Odia News Portal
Browsing Tag

odisha news

ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଲା ବିଜେଡି

ଭୁବନେଶ୍ୱର: ଲଗାତାର ୫ ଦିନ ହେଲା ମଣ୍ଡି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରୁଛନ୍ତି ବିରୋଧୀ । ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରୁଛନ୍ତି ବାଚସ୍ପତି । ଆଜି ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ବିରୋଧୀ ମଣ୍ଡି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ

କ୍ଷମା ଜିଦରେ ଅଚଳ ଗୃହ,୪ଟା ଯାଏଁ ମୁଲତବି

ଭୁବନେଶ୍ୱର: ଲଗାତର ପଞ୍ଚମ ଦିନ ମଧ୍ୟ ଚାଲିପାରିଲାନି ଗୃହ । ଶାସକ ଏବଂ ବିରୋଧୀ ଦଳର ସଦସ୍ୟଙ୍କ ଜିଦ୍ ଯୋଗୁଁ ଗୃହ ଚାଲିପାରୁନି । ଗୃହ କାର୍ଯ୍ୟ ଆରମ୍ଭରୁ ଉଭୟ ଶାସକ-ବିରୋଧୀ ସଦସ୍ୟଙ୍କ ନାରାବାଜି । ଗୃହରେ ହଟ୍ଟଗୋଳ ଯୋଗୁଁ ଦିନ ୧୨ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ମୁଲତବି ହୋଇଥିବା ସମୟରେ

ପଞ୍ଚମ ଦିନ ଗୃହ ଅଚଳ,ଦିନ ୧୨ଟା ଯାଏଁ ମୁଲତବି

ଭୁବନେଶ୍ୱର: ଲଗାତର ପଞ୍ଚମ ଦିନ ବି ଚାଲିପାରିଲାନି ଗୃହ । ଶାସକ ଏବଂ ବିରୋଧୀ ଦଳର ସଦସ୍ୟଙ୍କ ଜିଦ୍ ଯୋଗୁଁ ଗୃହ ଚାଲିପାରୁନି । ଗୃହ କାର୍ଯ୍ୟ ଆରମ୍ଭରୁ ଉଭୟ ଶାସକ-ବିରୋଧୀ ସଦସ୍ୟଙ୍କ ନାରାବାଜି । ଗୃହରେ ହଟ୍ଟଗୋଳ ଯୋଗୁଁ ଦିନ ୧୨ଟା ଯାଏଁ ଗୃହ କାର୍ଯ୍ୟ ମୁଲତବି ରଖିଲେ ବାଚସ୍ପତି । ମଣ୍ଡି

ଏଠି ଶୋଷ ମେଣ୍ଟାଉ ଥିବା ପାଣି ପାଇଁ ଲଟେରୀ

ଗଞ୍ଜାମ: ଗ୍ରୀଷ୍ମ ଋତୁ ପୂର୍ବରୁ ଦେଖାଦେଲାଣି ପାଣି ସଙ୍କଟ। ପାଣି ନେବା ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକ । ତେବେ ଗଞ୍ଜାମରେ ପାଣି ସମସ୍ୟାର ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଏଠି ପାଣି ପାଇଁ ପଡୁଛି ଲଟେରୀ। ଆଉ ଯାହାର ନମ୍ୱର ଆଗେ ଆସିବ, ସିଏ ପ୍ରଥମେ ନେବ ପାଣି।

‘ସବୁ ବ୍ୟାଙ୍କର ହେବନି ଘରୋଇକରଣ’

ନୂଆଦିଲ୍ଲୀ: ଦେଶର ସବୁ ବ୍ୟାଙ୍କ ଗୁଡିକର ଘରୋଇକରଣ କରାଯିବ ନାହିଁ କହିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଯଦି କେଉଁ ବ୍ୟାଙ୍କ ଗୁଡିକର ଘରୋଇକରଣ କରାଯିବ ତାହେଲେ ସେହି ବ୍ୟାଙ୍କର କର୍ମଚାରୀ ମାନଙ୍କର ସ୍ୱାର୍ଥକୁ ପ୍ରାଧାନ୍ୟ ଦିଆଯିବ । ବଜେଟ୍ ସମୟରେ ସରକାର ଦୁଇଟି

ଶ୍ରୀମନ୍ଦିରରେ ପଡ଼ି ବଙ୍ଗୀୟ ପର୍ଯ୍ୟଟକ ଆହତ

ପୁରୀ: ଆଜି ଶ୍ରୀମନ୍ଦିରରେ ଜଣେ ବଙ୍ଗୀୟ ପର୍ଯ୍ୟଟକ ପଡି ଯିବାରୁ ତାଙ୍କ ନାକ ଫାଟିଯାଇଛି |ତେବେ ଏହି ସମୟରେ ପୋଲିସ କର୍ମଚାରୀ ମାନବିକତା ଦେଖାଇଛନ୍ତି | ପୋଲିସ ବିଭାଗର ଜଣେ ହାବିଲଦାର ଏବଂ ଦୁଇଜଣ କନଷ୍ଟେବଳ ରକ୍ତାକ୍ତ ଅବସ୍ଥାରେ ବରିଷ୍ଠ ନାଗରିକ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