Odia News Portal
Browsing Tag

lifestyle

ପୁରୁଷଙ୍କ ଚେହେରାକୁ ଆକର୍ଷଣୀୟ ବନାଇବ ଏହିସବୁ ଫେସପ୍ୟାକ୍

ଯୁବତୀମାନଙ୍କ ଭଳି ପୁରୁଷମାନଙ୍କ ମୁହଁରେ ମଧ୍ୟ ବ୍ରଣ, ଦାଗ , ବ୍ଲାକହେଡସ ଇତ୍ୟାଦି ବାହାରିଥାଏ। ନିଜର ତ୍ବଚାକୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟକୁ ଆପଣେଇଥାନ୍ତି। ଆଉ ଯୁବତୀମାନଙ୍କ ତୁଳନାରେ ପୁରୁଷମାନେ ନିଜର ମୁହଁର ଯତ୍ନ କମ୍ ନେଇଥାନ୍ତି। ଯେଉଁଥିପାଇଁ ସେମାନଙ୍କ ମୁହଁର…

ଏମିତିକା ଝିଅଙ୍କୁ ପୁଅମାନେ ଭଲ ପାଇବାକୁ ବାଧ୍ୟ ହୋଇଥାନ୍ତି

ଭୁବନେଶ୍ୱର: ଗୋଟିଏ ସୁନ୍ଦର ବା ସୁସ୍ଥ ସମ୍ପର୍କର ଆରମ୍ଭ ଆକର୍ଷଣରୁ ଆରମ୍ଭ ହୋଇଥାଏ । ଏହି ଆକର୍ଷଣ କେବେ ଗୋଟିଏ ଝିଅର ସୁନ୍ଦରତାରୁ ହୋଇଥାଏ ତ ପୁଣି କେବେ ଏହି ଆକର୍ଷଣ ଇନର ବିୟୁଟି ବା ମଣିଷର ଗୁଣ ବା ସ୍ୱଭାବରୁ ହୋଇଥାଏ । ପୁଅମାନେ ଯେମିତି ଝିଅ ମାନଙ୍କୁ ନିଜ ବ୍ୟକ୍ତିତ୍ୱ ବା ଲୁକ୍…

ଜାଣନ୍ତୁ ‘ଗ୍ରୀନ୍-ଟି’ର ଫାଇଦା

ନିୟମିତ ଗ୍ରିନ୍‌ ଟି ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ । ଶୀତଦିନେ ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଏବଂ ଆଲ୍‌କାଲଏଡ୍‌ର ପରିମାଣ ଅଧିକ ଥିବାରୁ ଏହା ଶରୀର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଗ୍ରିନ୍‌ ଟିରେ ଭରପୂର ମାତ୍ରାରେ ଭିଟାମିନ୍‌ ଏ,…

ଜାଣନ୍ତୁ ଘରେ ଶୁଆ ରଖିଲେ କଣ ହୁଏ

ହିନ୍ଦୁ ଧର୍ମରେ ବିଭିନ୍ନ ପଶୁପକ୍ଷୀ ବହୁ ଦେବୀଦେବତାଙ୍କ ସହ ଜଡ଼ିତ ବୋଲି କୁହାଯାଏ। ବାସ୍ତୁ ଶାସ୍ତ୍ରରେ ମଧ୍ୟ ପଶୁପକ୍ଷୀଙ୍କର ବିଶେଷ ମହତ୍ୱ ବର୍ଣ୍ଣନା କରାଯାଇଛି। ପଶୁପକ୍ଷୀଙ୍କ ମଧ୍ୟରେ ଅନିଷ୍ଟ ଦୂର କରିବାର କ୍ଷମତା ରହିଛି ବୋଲି ମାନ୍ୟତା ରହିଛି। ଗୋ ମାତାଙ୍କ ଠାରେ ବହୁ ଦେବାଦେବୀ ବାସ…

ପୁରୁଷମାନେ ଛାଡିଦିଅନ୍ତୁ ଏହି ୩ ଖରାପ ଅଭ୍ୟାସ: ଶରୀର ହୋଇଯିବ ଶକ୍ତ

ଭୁବନେଶ୍ୱର: ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ମଣିଷ ଏତେ ମଗ୍ନ ହୋଇଯାଇଛି ଯେ ତାକୁ  ବିଭିନ୍ନ ରୋଗର ସମୁଖୀନ ହେବାକୁ ପଡୁଛି । ଏହି ରୋଗ ଫଳରେ ମଣିଷ ଦିନକୁ ଦିନ ଦୁର୍ବଳ ହୋଇଯାଉଛି । ପୂର୍ବେ ଲୋକମାନେ ନିଜ ଦିନଚର୍ଯ୍ୟା ସହିତ ଖାଦ୍ୟପେୟ ଉପରେ ଧ୍ୟାନ ରଖି ୧୦୦ ବର୍ଷ ପର୍ଯ୍ୟନ୍ତ ଜୀବିତ…

