Odia News Portal
Browsing Tag

NCB

ଆର୍ଯ୍ୟନଙ୍କ ବିରୋଧରେ NCB କୁ ମିଳିଲାନି କୌଣସି ପ୍ରମାଣ

ମୁମ୍ବାଇ କ୍ରୁଜ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଆର୍ଯ୍ୟନ ଖାନଙ୍କ ବିରୋଧରେ ମିଳିଲାନି କୌଣସି ପ୍ରମାଣ। ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନଙ୍କ ବିରୋଧରେ NCBର SITକୁ କୌଣସି ପ୍ରମାଣ ମିଳିନାହିଁ । ଘଟଣାଦିନ ଆର୍ଯ୍ୟନ ଖାନ୍‌ ଡ୍ରଗ୍ସ ରଖିନଥିଲେ । ଏହାସହ ଆନ୍ତର୍ଜାତିକ ଡ୍ରଗ୍ସ…

ସତ୍ୟନାରାୟଣ ପ୍ରଧାନ ହେଲେ ଏନସିବିର ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ: ପୁଣି ଥରେ ଜଣେ ଓଡିଆଙ୍କୁ ଗୁରୁଦାୟିତ୍ୱ । ବରିଷ୍ଠ ଆଇପିଏସ ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କୁ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ –ଏନସିବିର ମହାନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ଡେପୁଟେସନ ଭିତ୍ତିରେ ସତ୍ୟନାରାୟଣ ଏହି ପଦବୀରେ ନିଜର ଅବସର ଯାଏଁ ରହିବେ । ୨୦୨୪ ମସିହା…

ଏନସିବିରେ ହାଜର ହେଲେ ଆର୍ୟନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଶୁକ୍ରବାର ଏନସିବିରେ ହାଜର ହୋଇଛନ୍ତି । ପୂର୍ବ ।ହ୍ନ ୧୧ଟାରୁ ଅପରାହ୍ଣ ୨ଟା ମଧ୍ୟରେ ‘ଏନ୍ସିବି’ରେ ଉପସ୍ଥିତ ହେବାକୁ ତାଙ୍କ ପ୍ରତି ନିର୍ଦେଶ ଜାରି ହୋଇଥିଲା । ‘ଡ୍ରଗ୍ସ୍-ଅନ୍-କ୍ରୁଜ୍’…

ଜେରା ପାଇଁ ହାଜର ହେଲେନି ଅନନ୍ୟା ପାଣ୍ଡେ

କ୍ରୁଜ୍‌ ଡ୍ରଗ୍ସ ମାମଲାରେ ତୃତୀୟ ଥର ପଚରା ଉଚରା ପାଇଁ ସୋମବାର ହାଜର ହେବାକୁ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଏନ୍‌ସିବି ସମନ ପଠାଇଥିଲା। ହେଲେ ଅନନ୍ୟା ଅସୁସ୍ଥ ଥିବା ଦର୍ଶାଇ ଆଜି ଏନ୍‌ସିବିରେ ହାଜର ହୋଇନାହାନ୍ତି। ପଚରା ଉଚରା ପାଇଁ ସେ ଆଉ ଦୁଇଦିନ ସମୟ ମାଗିଛନ୍ତି। ଏନ୍‌ସିବି ଉପ…

ଖଣ୍ଡାଧାରରେ ୱାଙ୍ଖଡେଙ୍କ ପଦବୀ

ଆରୟନ ଖାନ ଡ୍ରଗ୍ସ ମାମଲାରେ ଯାଞ୍ଚ କରୁଥିବା ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଉପରେ ବିପଦ ଘନେଇଆସୁଛି । ପୂର୍ବରୁ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ତାଙ୍କୁ ଧମକ ଦେଇଥିବାବେଳେ ଏବେ ସାକ୍ଷୀର ବୟାନ ତାଙ୍କ ଚିନ୍ତା ବଢାଇଦେଇଛି । ଏହାକୁ ନେଇ ତାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିଛି…

