Sign in
Sign in
Recover your password.
A password will be e-mailed to you.
Browsing Tag
odisha news
ସାରା ରାଜ୍ୟରେ ଦିନ ୨ଟାରୁ ଦୋକାନ ବନ୍ଦ
ଭୁବନେଶ୍ୱର : ଅମାନିଆମାନେ ମାନୁନାହାଁନ୍ତି କଟକଣା । ଦୋକାନରେ ଲଗାଉଛନ୍ତି ଲମ୍ବାଲାଇନ୍ । ଫଳରେ ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ବିଭିନ୍ନ ବ୍ୟବସାୟୀ ସଂଘ ପକ୍ଷରୁ ଦୋକାନ ବଜାର ବନ୍ଦ ରଖାଯାଉଛି । ତେବେ ଆଜି ରାଜ୍ୟ ବ୍ୟବସାୟୀ ସଂଘ ପକ୍ଷରୁ ବଡ ନିଷ୍ପତି ନିଆଯାଇଛି । ଦିନ!-->…
ମେଡିକାଲ କଲେଜ ଆଡମିସନ ନାଁରେ ୬୦ଲକ୍ଷ ଲୁଟ୍
*ଘଟଣାରେ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ ।
*ଗିରଫ ଠକ ଜଣଙ୍କ ହେଉଛନ୍ତି ଦେବାଶିଷ ମୁଖାର୍ଜୀ ।
ଅପରାହ୍ନ ସାଢେ ୪ଟାରେ ପୋଲିସ ଡିଜିଙ୍କ ବଡ଼ ଘୋଷଣା
ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏହାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନ ସାଢେ ୪ଟା ବେଳେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ପୋଲିସ ଡିଜି ଅଭୟ । ତେବେ କରୋନା ସ୍ଥିତି ନେଇ କିଛି ବଡ଼ ଘୋଷଣା କରିବେ ବୋଲି କୁହାଯାଉଛି ।ତେବେ ଏହି ମଧ୍ୟରେ ଟ୍ୱିନ!-->…
ସମାଜସେବାର ଜାତୀୟତାବାଦକୁ ଆଗେଇ ନେଉଛନ୍ତି ନବୀନ
ଭୁବନେଶ୍ୱର:ଓଡିଶାର ପବିତ୍ର ମାଟି ହେଉଛି କର୍ମଭୂମି । ଉତ୍କଳ ମାଟିରେ ବହୁ ମହାପୁରୁଷ ଜନ୍ମ ନେଇ ଜାତି ପାଇଁ ସମାଜସେବାର ସର୍ବୋତ୍କୃଷ୍ଟ ନିଦର୍ଶନ ଦେଖାଇ ଆମ ପ୍ରାଣ ସ୍ପନ୍ଦନରେ ଅମର ହୋଇଯାଇଛନ୍ତି। ସେହି ମହାନୁଭବଙ୍କ ପଦାଙ୍କ ଅନୁସରଣ କରି ସମାଜସେବାର ଜାତୀୟତାବାଦକୁ ଆଉ ପାଦେ ଆଗକୁ!-->…
ରାଜ୍ୟରେ ସମାନ୍ତରାଳ ସ୍ଥିତିରେ ସଂକ୍ରମଣ
ଭୁବନେଶ୍ୱର: ରାଜ୍ୟରେ ସମାନ୍ତରାଳ ଭଳି ସ୍ଥିତିରେ ରହିଛି ସଂକ୍ରମଣ । କେତେବେଳେ ଅପ୍ କେତେବେଳେ ଡ଼ାଉନ୍ ସ୍ଥିତିରେ ମଧ୍ୟ ରହୁଛି । ଗତକାଲି ସଂକ୍ରମଣ ୮ହଜାର ଛୁଇଁଥିବା ସମୟରେ ଆଜି ସଂକ୍ରମଣ ୭ହଜାର ପାଖାପାଖି ରହିଛି । ତେବେ,ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଡିଏମଇଟି ସିବିକେ!-->…
ସାଙ୍ଘାତିକ କରୋନାସ୍ଥିତି: ଆଜି ୬୯୯୮ ପଜିଟିଭ୍
ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୬୯୯୮ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୫୫୧୩ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୯୪୪ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୪୦୫୪ ଜଣ!-->…
ଗଞ୍ଜାମ ସହରାଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସହରାଞ୍ଚଳରେ ସଂକ୍ରମଣର ମାତ୍ରା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ବ୍ୟବସାୟୀ ଏବଂ ବୁଲାବିକାଳୀ ସଂଘ ଏହି ନିଷ୍ପତ୍ତି ନେଇଛି । ଆଜିଠାରୁ ମେ ମାସ ୯ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ!-->…
