Odia News Portal
Browsing Tag

manas swain murder case

ମାନସ ସ୍ୱାଇଁ ହତ୍ୟା ମାମଲା : ନିରଞ୍ଜନଙ୍କ ଜାମିନ ଖାରଜ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ହତ୍ୟା ମାମଲାରେ ଗିରଫ ହୋଇ ଭଦ୍ରକ ଜେଲରେ ଥିବା ପୂର୍ବତନ ସୂଚନା ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନକୁ ଭଦ୍ରକ ଜିଲ୍ଲା ଜଜ ଖାରଜ କରିଛନ୍ତି । ନିରଞ୍ଜନଙ୍କ ଜାମିନ ଆବେଦନକୁ ଚାନ୍ଦବାଲି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ…

ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲା:୫ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କଲେ ୩ ଜଣ ସାକ୍ଷୀ

ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲାରେ ଜେଲରେ ହେଲା ଟିଆଇ ପରେଡ। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ପରେଶ ରାଉତ, ଭାଗ୍ୟଧର ନାୟକ, ବିବେକ ନାୟକଙ୍କୁ ଟିଆଇ ପରେଡରେ ଚିହ୍ନଟ କଲେ ସାକ୍ଷୀ। ୫ଜଣ ଅଭିଯୁକ୍ତ ସମେତ ୧୦ ଜଣଙ୍କୁ ଲମ୍ବା ଲାଇନ୍‌ରେ ଛିଡା କରାଯାଥିଲା । ପରେ ୩ଜଣ…

ମାନସ ସ୍ବାଇଁ ହତ୍ୟା ମାମଲା, ଜେଲ୍‌ରେ ଅଭିଯୁକ୍ତଙ୍କୁ ହେବ ଜେରା

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା । ଆଜି କ୍ରାଇମବ୍ରାଞ୍ଚ ଟିମ୍ ଭଦ୍ରକ ଉପକାରାଗାରରେ ଭାଗ୍ୟଧର ଓ ବିବେକକୁ ପଚରାଉଚରା କର। ଏଥିପାଇଁ ଚାନ୍ଦବାଲି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ସେହିପରି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ କଳ୍ପନା ସାହୁଙ୍କ ନେତୃତ୍ୱରେ ଜେଲକୁ ଯିବ…

ଶର୍ମିଷ୍ଠାଙ୍କ ବିରୋଧରେ ଆଉ ଏକ ପ୍ରମାଣ ପାଇଲା କ୍ରାଇମବ୍ରାଞ୍ଚ

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ବିରୋଧରେ ଆଉ ଏକ ପ୍ରମାଣ ପାଇଲା କ୍ରାଇମବ୍ରାଞ୍ଚ। ହତ୍ୟା ପରେ ଚଣ୍ଡିଖୋଲକୁ ଏକ କାର୍‌ରେ ଯାଇଥିଲେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା । ଗତ ଫେବ୍ରୁଆରୀ ୯ରେ ରାତି ୧୨ଟା ୮ ମିନିଟରେ ଟାଙ୍ଗୀ ଟୋଲ ଗେଟ ଦେଇ…

ମାନସ ସ୍ଵାଇଁ ହତ୍ୟା ମାମଲା:ଜେଲ୍ ଗଲେ ଶର୍ମିଷ୍ଠା ଓ ଝୁନା

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ଵାଇଁ ହତ୍ୟା ମାମଲା। ଭଦ୍ରକ ସ୍ୱତନ୍ତ୍ର ସବ୍‌ଜେଲକୁ ଗଲେ ଶର୍ମିଷ୍ଠା ଓ ଝୁନା । ଆସନ୍ତା ୧୧ ତାରିଖରେ କୋର୍ଟରେ ହାଜର ହେବେ ଶର୍ମିଷ୍ଠା ଓ ଝୁନା। ରିମାଣ୍ଡ ଅବଧି ଶେଷ ହେବା ପରେ ଚାନ୍ଦବାଲି କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ୍। ପ୍ରକାଶ…

