ଗଣପର୍ବ ନୂଆଁଖାଇ ପାଇଁ ବଢ଼ିଲା ପ୍ରସ୍ତୁତି: ସମଲେଶ୍ବରୀ ମନ୍ଦିରକୁ ଆସିଲା ନୂଆ ଧାନ, ଆଜି ପାର୍ଶ୍ବ ଦେବଦେବୀଙ୍କ…
ଗଣପର୍ବ ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏଥିପାଇଁ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ‘ସରିଆ’ ଧାନ ପହଞ୍ଚିଛି। ରବିବାର ପୂର୍ବାହ୍ନ ୧୦ଟାରେ ସମ୍ବଲପୁର ସହର ଉପକଣ୍ଠ ବଲବସରପୁରର ସୁବାସ ବେହେରା ପରିବାର ସହିତ ଆସି ନୂଆ ଧାନ ଅର୍ପଣ କରିଛନ୍ତି।…