ଆଜିବି ଅନନ୍ୟାଙ୍କୁ ଏନସିବିର ଜେରା

 ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଆଜି ପୁଣି ଜେରା କରିବା ପାଇଁ ଅନନ୍ୟା ପାଣ୍ଡେଙ୍କୁ ସମନ୍‌ ଜାରି କରାଯାଇଛି। ଏହାକୁ ଲଗାଇ ‘ଏନ୍‌ସିବି’ ଜେରା ପାଇଁ ଅଭିନେତ୍ରୀ ଅନନ୍ୟାଙ୍କୁ  ତିନି ଥର ସମନ୍‌ ଜାରି କଲାଣି। ପ୍ରଥମେ ଗତ ଗୁରୁବାର ଦିନ ଅନନ୍ୟାଙ୍କୁ ଦୁଇଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି…

ଏନସିବି ବିରୋଧରେ ଅଭିଯୋଗ ଆଣିଲେ ଆର୍ୟନ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ରହିଛନ୍ତିି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆୟନ । ଏନସିବି ଜାଲରେ ଛନ୍ଦି ହୋଇଥିବା ଆର୍ୟନଙ୍କ ଜାମିନ ବାରମ୍ବାର ଖାରଜ ହୋଇଛି । ସେପଟେ ଏନସିବି ବିରୋଧରେ ଅଭିଯୋଗ ଆଣିଛନ୍ତି ଆର୍ୟନ । ସେ କହିଛନ୍ତି ହ୍ୱାଟ୍ସଆପ ଚାଟକୁ ଏନସିବି ଭୁଲ…

ଗିରଫ ହେଲେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ

ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜରେ ଚାଲିଥିବା ରେଭ୍ ପାର୍ଟି ଓ ସେଠାରୁ ଜବତ ହୋଇଥିବା ଡ୍ରଗ୍ସ ମାମଲାରେ ଅଟକ ଥିବା ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନ୍ ଗିରଫ ହୋଇଛନ୍ତି । ଏଥିସହିତ ତାଙ୍କର ଅନ୍ତରଙ୍ଗ ବନ୍ଧୁ ଅରବାଜ୍ ମର୍ଚ୍ଚାଣ୍ଟ, ମୁନମୁନ୍ ଧେମେକା, ନୂପୁର…

ଏନସିବି କଷ୍ଟଡିରେ ଅଛନ୍ତି ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟାନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଏବେ ଏନସିବି କଷ୍ଟଡିରେ ଅଛନ୍ତି । ଏକ ଯାତ୍ରୀବାହୀ ଜାହାଜରେ ରେଭ୍ ପାର୍ଟି ଚାଲିଥିବା ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ହାତରେ ଧରା ପଡିଛନ୍ତି ବଲିଉଡ ଷ୍ଟାର୍ କିଡ୍ ଆର୍ୟ୍ୟନ୍ ଖାନ୍। ଆର୍ୟ୍ୟନ୍ ହେଉଛନ୍ତି ବଲିଉଡ…

ଅରମାନଙ୍କୁ ରିମାଣ୍ଡରେ ନେଲା ଏନସିବି

ମୁମ୍ବାଇ: ଅଭିନେତା ଅରମାନ କୋହଲିଙ୍କୁ ଶନିବାର ଡ୍ରଗସ କାରବାର ମାମଲାରେ ଏନସିବି ଗିରଫ କରିଥିଲା । ଏହା ପରେ ଆଜି ତାଙ୍କୁ ରିମାଣ୍ଡରେ ନେଇଛ ଏନସିବି । ଏନସିବି ଗତ ଶନିବାର କୋହଲିଙ୍କ ଘରେ ରେଡ୍ କରିଥିଲା । ତେବେ ତାଙ୍କ ଘରୁ କିଛି କୋକିନ ମିଳିବା ପରେ ଅରମାନଙ୍କୁ ରିରଫ କରିଥିଲା ଏନ୍ସିବି…