Odia News Portal
Browsing Tag

latestnews

ଖୋଲିଲାନି ଲକଡାଉନ୍‌

ଭୁବନେଶ୍ୱର: ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରୁଛନ୍ତି ମୁଖ୍ୟ ଶାସନ ସଚିବ । ନୂଆ ଗାଇଡ୍ ଲାଇନ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ପୁଣିଥରେ ଲାଗି ରହିବ କରୋନା କଟକଣା । ଆଂଶିକ ଲକଡାଉନ ଲାଗି ରହିବ । ଆସନ୍ତା ଅଗଷ୍ଟ ୧ ତାରିଖ ଯାଏଁ ଲକଡାଉନ କଣ୍ଟିନୁୟ ଚାଲୁ ରହିବ । ପୂର୍ବଭଳି…

ସେପ୍ଟେମ୍ବର ୧୨ରେ NEET (UG) ପରୀକ୍ଷା

ଭୁବନେଶ୍ୱର: ସେପ୍ଟେମ୍ବର ୧୨ରେ NEET (UG) ପରୀକ୍ଷା । କରୋନା କଟକଣା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ସାରା ଦେଶରେ କରୋନା କଟକଣାକୁ ମାନି ପରୀକ୍ଷା ପରିଚାଳନା ହେବ । ଆସନ୍ତାକାଲି ୫ଟାରୁ ଅନଲାଇନରେ ହେବ ଆବେଦନ । NTA ୱେବସାଇଟ ଜରିଆରେ ଆବେଦନ କରିପାରିବେ…

ନଜର ପକାନ୍ତୁ ଆଜି କେଉଁଠି କେତେ ଟଙ୍କା ରହିଛି ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକି ସାଧାରଣ ଓ ନିମ୍ନ ମଧ୍ୟବିତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଜି ଡିଜେଲ ଦରରେ ୭ ପଇସା ପର‌୍ୟ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ ପେଟ୍ରୋଲ ଦରରେ ୨୬ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । …

ଅନଲାଇନ୍ କ୍ଲାସବେଳେ ଫାଟିଲା ମୋବାଇଲ

ଫୁଲବାଣୀ: ଫାଟିଲା ମୋବାଇଲ । ଅଳ୍ପକେ ବର୍ତ୍ତିଲେ ଛାତ୍ର । ବଲାଙ୍ଗୀର ଜିଲ୍ଲାରୁ ଆସିଛି ଏଭଳି ଖବର । ବଲାଙ୍ଗୀର ପବ୍ଲିକ ସ୍କୁଲର ନବମ ଶ୍ରେଣୀ ଛାତ୍ର ସ୍ୱାତିକ ପଟ୍ଟନାୟକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅନଲାଇନ କ୍ଳାସ ସାରିବା ପରେ ମୋବାଇଲ ଖଟ ଉପରେ ଥୋଇଥିଲେ । ତେବେ ଜୋରରେ ସାଉଣ୍ଡ…

ଆସାମରେ ଭୂକମ୍ପ ଝଟକା

ଗୌହ୍ୱାଟୀ: ଆସାମରେ ୨୪ ଘଣ୍ଟାରେ ପ୍ରାୟ ୫ ଥର ଭୂକମ୍ପ ଝଟକା ଅନୁଭବ ହୋଇଥିବା ନେଇ ଖବର ମିଳିଛି। ଏନସିଏସ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୨ ରେକର୍ଡ କରାଯାଇଛି। ଭୂକମ୍ପରେ କୌଣସି ଧନଜୀବନ ହାନି ହୋଇଥିବା…

ଖୋଲିପାରେ ଲକଡାଉନ୍‌, ଆଜି ଦିନ ସାଢ଼େ ଗୋଟେରେ ସମ୍ବୋଧନ କରିବେ ମୁଖ୍ୟ ସଚିବ

ଭୁବନେଶ୍ୱର: ଦିଲ୍ଲୀ ପରେ ପଶ୍ଚିମବଙ୍ଗରେ ଖୋଲିଛି ଲକଡାଉନ । ତେବେ ରାଜ୍ୟରେ କେବେ ଖୋଲିବ ତାଲା । ଏନେଇ ସବୁଠି ଚାଲିଛି ବିଚାର ବିମର୍ସ । ଏହାରି ଭିତରେ ଆଜି ଦିନ ସାଢ଼େ ଗୋଟେରେ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ । ଲକଡାଉନ ଖୋଲିବା ନେଇ ଘୋଷଣା କରି ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି…

ଆଜି ୪୪ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ମିଟର । ଦିନକୁ ଦିନ ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ତେବେ ମୃତ୍ୟୁହାର କମିବାର ନାଁ ଧରୁନି । ଗତ ୨୪ ଘଣ୍ଟାରେ ୩୫୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୦୧୬ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା…

WTC ଲାଗି ୧୫ ଜଣିଆଁ ଭାରତୀୟ ଦଳ ଘୋଷଣା

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଲାଗି ଘୋଷଣା ହୋଇଛି ୧୫ ଜଣିଆ ଭାରତୀୟ ଦଳ । ବିରାଟ କୋହଲି ଦଳର ଅଧିନାୟକ ଥିବା ବେଳେ ରାହାଣେଙ୍କୁ ଦିଆଯାଇଛି ଉପଅଧିନାୟକ ପଦ । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଫାଇନାଲ ଖେଳିବ । ତେବେ ଅଭ୍ୟାସ କରୁଥିବା ଦଳ ମଧ୍ୟରୁ ୧୫ ଜଣିଆ ଟିମ୍ ଆଜି ଘୋଷଣା…

ବାପା ମା ଚାଲିଯିବା ପରେ ଦେଢ଼ ମାସର ଭାଇକୁ ପାଲୁଛି ୭ ବର୍ଷର ଝିଅ

ବାଲେଶ୍ୱର: ଦଇବ ଏମିତି ବି ଦୁଃଖ ଦେବ ତାହା କେହି କେବେ କଳ୍ପନା ମଧ୍ୟ କରି ନାହାଁନ୍ତି । ବାପା ମା ଛାଡ଼ି ଚାଲିଗଲେ ଆରପାରିକୁ । ଦେଢ଼ ମାସର ଭାଇକୁ ପାଳୁଛି ୭ ବର୍ଷର ଝିଅ । ଭାଇର ଅଳି ଅର୍ଦଳିକୁ ସହି ମା ଭଳି ସ୍ନେହ ଦେଉଛି ଏହି ୭ ବର୍ଷର ନାବାଳିକା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ…

ସିନିୟର କ୍ୟାଡର ମାଓବାଦୀ ନିହତ

ଭୁବନେଶ୍ୱର: ଏସଓଜିର ଓଡ଼ିଶା ପୋଲିସର ମିଳିତ ଅପରେସନ ହୋଇଥିଲା । ପୋଲିସ ମାଓବାଦୀ ଗୁଳି ବିନିମୟ ବେଳେ ନିହତ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ତେବେ ମୃତ ମାଓନେତାଙ୍କ ପରିଚୟ ମିଳିପାରି ନାହିଁ । ବରଗଡ଼ ଜିଲ୍ଲା ପଦମପୁର ମାଓ କ୍ୟାଡରର ସିନିୟର ମାଓବାଦୀ ନିହତ । ଭଞ୍ଜଗୁଣ୍ଡା…