Odia News Portal

ଜନ୍ମଦିନକୁ ଡାକିଲେ, ମହିଳା କନେଷ୍ଟବଳଙ୍କୁ ୩ ଜଣ ମିଶି…

ନୂଆଦିଲ୍ଲୀ: ବିଶ୍ୱାସରେ ବିଷ । ମହିଳା କନେଷ୍ଟବଳଙ୍କୁ ଘରକୁ ଡାକିଲେ । ଜନ୍ମଦିନ ପାର୍ଟିରେ ଯୋଗ ଦେବାକୁ ଆସିଥିଲେ । ଆଉ ପାର୍ଟି ସରିବା ପରେ ୩ଜଣ ମିଶି ମହିଳାଙ୍କୁ ଟେକି ନେଇଥିଲେ । ଦୁଷ୍କର୍ମ କରିବା ପରେ ତାଙ୍କୁ ଛାଡ଼ି ଦେଇଥିଲେ । ଏନେଇ ମହିଳା ଜଣକ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ମଧ୍ୟପ୍ରଦେଶର ନିମଚ ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜଜନକ ଖବର ।