ମାନସ ସ୍ୱାଇଁ ମର୍ଡର ଘଟଣାରେ କ୍ରାଇମବ୍ରାଞ୍ଚ ହାତରେ ନୂଆ ତଥ୍ୟ: ୧୦ ହଜାର ଟଙ୍କା ପାଇଁ ହତ୍ୟା

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ସରିଲା ୨ୟ ପର୍ଯ୍ୟାୟ ରିମାଣ୍ଡ। ଶର୍ମିଷ୍ଠା ରାଉତ ଓ ତା ସହଯୋଗୀ ଝୁନାଙ୍କ ୨ୟ ପର୍ଯ୍ୟାୟର ତିନି ଦିନିଆ ରିମାଣ୍ଡ ଶେଷ ହୋଇଛି। ଆଜି ଦୁଇ ଜଣଙ୍କୁ ଚାନ୍ଦବାଲି JMFC କୋର୍ଟରେ ହାଜର କରାଯିବ। ରିମାଣ୍ଡ ବେଳେ ମାନସଙ୍କୁ କେମିତି ଓ କିଭଳି…

ମାନସ ସ୍ୱାଇଁ ହତ୍ୟା ଘଟଣା :ସାମ୍ନାକୁ ଆସିଲା ସାଂଘାତିକ ସତ

ବାଉଁଶ ଫାଳିଆରେ ପିଟି ମାନସଙ୍କୁ ହତ୍ୟା କରାଯାଇଛି । ହତ୍ୟାକାଣ୍ଡର ଗୋଟି ଗୋଟି ସତ ବଖାଣୁଛନ୍ତି ଝୁନା ଭୋଇ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଶର୍ମିଷ୍ଠା ଓ ଝୁନାଙ୍କୁ ମାରାଥନ୍‌ ଜେରା କରୁଛି କ୍ରାଇମବ୍ରାଞ୍ଚ । ଝୁନା ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ମାନସଙ୍କୁ ଭୁବନେଶ୍ୱର…

ନିରଞ୍ଜନଙ୍କ ଡାଏରୀରେ ଏକାଧିକ ବ୍ୟକ୍ତିଙ୍କ ନାମ, ସମସ୍ତଙ୍କୁ ଜେରା କରିପାରେ କ୍ରାଇମ୍‌ବ୍ରାଞ୍ଚ୍

ବହୁ ଚର୍ଚ୍ଚିତ ମାନସ ସ୍ଵାଇଁ ହତ୍ୟା ମାମଲାରେ ଡାଏରୀ ଖୋଲିବ ଗୁମର। ନିରଞ୍ଜନଙ୍କ ଡାଏରିରୁ କ୍ରାଇମବ୍ରାଞ୍ଚ ପାଇଲା ବହୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ । ଡାଏରୀରେ ରହିଛି ଏକାଧିକ ବ୍ୟକ୍ତିଙ୍କ ନାମ। ସମସ୍ତଙ୍କୁ ମୁଖ୍ୟାଳୟକୁ ଡାକି ଜେରା କରିପାରେ କ୍ରାଇମ୍‌ବ୍ରାଞ୍ଚ୍। ପ୍ରଥମ ପର୍ଯ୍ୟାୟ ରିମାଣ୍ଡ…

ଶର୍ମିଷ୍ଠା ଓ ଝୁନା ରାଉତଙ୍କୁ ଆଜିଠୁ ପୁଣି ପଚରାଉଚରା କରିବ କ୍ରାଇମବ୍ରାଞ୍ଚ

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୁଣି ଥରେ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ଆଜିଠୁ ପୁଣି ଏମାନଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ନିରଞ୍ଜନଙ୍କ ଡାଏରୀରୁ ମିଳିଥିବା ତଥ୍ୟକୁ ନେଇ ଜେରା କରିବ କ୍ରାଇମବ୍ରାଞ୍ଚ ।…

ମାନସ ହତ୍ୟା ମାମଲା : ସମ୍ପୂର୍ଣ୍ଣା ଓ୍ବେବ ପୋର୍ଟାଲ ଅଫିସ୍ ସିଲ କଲା କ୍ରାଇମବ୍ରାଞ୍ଚ

ମାନସ ହତ୍ୟା ମାମଲାରେ ଆଜି ଅଭିଯୁକ୍ତଙ୍କ ରିମାଣ୍ଡ ଅବଧୀ ଶେଷ ହୋଇଛି। ସେଥିପାଇଁ କ୍ରାଇମବ୍ରାଞ୍ଚ ଟିମ୍ ଜୋରଦାର କରିଛି ତନାଘନା। ଘଟଣାର ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଶର୍ମିଷ୍ଠାଙ୍କ ଭୁବନେଶ୍ବର ସ୍ଥିତ ସମ୍ପୂର୍ଣ୍ଣା ଅଫିସରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି…