Odia News Portal
Browsing Tag

Odisha CM Naveen Patnaik

କେନ୍ଦୁପତ୍ର ତୋଳାଳୀଙ୍କୁ ଖୁସ୍ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯୨.୩୭ କୋଟି ଟଙ୍କାର ବୋନସ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି | ତନ୍ମଧ୍ୟରୁ କେବଳ ବୋନସର ପରିମାଣ ୫୯.୭୮ କୋଟି ଟଙ୍କା | ଏହା ସହିତ କେନ୍ଦୁପତ୍ର କର୍ମଚାରୀଙ୍କ ମୃତ୍ୟୁ ବା…

ଜାଣନ୍ତୁ କେଉଁ ମନ୍ତ୍ରୀଙ୍କର କେତେ ସମ୍ପତ୍ତି ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ଏବେ ସବୁ ମନ୍ତ୍ରୀ ଦେଇଛନ୍ତି ନିଜ ନିଜର ସମ୍ପତ୍ତି ତାଲିକା |ତେବେ ଗତବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ନିଜ ସମ୍ପତ୍ତିର ତାଲିକା ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ତଥା ରାଇଜର ମୁଖିୟା ନବୀନ ପଟ୍ଟନାୟକ । ସିଏମଓ ୱେବ୍‌ସାଇଟ୍‌ରେ…

ମୁଖ୍ୟମନ୍ତ୍ରୀଙ୍କ ହତ୍ୟା ଷଡଯନ୍ତ୍ର !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଷଡଯନ୍ତ୍ର । ନବୀନ ନିବାସକୁ ଆସିଲା ବେନାମୀ ଚିଠି । ଚିଠି ପାଇ ତତ୍ପର ହୋଇଉଠିଛି ରାଜ୍ୟ ପ୍ରଶାସନ । ତେବେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ କିଛି ସୁପାରୀ କିଲର ସୁପାରୀ ନେଇଥିବା ଚିଠିରେ ଲେଖା ଯାଇଛି । ଅତ୍ୟାଧୁନିକ…

ଉଚ୍ଚଶିକ୍ଷା ସଂରକ୍ଷଣ ପାଇଁ ଗଠନ ହେଲା କମିଟି

ଭୁବନେଶ୍ୱର : ସରକାରୀ ସ୍କୁଲ ବିଦ୍ୟାର୍ଥୀଙ୍କ ପାଇଁ ଇଞ୍ଜିନିୟରିଂ ଓ ମେଡିକାଲ ଶିକ୍ଷାରେ ସ୍ଥାନ ସଂରକ୍ଷଣ ବାବଦରେ ରାଜ୍ୟ କ୍ୟାବିନେଟର ନିଷ୍ପତିକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ପରାମର୍ଶ ଦେବା ନିମନ୍ତେ ଓଡ଼ିଶା ସରକାର ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି ।…

ବିଜେଡି ପ୍ରତିଷ୍ଠା ଦିିବସ: ମହିଳା କାର୍ଡ ଖେଳିଲେ ନବୀନ

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିିବସ । ଏହି ଅବସରରେ ଦଳର କର୍ମୀ ଠୁ ନେତା ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ । ତେବେ ଉଦବୋଧନରେ ମହିଳା କାର୍ଡ ଖେଳିଛନ୍ତି ନବୀନ । ମହିଳା ସଶକ୍ତିକରଣ ଓ ମହିଳା ବିକାଶ ନେଇ ନିଜ ଆଭିମୁଖ୍ୟ ରଖିଛନ୍ତି…

୨୪ ତମ ପ୍ରତିଷ୍ଠା ଦିବସ ପାଳୁଛି ବିଜୁ ଜନତା ଦଳ

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ପାଳୁଛି ୨୪ ତମ ପ୍ରତିଷ୍ଠା ଦିବସ । କୋଭିଡ କଟକଣା ଭିତରେ ଦଳ ପାଳନ କରୁଛି ପ୍ରତିଷ୍ଠା ଦିବସ । ତେବେ ଏନେଇ ଆଜି ଭୁବନେଶ୍ୱର ଫରେଷ୍ଟ ପାର୍କସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ସେହିପରି ୟୁନିଟ-୬ ରେ ଥିବା ଦଳୀୟ…

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଛାତ୍ର ନେତାଙ୍କୁ ବିଜେଡି ସୁପ୍ରିମୋଙ୍କ ଗୁରୁମନ୍ତ୍ର

ଛାତ୍ର ନେତାଙ୍କୁ ବିଜେଡି ସୁପ୍ରିମୋଙ୍କ ଗୁରୁମନ୍ତ୍ର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ଛାତ୍ର ନେତାଙ୍କୁ ଆଜି ୩ ଟି ଗୁରୁମନ୍ତ୍ର ଦେଇଛନ୍ତି । ନିଜ ଭିତରେ ଥିବା ପ୍ରତିଭାର ବିକାଶ କରନ୍ତୁ। ନିଜ ପରିବାର ଓ ବାପା ମାଙ୍କ ପ୍ରତି ଦାଇତ୍ୱ ଭୁଲନ୍ତୁ ନାହିଁ। ସମାଜର ବିକାଶ ପାଇଁ କାମ…

ରାଜ୍ୟ ଛାତ୍ର ବିଜେଡିର କାର୍ଯ୍ୟକାରିଣୀ ବୈଠକ,ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ସଂଗଠନ…

ରାଜ୍ୟ ଛାତ୍ର ବିଜେଡିର କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି । ଏଥିରେ ଆସନ୍ତା ବର୍ଷ ପାଇଁ ରାଜନୈତିକ ଏଜେଣ୍ଡା ପ୍ରସ୍ତୁତ ହେବ । ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ କାର୍ଯ୍ୟକାରିଣୀରେ ଯୋଗ ଦେଇ ଉଦବୋଧନ ଦେଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି,…

ବିଜେଡିର ରାଜ୍ୟ ପରିଷଦ ବୈଠକ:ଦଳୀୟ ସଦସ୍ୟମାନଙ୍କୁ ସୁପ୍ରିମୋ ଦେବେ ଗୁରୁମନ୍ତ୍ର

ସୋମବାର ଦିନ ଆରମ୍ଭ ହୋଇଛି ବିଜେଡିର ରାଜ୍ୟ ପରିଷଦ ବୈଠକ ।ଏହି ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରକାର ଓ ସଙ୍ଗଠନକୁ ନେଇ ଦଳୀୟ କାର୍ଯ୍ୟକର୍ତାଙ୍କୁ ମତାମତ ମାଗିଛନ୍ତି । ଦଳୀୟ କାର୍ଯ୍ୟାଳୟରେ ରଖାଯାଇଥିବା ଡ୍ରପ ବକ୍ସରେ ସମସ୍ତ କାର୍ଯ୍ୟକର୍ତା ଆଜି ସନ୍ଧ୍ୟା ସୁଦ୍ଧା ଗୋଟିଏ…

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ:ଦଳ ସୁଦୃଢ଼ କରିବାକୁ ସୁପ୍ରିମୋଙ୍କ ମନ୍ତ୍ର

ଆଜି ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟକାର୍ଯ୍ୟାଳୟଠାରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇାଇଛି । ଏହି ବୈଠକରେ ୯ଟି ପ୍ରସ୍ତାବ ପାରିତ ହୋଇଯାଇଛି । ବୈଠକରେ ୮୦ କାର୍ଯ୍ୟକାରିଣୀ ସଦସ୍ୟ, ନିମନ୍ତ୍ରିତ ଉପସଭାପତି ଓ ବରିଷ୍ଠ ନେତା…