Odia News Portal
Browsing Tag

Mp

ସାଂସଦ ପଦରୁ ଇସ୍ତଫା ଦେବା ପରେ ଏମିତି କହିଲେ ବାବୁଲ ସୁପ୍ରିୟୋ

ନୂଆଦିଲ୍ଲୀ: ବଲିଉଡ଼ର ଆଗ ଧାଡ଼ିର ଗାୟକ ତଥା ଲୋକସଭା ସାଂସଦ ବାବୁଲ ସୁପ୍ରିୟୋ ଆଜି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହାସହ ସେ ବିଜେପିର ନେତୃ ମଣ୍ଡଳୀଙ୍କୁ ଧନ୍ୟବାଦ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି ।…

ଜନ୍ମଦିନକୁ ଡାକିଲେ, ମହିଳା କନେଷ୍ଟବଳଙ୍କୁ ୩ ଜଣ ମିଶି…

ନୂଆଦିଲ୍ଲୀ: ବିଶ୍ୱାସରେ ବିଷ । ମହିଳା କନେଷ୍ଟବଳଙ୍କୁ ଘରକୁ ଡାକିଲେ । ଜନ୍ମଦିନ ପାର୍ଟିରେ ଯୋଗ ଦେବାକୁ ଆସିଥିଲେ । ଆଉ ପାର୍ଟି ସରିବା ପରେ ୩ଜଣ ମିଶି ମହିଳାଙ୍କୁ ଟେକି ନେଇଥିଲେ । ଦୁଷ୍କର୍ମ କରିବା ପରେ ତାଙ୍କୁ ଛାଡ଼ି ଦେଇଥିଲେ । ଏନେଇ ମହିଳା ଜଣକ ଅଭିଯୋଗ କରିବା ପରେ ପୋଲିସ…

ନଭେମ୍ବର ୧ରୁ ମାଗଣା ରାସନ

ଲକ୍ଷେ୍ନø: ଆଉ ଦେବାକୁ ପଡ଼ିବନି ଟଙ୍କା । ଏଥରକ ମାଗଣାରେ ମିଳିବ ରାସନ । ଆଜି ଏଭଳି ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହ୍ୱାନ । ଶିବରାଜ କହିଛନ୍ତି, ୧ ନଭେମ୍ବରରୁ ୮୯ ଜନଜାତି ଥିବା ବ୍ଲକରେ ପ୍ରତି ଘରକୁ ମାଗଣାରେ ରାସନ ଦିଆଯିବ। ଆଦିବାସୀ ଜନଜାତିଙ୍କୁ ନିଜ କାମ…

ପୁଣି ଚର୍ଚ୍ଚାରେ ଗମ୍ଭୀର

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ରହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର । ବେଆଇନ ଭାବେ କୋଭିଡ-୧୯ ଔଷଧ ଫ୍ୟାବିଫ୍ଲୁ କିଣିବା, ଷ୍ଟକ ରଖିବା ଓ ବାଣ୍ଟିବା ମାମଲାରେ ଗୌତମ ଗମ୍ଭୀର ଫାଉଣ୍ଡେସନ ଦୋଷୀ ! ଏଭଳି ମାମଲାର ପୁରା ଯାଂଚ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍…

ଅଳ୍ପକେ ବର୍ତ୍ତିଲେ ସାଂସଦ

ଦେବଗଡ଼()  ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସମ୍ବଲପୁର ସାଂସଦ। ସମ୍ବଲପୁର ସାଂସଦଙ୍କ କାର୍‌କୁ ଟ୍ରକ୍‌ ଧକ୍କା ଦେଇଛି । ତେବେ ସାଂସଦ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦେବଗଡ଼ ଥାନା ତଥା ତିଳେଇବଣି ବ୍ଲକ କୁରଡ଼ ଗାଁ ଏନ୍‌ଏଚ୍-୫୩ରେ ଏହି ଘଟଣା ଘଟିଛି। ସମ୍ବଲପୁରରୁ ଫେରୁଥିବା ବେଳେ…

୮ ସାଂସଦ ସସପେଣ୍ଡ

ନୂଆଦିଲ୍ଲୀ() ରାଜ୍ୟସଭାରେ ହଙ୍ଗାମା ପ୍ରସଙ୍ଗରେ ୮ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ବିଶୃଙ୍ଖଳା ଆଚରଣ ଯୋଗୁଁ ୭ ଦିନ ପାଇଁ ନିଲମ୍ବିତ ହୋଇଛନ୍ତି ସାଂସଦ । ରାଜ୍ୟସଭାରେ ହଙ୍ଗାମା ପାଇଁ ବିରୋଧୀଙ୍କ ବିରୋଧରେ ହୋଇଛି ଏହି କାର୍ଯ୍ୟାନୁଷ୍ଠାନ । କୃଷି ବିଲ ଆଲୋଚନାରେ ହଙ୍ଗାମା କରିଥିବା ୮…

ଏଣିକି ସାଂସଦଙ୍କ କଟିବ ୩୦% ବେତନ

ନୂଆଦିଲ୍ଲୀ() କରୋନା ଯୋଗୁଁ ଅର୍ଥନୈତିକ କ୍ଷେତ୍ରରେ ଆସିଛି ବଡ ପରିବର୍ତ୍ତନ । ଘରୋଇ ଓ ସରକାରୀ କ୍ଷେତ୍ରରେ କର୍ମଚାରୀଙ୍କ ଦରମା କଟ୍ ହେଉଥିବା ବେଳେ ଏଥିରୁ ବାଦ୍ ପଡିନାହାନ୍ତି ସାଂସଦ । ସଂସଦର ସଦସ୍ୟଙ୍କ ଦରମା ଓ ପେନସନ୍ (ସଂଶୋଧନ) ବିଲ,୨୦୨୦ ଆଜି ଲୋକସଭାରେ ପାରିତ ହୋଇଛି । ଏହା ଅଧୀନରେ…

ଅଧିବେଶନର ପ୍ରଥମ ଦିନ, ୧୭ ସାଂସଦଙ୍କୁ କରୋନା

ନୂଆଦିଲ୍ଲୀ()  ସଂସଦର ମୌସୁମୀ ଅଧିବେଶନର ଆଜି ପ୍ରଥମ ଦିନ । ପ୍ରଥମ ଦିନରେ ଟେଷ୍ଟ ପରେ ୧୭ଜଣ ସାଂସଦଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ମିଳିଛି । ସାଂସଦ ମିନାକ୍ଷୀ ଲେଖୀ, ଅନନ୍ତ କୁମାର ହେଗଡ଼େ, ପରଭେଶ ସାହିବ ସିଂଙ୍କ ସମେତ ୧୭ଜଣ ସାଂସଦଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି…