Odia News Portal
Browsing Tag

nuapada

ନୂଆପଡ଼ା ଉପନିର୍ବାଚନ: ୧୬ରେ ବିଜେପିର ନାମାଙ୍କନ, ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା ଉପନିର୍ବାଚନରେ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି। ଦୁଇ ଦିନ ତଳେ ଦଳର କୋର୍‌ କମିଟି ବୈଠକ ବସିଥିବାବେଳେ ଏଥିରେ ନିଷ୍ପତ୍ତି ହୋଇଥିବା ପ୍ରାର୍ଥୀଙ୍କ ନାମକୁ ଦଳର ସଂସଦୀୟ ବ୍ୟାପାର କମିଟିକୁ ‌ପଠାଇଛି। ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଜୟ ଢୋଲକିଆଙ୍କୁ ଦଳୀୟ…

ନୂଆପଡ଼ା ଉପ ନିର୍ବାଚନ, ଘାସିରାମ ମାଝୀଙ୍କ ନାଁରେ କଂଗ୍ରେସର ମୋହର

ଉପ ନିର୍ବାଚନ ବିଗୁଲ ପରେ ଏବେ ନୂଆପଡ଼ାରେ ବଢିଛି ରାଜନୈତିକ ଉଷ୍ମତା । ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା। ଘାସିରାମ ମାଝୀଙ୍କ ନାଁରେ ମୋହର ମାରିଲା ଦଳ। ଏନେଇ ଏଆଇସିସି ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଘାସିରାମଙ୍କୁ ପ୍ରାର୍ଥୀ…

ଅଚେତ ଅବସ୍ଥାରେ ଉଦ୍ଧାର ହେଲେ ସରପଞ୍ଚ

ହାତଗୋଡ଼ ବନ୍ଧା ଓ ଅଚେତ ଅବସ୍ଥାରେ ନିଖୋଜ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସୁନାରି ସିକୁଁଆ ଗାଁ’ର ସରପଞ୍ଚ ପ୍ରାର୍ଥୀ ଚୂଳ ବୈଠାରୁଙ୍କୁ ଗୁରୁତର ଅବସ୍ଥାରେ ଗାଁ ରାସ୍ତା ପୋଲତଳୁ ଉଦ୍ଧାର କରାଯାଇଛି । ତାଙ୍କୁ ଖଡ଼ିଆଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଆତ୍ମହତ୍ୟା କଲେ ଯବାନ

ନୁଆପଡା: କୋମନା ଥାନା ଅନ୍ତର୍ଗତ ବରକୋଟ ଗାଁରେ ଥିବା CRPF କ୍ୟାମ୍ପରେ ଘଟିଛି ଅଘଟଣ । ନିଜ ସର୍ଭିସ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି ଯବାନ । ମୃତ ଯବାନ ହେଲେ ରାମ ପ୍ରତାପ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ, ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି ବରିଷ୍ଠ ଅଧିକାରୀ ।

ଆତଙ୍କ ଖେଳାଉଛି ବାଘ

ନୂଆପଡା ଜିଲ୍ଲା କୋମନା ବ୍ଲକ ତୋରବୋଡ଼ ଅଞ୍ଚଳ ରେ ବାଘ ଲୋକେ ଆତଙ୍କିତ | ତୋରବୋଡ଼ ସ୍ତିତ ବିହନ ଉତ୍ପାଦନ କେନ୍ଦ୍ର ନିକଟ ଗୋଟିଏ ବାଘ ସହିତ ଦୁଇଟି ବାଘ ଛୁଆ ଦେଖିବାକୁ ପାଇଥିଲେ | କିଛି ସ୍ଥାନୀୟ ଲୋକେ ଆଜି ସକାଳୁ ଲୋକ ମାନେ ଯିବା ଆସିବା କରୁଥିବା ବେଳେ ଲୋକେ ବାଘ ମାନେ ତୃଣ ବିହନ

