୍ବର: ମହାତ୍ମା ଗାନ୍ଧୀ ଓଡ଼ିଶା ଆସିବାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆଜି ବିଧାନସଭାରେ ଗାନ୍ଧୀଙ୍କ ଚର୍ଚ୍ଚା ହୋଇଥିଲା । ମହାତ୍ମା ଗାନ୍ଧୀ ଓଡ଼ିଶା ଆସିବା ଅବସରରେ ଇତିହାସରେ କ’ଣ ଘଟିଥିଲା ତାକୁ ଉପସ୍ଥାପନ କରିବା ଯେତିକି ଜରୁରୀ,ତାଙ୍କ ନୀତି ଓ ବିଚାରକୁ ଆମେ କେତେ ଦୂର ପାଳନ…

ରାଜ୍ୟରେ ୨୪ ଘଣ୍ଟାରେ ୧୧୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୦୭୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…