ସିନ୍ଦୂର ସହ ଜଡିତ କିଛି ବିଶେଷ ଉପାୟ

ଭୁବନେଶ୍ୱର: ବାସ୍ତୁରେ ସିନ୍ଦୂରର ବିଶେଷ ମହତ୍ତ୍ୱ ରହିଛି। ପ୍ରତ୍ୟେକ ସଧବା ସ୍ତ୍ରୀର ମୁଖ୍ୟ ଶୃଙ୍ଗାର ହେଉଛି ସିନ୍ଦୂର। ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା କରାଯାଇଛି ସିନ୍ଦୂର ପିନ୍ଧିବା ଦ୍ୱାରା ସ୍ୱାମୀ ଦୀର୍ଘାୟୁ ହୋଇଥାଆନ୍ତି। ବିଭିନ୍ନ ପ୍ରକାର ରୋଗରୁ ଦୂରେଇ ରହିଥାଆନ୍ତି। ଜାଣନ୍ତୁ…

ଚମକ ବଜାୟ ରଖିବା ପାଇଁ ପ୍ରତିଦିନ ମୁହଁକୁ ଭଲ ଭାବେ ସଫା କରନ୍ତୁ

ଆପଣଙ୍କ ଜୀବନଶୈଳୀ ଓ ଖାଇବା ପିଇବା ଆପଣଙ୍କ ମୁହଁକୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ।ଝିଅମାନେ ନିଜ ମୁହଁର ସୌନ୍ଦର୍ୟ୍ୟ ବୃଦ୍ଧି ପାଇ ପ୍ରାୟତଃ ସର୍ବଦା ଚିନ୍ତିତ ରୁହନ୍ତି। କାରଣ ଋତୁ ବଦଳିବା ସଙ୍ଗେ ସଙ୍ଗେ ମୁହଁରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ। ମୁହଁର ସୌନ୍ଦର୍ୟ୍ୟ ବଜାୟ…

ସିଗାରେଟ୍ ଅଭ୍ୟାସକୁ ଛଡାଇବ ଏହି ସାଧାରଣ ଜୁସ୍

ଭୁବନେଶ୍ୱର : ବିଭିନ୍ନ ରୋଗର ଘର ହେଉଛି ସିଗାରେଟ୍ ସେବନ । ଏହା ଶରୀରକୁ କ୍ଷତି ପହଁଚାଇ ଥାଏ । ଏହା ଜାଣିବା ପରେ ବି ଲୋକେ ଏହି ଅଭ୍ୟାସରୁ ବାହାରକୁ ବାହାରି ପାରୁ ନାହାଁନ୍ତି । କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣା ପଡିଛି କି ଯଦି ଆପଣ ଧୁମ୍ରପାନ ଅଭ୍ୟାସକୁ ଛଡାଇବାକୁ…

ତକିଆ ସହ ଜଡିତ କିଛି ବିଶେଷ କଥା

ରାତିରେ ନିଦ ନହେବା, ବାରମ୍ବାର ନିଦ ଭାଙ୍ଗିବା, ସକାଳୁ ଉଠିବା ପରେ ସତେଜ ଅନୁଭବ ନହେବା, ମୁଣ୍ଡ, ବେକ ଓ କାନ୍ଧରେ କଷ୍ଟ ଅନୁଭବ ହେବା ଭଳି ସମସ୍ୟା କିଛି ଲୋକଙ୍କ ନିକଟରେ ଦେଖିବାକୁ ମିଳେ । ଯଦି ଏଭଳି ସମସ୍ୟା ଆପଣଙ୍କ ନିକଟରେ ଦେଖିବାକୁ ମିଳୁଛି, ତେବେ ପ୍ରଥମେ ତକିଆ ଯାଞ୍ଚ କରି…

ଏହି ରାଶିର ଝିଅ ମାନେ ନିଜ ଲାଇଫ ପାର୍ଟନରଙ୍କୁ ଧୋକା ଦିଅନ୍ତି ନାହିଁ

ଭୁବନେଶ୍ୱର: ୧୨ ପ୍ରକାର ରାଶି ଲୋକଙ୍କ ସ୍ୱଭାବ ଅଲଗା ଅଲଗା ହୋଇଥାଏ । ମହିଳା ମାନଙ୍କ ଭିତରେ ମଧ୍ୟ ରାଶି ଅନୁଯାଇ ଭଲ ଗୁଣ ଓ ଖରାପ ଗୁଣ ରହିଥାଏ । ଜୀବନ ସାଥୀ ବାଛିବା କ୍ଷେତ୍ରରେ ସବୁ ପୁଅ ମାନଙ୍କୁ ଏମିତି ଏକ ଝିଅ ଆବଶ୍ୟକ ହୋଇଥାଏ ଯିଏ ନା କେବଳ ସୁନ୍ଦର ହୋଇଥିବ, ଭରସା ଯୋଗ୍ୟ ମଧ୍ୟ…