ଲାଞ୍ଚ ନେଉଥିଲେ, ଧରା ପଡ଼ିଲେ

ନୂଆପଡ଼ା: ମହଙ୍ଗା ପଡ଼ିଲା ଲାଞ୍ଚ ନେବା । ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍ର ଆଇସିଡିଏସ ସୁପରଭାଇଜର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସିନାପାଲି ବ୍ଲକ୍ –ସାଗୁନଭାଡି -୨ ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତି ପାଇଁ ବିକାଶ ରଞ୍ଜନ ବାଗ୍ଙ୍କଠାରୁ

ନୂଆପଡ଼ା ଗସ୍ତରେ ପୋଲିସ ଡିଜି ଅଭୟ

ନୂଆପଡ଼ା: ପୋଲିସ DG ଅଭୟଙ୍କ ଦିନିକିଆ ନୂଆପଡ଼ା ଗସ୍ତ। ଜିଲ୍ଲାରେ ମାଓ ସ୍ଥିତି ନେଇ ସମୀକ୍ଷା କରିବେ ଡିଜିପି। ସୁନାବେଡ଼ା ଅଭୟାରଣ୍ୟ ଗସ୍ତରେ ଯିବେ DGP। ସୁନାବେଡ଼ାରେ ଥିବା CRPF କ୍ୟାମ୍ପ ପରିଦର୍ଶନ କରିବେ। ମାଓ ମୁକାବିଲା କ୍ଷେତ୍ରରେ ଓଡ଼ିଶା ବିଗତ ଦିନରେ ସଫଳତା ସହ କରିଛି।

ଆଜି ନୂଆପଡ଼ା ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗକୁ ସଂରକ୍ଷଣରେ ଅବହେଳା ଅଭିଯୋଗରେ ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଏନେଇ ରାଜ୍ୟ ସରକାର ଉପରେ ଅସନ୍ତୋଷ ଦେଖା ଦେଇଛି। ଏହାକୁ ନେଇ ନୂଆପଡ଼ା ଜିଲ୍ଲା ଓବିସି ପକ୍ଷରୁ ଆଜି

ବିସର୍ଜନ କରିବାକୁ ଯାଇଥିଲେ, ୩ଜଣ ବୁଡ଼ିଗଲେ

ନୂଆପଡ଼ା: ଏମିତି ବି ଆସିପାରେ ମରଣ । ନୂଆପଡ଼ା ଅଞ୍ଚଳରେ ଗଣେଶ ଭଗବାନଙ୍କ ବିସର୍ଜନ ବେଳେ ଘଟିଯାଇଛି ବଡ଼ ଅଘଟଣ । ଗୋଧସା ଜଳପ୍ରପାତରେ ବିସର୍ଜନ ସମୟରେ ବୁଡ଼ିଯାଇ ୩ ଜଣ ନିଖୋଜ ହୋଇଥିବା ଜଣାପଡିଛି । ନିଖୋଜ ଥିବା ୩ ଜଣ ଏକ ବିଦେଶୀ ମଦ ଦୋକାନର କର୍ମଚାରୀ ବୋଲି ଜଣାପଡିଛି । ନିଖୋଜ ୩ ଜଣଙ୍କୁ

ଭିଜିଲାନ୍ସ ପଞ୍ଝାରେ ବାଦୀ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ

ନୂଆପଡ଼ା: ଲାଞ୍ଚ ନେଉଥିଲେ, ଧରା ପଡିଗଲେ । ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ଧରାପଡ଼ିଛନ୍ତି ନୂଆପଡ଼ା ଜିଲ୍ଲା ଖଡିଆଳ ବାଦୀ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୁଜନ କୁମାର ସାହୁ । ଟିଜିଟି ଶିକ୍ଷକଙ୍କ ସର୍ଭିସ୍ ବୁକ୍ ଅପଡେଟ୍ ଏବଂ ବେତନରେ ବାର୍ଷିକ ବୃଦ୍ଧି ମଞ୍ଜୁର